• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ଗଡ଼ଜାତ ଅଞ୍ଚଳର ପରମ୍ପରା ଆଜି ବି ଉଦଜୀବିତ : ୧୦୮ ଦୋଳ ଙ୍କୁ ନେଇ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
April 4, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ରଣପୁର ଗଡ଼ଜାତ ଅଞ୍ଚଳର ପରମ୍ପରା ଆଜି ବି ଉଦଜୀବିତ : ୧୦୮ ଦୋଳ ଙ୍କୁ ନେଇ  ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ଶନିବାର ) ରଣପୁର :- ରାଜାରାଜୁଡା ଅମଳରୁ ଚାଲିଆସିଥିବା ରଣପୁର ଗଡଜାତର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡିଯାଇଥିଲେ ହେଁ ଶହେ ଆଠ ଦୋଳ ଙ୍କୁ ନେଇ ପଞ୍ଚୁଦୋଳ ପାଳିତ ହୋଇଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି ପଞ୍ଚୁଦୋଳ ଯାତ୍ରାରେ ବାଜା, ବାଣ, ସଂକୀର୍ତ୍ତନ ଓ ରୋଷଣୀ ବିନା କେବଳ ଘଣ୍ଟ ଘଣ୍ଟା ନାଦ ସହିତ ନିରାଡମ୍ବର ଭାବେ ୧୦୮ଟି ବିମାନକୁ ନେଇ ଶୋଭାଯାତ୍ରା ହୋଇଥିଲା ।

ରଣପୁରଗଡର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାରେ ରଣପୁର ର ପ୍ରସିଦ୍ଧ ଠାକୁରାଣୀ ମାଆ ମଣିନାଗ ଙ୍କ ବିମାନ ସହ ଆଖପାଖ ଅଞ୍ଚଳର ୧୦୮ ଟି ବିମାନ ଯୋଗ ଦେଇଥାନ୍ତି । ତେବେ କରୋନା କଟକଣା ଯୋଗୁଁ ଏହାକୁ ପ୍ରଶାସନ ପକ୍ଷରୁ ଜାରୀ ନିୟମ କାନୁନ୍ ରେ ସୀମିତ ରଖିବା ପାଇଁ ପୁର୍ବରୁ ନିଷ୍ପତ୍ତି ନିଆ ଯାଇଥିଲା ।

ସମସ୍ତ ଭକ୍ତ ଙ୍କୁ ମାସ୍କ ପିନ୍ଧି ଦର୍ଶନ କରିବା ବାଧ୍ୟତା ମୂଳକ କରାଯିବା ସହ ସାମାଜିକ ଦୂରତ୍ୱ କୁ ବଜାୟ ରଖିବା ପାଈଁ ପଞ୍ଚୁଦୋଳ ପଡିଆ ରେ ସ୍ୱତନ୍ତ୍ର ପୋଲିସ ଫୋର୍ସ ର ବ୍ୟବସ୍ଥା କରଯାଇଥିଲା ଏଥିସହ ଚାଇନା ରଙ୍ଗ କୁ ସମ୍ପୁର୍ଣ୍ଣ ବାରଣ କରଯାଇଥିଲା । ବହୁ କମ ସଂଖ୍ୟକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା ଚଳିତ ବର୍ଷ ପଞ୍ଚୁଦୋଳ ଯାତ୍ରା ରେ । ପୂର୍ବ ରୀତି ନୀତି ତଥା ପରମ୍ପରା ଅନୁଯାୟୀ ରଣପୁର ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ମଣିନାଗ ଙ୍କୁ ସଭାପତି ଭାବେ ସର୍ବ ପ୍ରଥମେ ପଞ୍ଚୁଦୋଳ ପଡିଆ ର ମଝିରେ ମାଆ ଙ୍କୁ ବିରାଜମାନ କରାଯିବା ପରେ ୧୦୮ ଦୋଳ ନିଜ ନିଜ ସ୍ଥାନ ଅଧିଗ୍ରହଣ କରିଥାନ୍ତି । ରଣପୁର ଅଞ୍ଚଳର ଶ୍ରୀ କମଳେଶ୍ୱର ଦେବ, ଶ୍ରୀ ଚଣ୍ଡେଶ୍ୱର ଦେବ, ଶ୍ରୀ ଦଣ୍ଡାବାଲୁଙ୍କେଶ୍ୱର ଦେବ, ଶ୍ରୀ ହରିହରେଶ୍ୱର ଦେବ

ଶ୍ରୀ ସ୍ୱପ୍ନେସ୍ୱର ଦେବ, ଶ୍ରୀଦୋଳଗୋବିନ୍ଦ ଦେବ, ଶ୍ରୀ ଚୈତନ୍ୟ ଦେବ , ଶ୍ରୀ ଦଧିବାମନ ଦେବ ଙ୍କ ବିମାନ ଯୋଗ ଦେଇଥିଲେ । ରଣପୁର ର ମୁଖ୍ୟ ଚିକିତ୍ସାଳୟ ସ୍ଥିତ ପଞ୍ଚୁ ଦୋଳ ପଡିଆରେ ଗତ ରାତି ରେ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରି ବିମାନ ଗୁଡିକ ଶୋଭାଯାତ୍ରା କରିଥିଲେ । ଅଞ୍ଚଳ ପରିକ୍ରମା କରି ସକାଳେ ବିମାନ ଗୁଡିକ ଏକତ୍ର ପଞ୍ଚୁଦୋଳ ପଡିଆ ଠାରେ ପୁଜା ପାଇଥିଲେ । ସକାଳ ୧୦ ଟାରେ ରଣପୁର ର ରାଜା ଶ୍ରୀ ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ଏବଂ ରାଜକୁମାର କୌଶିକ ଚନ୍ଦ୍ର ସିଂ ଦେଓ ଉପସ୍ଥିତ ରହି ୧୦୮ ଦୋଳ ଙ୍କୁ ଭୋଗ ରାଗ , ଧୂପ ଦୀପ, ପୁଷ୍ପ ମାଲ୍ୟ , ଫଗୁ ଓ ଦକ୍ଷିଣା ଅର୍ପଣ କରି ମାଆ ମଣିନାଗ ଙ୍କ ନିକଟରେ ରାଜ୍ୟବାସୀ ଙ୍କ ନିମନ୍ତେ ଆଶ୍ରିବାଦ ଭିକ୍ଷା କରିଥିଲେ ।

ସେଠାରେ ବିମାନରୂଢ ଶ୍ରୀ ଜୀଉ ମାନଙ୍କୁ ରାଜଭୋଗ ଲାଗି କରାଯାଇଥିଲା । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧା, ସ୍ଥାନୀୟ ତହସିଲଦାର୍ ଯୋଗ ଦେଇ କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ ଏବଂ ରଣପୁର ଏନଏସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଶେଷରେ ରାଜା ରାଜାବାଟି ଠାରେ ବିମାନବାହକ ଗୋପାଳ ଭାଇ, ପୂଜକ, ଘଣ୍ଟୁଆ ମାନଙ୍କ ସହ ଅନ୍ୟ ସେବାୟତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ବିଦାୟୀ ପ୍ରଦାନ କରିଥିଲେ । ତତ୍ପରେ ସମସ୍ତ ବିମାନ ସ୍ୱମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । (ରିପୋର୍ଟ ସୋନାଲି)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

June 15, 2026
ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026
ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

June 15, 2026
କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

June 15, 2026
ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version