ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) କଟକ :- ଆଜି ମଧ୍ୟାହ୍ନରେ କଟକ ସିଡିଏ ସେକ୍ଟର ୧୦ ସ୍ଥିତ ଷ୍ଟେଟବ୍ୟାଙ୍କ ପଛପଟେ ଥିବା ଜନୈକ ବ୍ୟକ୍ତିଙ୍କ ଘରେ ଅଗ୍ନି କାଣ୍ଡ ଲାଗି ଧୂଆଁ ବାହାରିବାରୁ ଲୋକେ ଭୟଭୀତ ହୋଇ ଯାଇଥିଲେ ।

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣି ପକାଇ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି । କେଉଁ କାରଣ ରୁ ଘରେ ଅଗ୍ନିକାଣ୍ଡ ଘଟିଲା ସ୍ପଷ୍ଟ ହୋଇ ନାହିଁ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)