No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ମାର୍ଚ୍ଚ ଗୁରୁବାର ) ମାହାଙ୍ଗା :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ନୂତନ ଓଡ଼ିଶାର ଗଢିବାର ପ୍ରୟାସରେ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ଜନପ୍ରିୟ କାର୍ଯ୍ୟଦକ୍ଷ ବିଧାୟକ ତଥା ଓଡ଼ିଶାର ସୁନାମ ଧନ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ବିକାଶ କାର୍ଯ୍ୟରେ ଅନୁପ୍ରାରଣିତ ହୋଇ

ଆଜି ମାହାଙ୍ଗା ଗ୍ରାମପଞ୍ଚାୟତ ଓ ରାହାଣିଆ ଗ୍ରାମପଞ୍ଚାୟତ ର ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ୧୦୦ ରୁ ଉର୍ଦ୍ଧ କର୍ମୀ ଆନୁଷ୍ଠାନିକ ଭାବେ ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି .
No Result
View All Result