• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମୋଟର ସାଇକେଲ ନମ୍ବର ପ୍ଳେଟରେ ବିକୃତ ଲେଖା : ତନଖି କରିବ କିଏ . . . ?

Proprietor Abhimanyu Maharana by Proprietor Abhimanyu Maharana
April 4, 2021
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ମୋଟର ସାଇକେଲ ନମ୍ବର ପ୍ଳେଟରେ ବିକୃତ ଲେଖା : ତନଖି କରିବ କିଏ . . . ?
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ହିଞ୍ଜିିଳିକାଟୁ  :-  ଆଇନ ଅଛି, କିନ୍ତୁ କାର୍ଯ୍ୟକାରୀ କରିବାକୁ ଅଧିକାରୀ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାର ଉଦାହରଣ ରାସ୍ତାରେ ଚାଲୁଥିବା ୨ ଚକିଆ ଓ ୪ ଚକିଆ ଗାଡ଼ିର ନମ୍ବର ପ୍ଳେଟ ଲେଖିବା କ୍ଷେତ୍ରରେ ଦେଖାଯାଇଛି । ବିଶେଷକରି ଏହା ମୋଟର ସାଇକେଲ କ୍ଷେତ୍ରରେ ଏହାର ଉଲଙ୍ଘନ ଅଧିକ ମାତ୍ରାରେ ହୋଇଥିବା ଲକ୍ଷ୍ୟ କରାଯାଉଛି । ହିଞ୍ଜିିଳିକାଟୁ ସହରରେ ହଜାର ହଜାର ମୋଟର ସାଇକେଲ ପ୍ରତ୍ୟେହ ଯାତାୟତ କରିଥାନ୍ତି । ହେଲେ ସେ ସବୁକୁ ଲକ୍ଷ୍ୟ କଲେ ବିଭିନ୍ନ ଷ୍ଟାଇଲରେ ବିଭିନ୍ନ ପ୍ରକାରର ଚିତ୍ର ସହିତ ନମ୍ବର ଲେଖା ହୋଇଥିବା ଦେଖିବାକୁ ମିଳୁଛି । ମୋଟରଯାନ ଆଇନ ଅନୁଯାୟୀ ନମ୍ବର ପ୍ଳେଟ ଉପରେ ଗାଡ଼ିର ରେଜିଷ୍ଟେସନ ନମ୍ବର ହିଁ ଲେଖାଯିବ । ଏତଦ୍ ବ୍ୟତିତ୍ ଅନ୍ୟ କୌଣସି ଲେଖା ଯାଇପାରିବ ନାହିଁ । ମାତ୍ର ସ୍ଥାନୀୟ ସହରରେ ପ୍ରତ୍ୟେଡ ଘୁରି ବୁଲୁଥିବା ବହୁ ମୋଟର ସାଇକେଲ ସମେତ କିଛି ୪ ଚକିଆ ଯାନ (ବିଶେଷ କରି କାର୍‌ )ଗୁଡ଼ିକରେ ଗାଡ଼ିର ରେଜିଷ୍ଟେସନ ନମ୍ବରର ଉପର ଅକ୍ଷର ଗୁଡ଼ିକୁ ଅତି ଛୋଟ ଛୋଟ ଆକାରରେ ଲେଖାଯାଇଥିବା ବେଳେ ଶେଷ ୪ ଟି ସଂଖ୍ୟାକୁ ବଡ଼ ବଡ଼ ଅକ୍ଷରରେ ଲେଖାଯାଉଥିବାର ଦେଖିବାକୁ ମିଳୁଛି ।

ପୁଣି କେତେକ ଗାଡ଼ିରେ ନମ୍ବରରେ ୪ ଟି ସଂଖ୍ୟାରୁ ପ୍ରଥମ ୨ ଟି ଅତି ଛୋଟ କରି ଲେଖୁଥିବା ବେଳେ ଶେଷ ୨ ଟି ସଂଖ୍ୟାକୁ ବଡ଼ବଡ଼ ଅକ୍ଷରରେ ଲେଖୁଛନ୍ତି । ଅନ୍ୟ କେତେକ ଗାଡ଼ିରେ ସମସ୍ତ ନମ୍ବରକୁ ସାନ ଅକ୍ଷରରେ ଲେଖି କେବଳ ୦(ଶୁନ ସଂଖ୍ୟା ବିଶିଷ୍ଟ) ଥିବା ଅକ୍ଷରଟିକୁ ବଡ଼ କରି ଲେଖୁଛନ୍ତି । ଏହା ଦ୍ୱାରା ଗାଡ଼ିର ପ୍ରକୃତ ରେଜିଷ୍ଟେସନ ନମ୍ବର କେତେ ହଠାତ୍ ଗାଡ଼ିକୁ ଦେଖି ଜାଣିବା ମୁସ୍କିଲ । ଆଇନ ରହିଛି ନମ୍ବର ପ୍ଳେଟ ଉପରେ ନମ୍ବର ବ୍ୟତିତ ଅନ୍ୟ କିଛି ଲେଖା ଯାଇପାରିବ ନାହିଁ । ମାତ୍ର ଅଧିକାଂଶ ମୋଟର ସାଇକେଲରେ କିଏ ପିଲାଙ୍କ ନାମ ଲେକିଛି ତ ଆଉ କିଏ ଦେବା ଦେବୀଙ୍କ ନାମ ଲେଖୁଛନ୍ତି । ତେବେ ସବୁଠାରୁ ଉଦ୍‌ବେଗର କଥା ହେଉଛି ଗାଡ଼ି ମୋଟର ଗୁଡ଼ିକର ନମ୍ବର ପ୍ଳେଟ ଗୁଡ଼ିକରେ ଏଭଳି ବିକୃତ କରି ନମ୍ବର ଲେଖାଯାଉଥିଲେ ମଧ୍ୟ ଏ ନେଇ କେବେ ବି ସ୍ଥାନୀୟ ପୋଲିସ ପ୍ରଶାସନ କିମ୍ବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାଂଚ କରାଯାଇନଥିବା ଜଣାପଡ଼ିଛି । ୭୦ ସିସି କ୍ଷମତା କିମ୍ବା ତା ଠାରୁ ଉର୍ଦ୍ଧ୍ୱ ସିସି କ୍ଷମତା ବିଶିଷ୍ଟ ମୋଟର ସାଇକେଲ ଗୁଡ଼ିକର ଉଭୟ ଆଗ ଓ ପଛ ନମ୍ବର ପ୍ଲେଟରେ ଳେଖାଯାଇଥିବା ନମ୍ବବରର ଅକ୍ଷରରେ ଉଚ୍ଚତା ୩୦ ମିଲିଲିଟର ଓ ମୋଟେଇ ୫ ମିଲିଲିଟର ରହିବ । ଆଗ ନମ୍ବର ପ୍ଳେଟରେ ଗୋଟିଏ ଧାଡ଼ିରେ ସ୍ପଷ୍ଟ ଭାବେ ଲେଖା ରଖିବାକୁ ନିୟମ ଥିବାବେଳେ ପଛ ପ୍ଳେଟରେ ୨ ଧାଡ଼ିରେ ନମ୍ବର ଲେଖାହେବ ।

ତାହା ପୁଣି ଏମିତି ଭାବେ ଲେଖାଯିବ ଯେମିତି ପ୍ରଥମ ଧାଡ଼ିରେ କେବଳ ରାଜ୍ୟ ଓ ଜିଲ୍ଲାର କୋଡ଼୍ ରହିବ ଅର୍ଥାତ ଗାଡ଼ି ନମ୍ବର ଓଡ଼ି ୦୭ଏବି ୩୯୫୭ ହୋଇଥିଲେ , ପଛ ନମ୍ବର ପ୍ଳେଟରେ ପ୍ରଥମ ଧାଡ଼ିରେ ଓଡ଼ି ୦୭ ଲେଖାହେବ ଏବଂ ୨ୟ ଧାଡ଼ିରେ ଏବି ୩୯୫୭ ଲେଖାହେବ । ପୁଣି ନମ୍ବର ପ୍ଳେଟର ଲମ୍ବ ୨୦୦ ମିଲିମିଟର ହୋଇଥିବା ବେଳେ ଚଉଡ଼ା ୧୦୦ ମିଲିମିଟର ରହିବ । ଏହାର ବ୍ୟତିକ୍ରମ ହେଲେ ସେଂଟ୍ରାଲ ମୋଟର ଭେଇକାଲ ରୁଲସ୍‌୧୯୮୯ର ଧାରା ୫୦ ଓ ୫୧ର ଉଲଙ୍ଘନ ହେବ । ପୁଣି ମୋଟର ଭେଇକାଲ ଆକ୍ଟ ୧୯୮୮ର ସେସ୍କନ୍ ୩୯ ରେଜିଷ୍ଟେସନ ଅଫ୍ ମୋଟର ଭେଇକାଲର ଧାରା ୧୯୨ ଅନୁଯାୟୀ ଦଣ୍ଡ ବିଧାନ ରହିଛି । ଏଭଳି ବିକୃତ ଭାବେ ନମ୍ବର ଲେଖିଲେ କିମ୍ବା ଆଦୌ÷ ନମ୍ବର ଲେଖିନଥିଲେ ମଧ୍ୟ ଦଣ୍ଡ ବିଧାନ କରାଯିବ । ଏହି ଦଣ୍ଡ ପ୍ରଥମ ଥର ପାଇଁ ୫ ହଜାର ଟଙ୍କା ଓ ୨ୟ ଥର ପାଇଁ ୧୦ ହଜାର ଟଙ୍କା ରହିଛି । ତେବେ ଓଡ଼ିଶା ମୋଟରଯାନ ଆଇନ ଅନୁଯାୟୀ ଉକ୍ତ ଦଣ୍ଡକୁ ଟ୍ରାଫିକ୍ ଇନିସପେକ୍ଟର କିମ୍ବା ତଦୁର୍ଦ୍ଧ ପାହ୍ୟାର ଅଫିସର ଚାହୌିଁଲେ ଦଣ୍ଡ ରାଶିକୁ ୫୦% ପର୍ଯ୍ୟନ୍ତ କୋହଳ କରିପାରିବେ । ସ୍ଥାନୀୟ ସହରରେ ଘୁରି ବୁଲୁଥିବା ବହୁ ସଂଖ୍ୟକ ମୋଟର ସାଇକେଲ ଗୁଡ଼ିକରେ ରେଡ଼ିୟମ୍ ଷ୍ଟିକରିଂ କିମ୍ବା ରିଫ୍ଲେକ୍ଟ କରୁଥିବା ନମ୍ବର ପ୍ଳେଟ ବ୍ୟବହାର କରାଯାଉଛି, ଯାହାକି ସମ୍ପୂର୍ଣ୍ଣ ଅନୁମୋଦିତ ନୁହେଁ । ଏ ଦିଗରେ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ଦାବୀ କରିଛନ୍ତି । (ରିପୋର୍ଟ  – ଶୁସାନ୍ତ ପ୍ରଧାନ ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version