No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ , ବୁଧବାର) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ପୁଲିସ୍ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଏକ ନୂତନ ଗୃହରୁ ଝୁଲନ୍ତା ଅବସ୍ଥାରେ ଥିବା ଠିକାଦାର ଚିତ୍ତରଞ୍ଜନ ପାତ୍ର ଙ୍କ ଶବ କୁ ଉଦ୍ଧାର କରିଛି । ମୃତ ଠିକାଦାର ଚିତ୍ତରଞ୍ଜନ ପାତ୍ର ଙ୍କ ଘର ଦଶପଲ୍ଲା ବ୍ଲକ୍ ଡିହ ଗାଁ ର ବୋଲି ଜଣା ପଡିଛି ।
ନୂତନ ଗୃହ ନିର୍ମାଣ କାର୍ଯ୍ୟ ଠିକାଦାର ଦିବ୍ୟ ସୁନ୍ଦର୍ ଓ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଦେଖିବାକୁ ଯାଇଥିବା ବେଳେ ଝୁଲନ୍ତା ଶବ ଦେଖିଥିଲେ।ଖବର ପାଇ ଦଶପଲ୍ଲା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥଲେ । ତେବେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଜନସାଧାରଣ ରେ ସନ୍ଦେହ ଘେରରେ ରହିଛି ।
No Result
View All Result