• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ଆପଣଙ୍କର ରାଶିଫଳ : ୧୨ ମାର୍ଚ୍ଚ ଶୁକ୍ରବାର

Proprietor Abhimanyu Maharana by Proprietor Abhimanyu Maharana
March 12, 2021
in ଓଡ଼ିଶା, ପୁରୀ, ହୋମ୍
0
ଜାଣନ୍ତୁ ଆପଣଙ୍କର ରାଶିଫଳ : ୧୨ ମାର୍ଚ୍ଚ ଶୁକ୍ରବାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର :- ମେଷ : ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ। ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ସମ୍ବନ୍ଧ ଭଲ ରହିବ, କିନ୍ତୁ ସଂଧ୍ୟାରେ ସ୍ଵାସ୍ଥ୍ୟ ଟିକେ ଖରାପ ରହି ପାରେ । ଖାଇବା ପିଇବାରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି ।  କଥାବାର୍ତ୍ତା କରିବା ସମୟରେ କାହା ସହିତ ଉଗ୍ରତା ପୂର୍ଣ୍ଣ ଭାଷାର ପ୍ରଯୋଗ ନ ହେଉ, ଏଥିପାଇଁ ଜିହ୍ଵା ଉପରେ ନିୟନ୍ତ୍ରଣ ରଖିବେ। ପରିବାର ତଥା କାର୍ଯ୍ୟକ୍ଷେତ୍ରରେ ସମାଧାନକାରୀ ବ୍ୟବହାର ଆପଣାଇବେ । ଦିନର ଉତ୍ସାହ ତଥା ଊର୍ଜାର ସନ୍ତୁଳନ ରହିବ । ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ । ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିବ ।

ବୃଷ : ଆଜି ଆପଣ କୌଣସି ବିଷୟକୁ ନେଇକରି ଚିନ୍ତନଶୀଳ ରହି ପାରନ୍ତି। ଥଣ୍ଡା-କାଶ, କଫ କିମ୍ବା ଜ୍ୱର ସମ୍ବନ୍ଧିତ କୌଣସି ଅସୁବିଧା ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମନମାଳିନ୍ୟ ହୋଇପାରେ। ପରନ୍ତୁ, ମଧ୍ୟାହ୍ନ ପରେ କିଛି ଅନୁକୂଳତା ରହିପାରେ। କାର୍ଯ୍ୟ କରିବା ପାଇଁ ଉତ୍ସାହରେ ବୃଦ୍ଧି ହୋଇପାରେ। ଆର୍ଥିକ ଲାଭ ହେବ। ସଂଧ୍ୟାରେ ମିତ୍ରମାନଙ୍କ ସହିତ ମିଳିବାକୁ ହେବ। ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପରିବାରରେ ବାତାବରଣ ଆନନ୍ଦିତ ରହିବ। ଅନୁକୂଳତା ଏବଂ ପ୍ରତିକୂଲତାର ମିଳାମିଶା ଦିନ ରହିବ। ବ୍ୟବସାୟରେ ଆପଣ ନୂଆ ବିଚାରଧାରା ଆଣିପାରନ୍ତି। ଆଲସ୍ୟ ଏବଂ ବ୍ୟଗ୍ରତା ଅନୁଭବ କରିପାରନ୍ତି, ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଅଗ୍ନି ଏବଂ ଜଳ ପ୍ରତି ସାବଧାନ ରହିବେ। ବ୍ୟାପାରିମାନଙ୍କୁ ଧନର ଆଦାନ-ପ୍ରଦାନ ଏବଂ ଯାତ୍ରାରେ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ। ସନ୍ତାନମାନଙ୍କର ପ୍ରଗତିରେ ମନ ପ୍ରସନ୍ନ ରହିବ। ଗୃହସ୍ଥ ଜୀବନ ଆନନ୍ଦପୂର୍ବକ ବିତିବ।

ମିଥୁନ : ଆଜି ଆପଣଙ୍କୁ ମିତ୍ରମାନଙ୍କଠାରୁ ଲାଭ ପ୍ରାପ୍ତି ହୋଇପାରେ। ନୂଆ ମିତ୍ର ବନି ପାରନ୍ତି, ଯେଉଁମାନେ କି ଭବିଷ୍ୟତରେ ଆପଣଙ୍କପାଇଁ ଲାଭଦାୟୀ ସିଦ୍ଧ ହୋଇପାରନ୍ତି। ଅପେକ୍ଷାକୃତ ଅଧିକ ଧନଲାଭ ହେବ। ଯାତ୍ରାର ଆୟୋଜନ ହୋଇପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। ପରନ୍ତୁ ମଧ୍ୟାହ୍ନ ପରେ ସାବଧାନ ରହିବାକୁ ଉପଦେଶ। ଧର୍ମ-କର୍ମ କରିବାରେ ଅଧିକ ହାନି ନ ହେଉ, ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ। ନକାରାତ୍ମକ ବିଚାରକୁ ମନରୁ ଦୂର କରିବାକୁ ଉପଦେଶ। ଖାଦ୍ୟ-ପେୟରେ ଧ୍ୟାନ ରଖିବେ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। କୌଣସି କାରଣବଶତଃ ବାହରକୁ ଯିବାର ପ୍ରସଙ୍ଗ ଉପସ୍ଥିତ ହେବ। ମଧ୍ୟାହ୍ନ ପରେ ବୌଦ୍ଧିକ ଅଥବା ସାହିତ୍ୟିକ ପ୍ରବୃତ୍ତିଗୁଡ଼ିକରେ ରୁଚି ରହିବ। ସନ୍ତାନମାନଙ୍କର ପ୍ରଶ୍ନରେ ମାନସିକ ବ୍ୟଗ୍ରତା ବଢ଼ିବ। ଧନର ଖର୍ଚ୍ଚ ଅଧିକ ନ ହେଉ ଏହାର ଧ୍ୟାନ ରଖିବେ।

କର୍କଟ : ଆଜି ଦିନର ପ୍ରାରମ୍ଭରେ କୌଣସି କାର୍ଯ୍ୟକୁ ନେଇକରି ଅବରୋଧର ସାମନା କରିପାରନ୍ତି। କିନ୍ତୁ ଅନ୍ତତଃ ସଫଳତା ପୂର୍ବକ ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ପାରିବେ। କ୍ରୋଧର ମାତ୍ରା ଅଧିକ ରହିବାରୁ କାହା ସାଥିରେ ବିବାଦ ହୋଇପାରେ, କିନ୍ତୁ ମଧ୍ୟାହ୍ନ ପରେ ସ୍ଥିତିରେ ସୁଧାର ଆସିବ। ପରିବାରରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ବ୍ୟବସାୟ ସ୍ଥଳରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଆବଶ୍ୟକ ଚର୍ଚ୍ଚାରେ ସାମିଲ ହେବାର ସୁଯୋଗ ପ୍ରାପ୍ତ ହେବ। ସ୍ଵାଦିଷ୍ଟ ଏବଂ ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କୁ ସାଥିରେ ପାଇ ଆପଣ ପ୍ରସନ୍ନ ରହିବେ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଚାନକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ବଢ଼ିବ। ଚାକିରି-ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ କାବୁ ରଖିବେ ଏବଂ ନୂଆ କାମ ଆରମ୍ଭ କରିବାରେ ସାବଧାନ ପୂର୍ବକ କରିବେ।

ସିଂହ : ପରିବାର ତଥା ବ୍ୟବସାୟ କ୍ଷେତ୍ରରେ ଆଜିର ଦିନ ଭଲ ଭାବରେ ବିତିବ, କାରଣ ଦୁଇଟି କ୍ଷେତ୍ର ଉପରେ ଆବଶ୍ୟକ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। କାର୍ଯ୍ୟର ବୋଝ ବଢ଼ିବାରୁ ସ୍ଵାସ୍ଥ୍ୟରେ କିଛି ଶିଥିଲତା ରହିବ ତଥା ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟରେ ସୁଧାର ହେବ। ମିତ୍ରମାନଙ୍କ ସହିତ ମିଳିବାରେ ଆନନ୍ଦ ପ୍ରାପ୍ତ ହେବ। ତାଙ୍କ ସାଥିରେ ଯାତ୍ରା କିମ୍ବା ପର୍ଯ୍ୟଟନର ଆୟୋଜନ ମଧ୍ୟ ହୋଇପାରେ। ଦ୍ୱିପ୍ରହର ପରେ କୌଣସି ସାମାଜିକ କାର୍ଯ୍ୟରେ ଭାଗ ନେବାର ଇଚ୍ଛା ପୂର୍ଣ୍ଣ ହୋଇପାରେ। ଆପଣଙ୍କ ବ୍ୟାପାରର ବିସ୍ତାର ହେବ। ଉଚିତ କାର୍ଯ୍ୟଗୁଡ଼ିକ ଉପରେ ଧନ ଖର୍ଚ୍ଚ ହେବ। ବିଦେଶ ସ୍ଥିତ ବ୍ୟବସାୟୀମାନଙ୍କ ଲାଭ ହେବାର ସମ୍ଭାବନା ଅଛି। ଆୟର ବୃଦ୍ଧି ହେବାପାଇଁ ଧନର ମାମଲାରେ ହାତ ଖୋଲା ରହିବ। ପ୍ରବଳ ଲାଭର ଯୋଗ ଅଛି। ବିଚାରରେ ଦ୍ୱନ୍ଦ୍ୱ ରହିବ। ଯାତ୍ରା ଯୋଗ ଅଛି। ଆକସ୍ମିକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ହୋଇପାରେ, ତଥାପି ମଧ୍ୟ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।

କନ୍ୟା : ଆଜି ଆପଣଙ୍କ ମନ ଗଭୀର ଚିନ୍ତନ ଶକ୍ତି ତଥା ରହସ୍ୟମୟ ବିଦ୍ୟା ପ୍ରତି ଆକର୍ଷିତ ହେବ। କାହା ସହିତ ବିବାଦ ନ ହେଉ ଏଥିପାଇଁ ବୁଝି ବିଚାରି କଥା ହେବାର ଉପଦେଶ ଆଜି ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ସ୍ଵାସ୍ଥ୍ୟ ଅସୁସ୍ଥ ରହିବ। ମଧ୍ୟାହ୍ନ ପରେ ଯାତ୍ରାର ଆୟୋଜନ କରିପାରନ୍ତି। ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟଗୁଡ଼ିକରେ ଯିବାର ପ୍ରସଙ୍ଗ ଉପସ୍ଥିତ ହେବ। ଦିନ ସୁଖ-ଶାନ୍ତିପୂର୍ବକ କଟିବ। କପଡ଼ା ଏବଂ ଗହଣା କ୍ରୟ କରିପାରନ୍ତି। କଳା ପ୍ରତି ଅଭିରୁଚି ରହିବ। ବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ। ଧନ ସମ୍ବନ୍ଧିତ ବିଷଗୁଡ଼ିକରେ ସରଳତା ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ସ୍ୟାସ୍ଥ୍ୟ ଭଲ ରହିବ। ବ୍ୟବସାୟର ବାତାବରଣ ଭଲ ରହିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ।

ତୁଳା : ଆଜି ଆପଣ ସାମାଜିକ ତଥା ବାହ୍ୟ କ୍ଷେତ୍ରରେ ପ୍ରଶଂସା ପ୍ରାପ୍ତ କରି ପାରିବେ। କୌଣସି ନିଜ ବ୍ୟକ୍ତିଙ୍କ ସହିତ ମିଶିବାରୁ ମନ ପ୍ରଫୁଲ୍ଲିତ ରହିବ। ଦାମ୍ପତ୍ୟ-ଜୀବନରେ ସୁଖ ଏବଂ ସନ୍ତୋଷ ଅନୁଭବ ହେବ। ମଧ୍ୟାହ୍ନ ଏବଂ ସଂଧ୍ୟାକାଳ ପରେ ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାରେ ଲାଭ ହେବ। ଆଜି ଆପଣଙ୍କୁ ଆଧ୍ୟାତ୍ମିକ ସିଦ୍ଧି ମିଳିବାର ଯୋଗ ଅଛି। ଦିନ ମଧ୍ୟମ ଫଳଦାୟୀ ରହିବ। ଶାରୀରିକ ଫୂର୍ତ୍ତି ଏବଂ ମାନସିକ ପ୍ରସନ୍ନତାର ଅଭାବ ହୋଇପାରେ। ପରିବାରରେ ବାଦ-ବିବାଦ ହୋଇପାରେ। ବ୍ୟାବହାରିକ ଜୀବନରେ ମାନହାନିର ପ୍ରସଙ୍ଗ ନବନୁ ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବ। ଆପଣ ସୃଜନାତ୍ମକ ଏବଂ କଳାତ୍ମକ ପ୍ରବୃତ୍ତିଗୁଡ଼ିକରେ ଯୋଡ଼ିହୋଇ ରହିବେ।

ବିଚ୍ଛା : ଆଜିର ଦିନ ବହୁତ ଆନନ୍ଦମୟ ରହିବ। ବ୍ୟାପାର ସହିତ ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକରେ ଦିନର ବ୍ୟସ୍ତତା ରହିବ ତଥା ସେଥିରେ ଲାଭ ମଧ୍ୟ ହେବ। ଅଧିକ ଲୋକମାନଙ୍କ ସହିତ ଆଜି ମିଶିବାର କାରଣରୁ ବିଚାରର ଆଦାନ-ପ୍ରଦାନ କରିପାରନ୍ତି। ଘର ଏବଂ ଦାମ୍ପତ୍ୟ-ଜୀବନରେ ଆନନ୍ଦ ରହିବ। ସାମାଜିକ କ୍ଷେତ୍ରରେ ଆପଣର କାର୍ଯ୍ୟର ପ୍ରଶଂସା ହେବ। ସଂଧ୍ୟା ପରେ ଜୀବନସାଥୀ ସହିତ ଭଲ ସମୟ ବିତିବ। ବାହନ ସୁଖ ମଧ୍ୟ ମିଳିବ। ସଂପତ୍ତି ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକରେ ଏବଂ ଗୃହସ୍ଥ ଜୀବନର ପ୍ରଶ୍ନର ନିରାକରଣ ହେବ। ବ୍ୟାବସାୟୀ ଲୋକମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ। ଭାଇ-ବନ୍ଧୁମାନଙ୍କର ବ୍ୟବହାର ସହଯୋଗପୂର୍ଣ୍ଣ ରହିବ। ଶତ୍ରୁ ପରାସ୍ତ ହେବେ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରତିକୂଳତା ରହିବ। ବ୍ୟାବହାରିକ ଜୀବନରେ ଅପଯଶ ମିଳିବାର ସମ୍ଭାବନା ଅଛି। ଧନ ହାନିର ଯୋଗ ଅଛି।

ଧନୁ : ଆଜି ଦିନର ପ୍ରାରମ୍ଭ ଟିକେ ନରମ ରହିପାରେ। କୌଣସି କାର୍ଯ୍ୟ ପାଇଁ କିଛି ଅଧିକ ଦୌଡ଼ାଦୌଡ଼ି କରିବାକୁ ପଡ଼ିବ ତଥା ପରିଶ୍ରମ ତୁଳନାରେ ପ୍ରାପ୍ତି ଅଳ୍ପ ହେବ। ପରନ୍ତୁ ମଧ୍ୟାହ୍ନ ଏବଂ ସଂଧ୍ୟାକାଳ ପରେ ଆପଣ ଶାରୀରିକ ତଥା ମାନସିକ ସୁସ୍ଥତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତିବ। ଆପଣଙ୍କ ହାତରେ କୌଣସି ଧାର୍ମିକ କିମ୍ବା ପୁଣ୍ୟ କାର୍ଯ୍ୟ ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। କୌଣସି ବଡ଼ ଆୟୋଜନରେ ମଧ୍ୟ ସାମିଲ ହେବାର ସୁଯୋଗ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ। ଆଜିର ଦିନ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକ ପାଇଁ ବହୁତ ଭଲ ଅଟେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ମଧ୍ୟାହ୍ନ ପରେ ସ୍ଥିତି ଅନୁକୂଳ ରହିବ। ମନରେ ଯାହା ଦ୍ୱନ୍ଦ୍ୱ ରହିବ ତାହାର ନିରାକରଣ ମିଳିଯିବ। ଶରୀର ଏବଂ ମନ ଦ୍ୱୟ ସ୍ଵସ୍ଥ ରହିବେ।

ମକର : ଅଧିକ ସମ୍ବେଦନଶୀଳ ନ ହେବା ପାଇଁ ଆଜି ଆପଣଙ୍କୁ ଉପଦେଶ। ଜମି ଧନ ସମ୍ପତ୍ତି ସମ୍ବନ୍ଧିତ ମାମଲା ଆଦିରେ ଆଜି ବୁଝି ବିଚାରି ଆଗକୁ ବଢ଼ିବାରେ ଲାଭ ହେବ। ସ୍ଵାସ୍ଥ୍ୟ ଟିକେ ନରମ ରହିପାରେ। ସନ୍ତାନ ପକ୍ଷରୁ ଚିନ୍ତା ରହିପାରେ। ସରକାରୀ ତଥା ବରିଷ୍ଠ ଅଧିକାରୀଙ୍କ ଠାରୁ କୌଣସି ବିଷୟରେ ସଫଳତା ମିଳିବ। ଆଜିର ଦିନ କୌଣସି ଲମ୍ବା ଦୂରକୁ ଯାତ୍ରା କରିବାପାଇଁ ପ୍ଲାନ କରିପାରନ୍ତି। ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକରେ ଆଜି ବୃଦ୍ଧି ହେବ। ବ୍ୟବସାୟ ଏବଂ ବ୍ୟାପାରରେ ମଧ୍ୟ ବାତାବରଣ ଅନୁକୂଳ ରହିବ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ଜୀବନରେ ଆନନ୍ଦର ମାତ୍ରା ବଢ଼ିବ। ମଧ୍ୟାହ୍ନ ପରେ ଆପଣଙ୍କ ବିଚାରରେ ନକାରାତ୍ମକତା ଚିନ୍ତା ଅଧିକ ରହିବ। ଶେୟାର ବ୍ୟବସାୟରେ ସମ୍ଭାଳିକରି ନିବେଶ କରିବେ।

କୁମ୍ଭ : ଆଜି ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ଅବଶ୍ୟ ମିଳିବ, କିନ୍ତୁ ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବା କାରଣରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ଅନ୍ତିମ ନିର୍ଣ୍ଣୟ ନିଅନ୍ତୁ ନାହିଁ, ଏପରି ଉପଦେଶ। ଲେଖନ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଦିନ ଭଲ ଅଟେ। ମଧ୍ୟାହ୍ନ ପରେ କିମ୍ବା ସଂଧ୍ୟାକାଳରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତିର ଅନୁଭବ ହେବ। କୌଣସି ବାଣୀ ଏବଂ ବ୍ୟବହାରରେ ଆପଣଙ୍କୁ ଆଘାତ ଲାଗିପାରେ। ବାସଗୃହ କିମ୍ବା ଭୂମି ସମ୍ବନ୍ଧିତ ମାମଲା ଉପରେ ଆଜି ବୁଝି ବିଚାରି ନିଷ୍ପତି ନେବାର ଆବଶ୍ୟକତା ଅଛି। ମାନସିକ ବ୍ୟଗ୍ରତା ଦୂର କରିବା ପାଇଁ ଆପଣ ଆଧ୍ୟାତ୍ମିକତାର ଶରଣ ନେଇପାରନ୍ତି। ଧାର୍ମିକ ଏବଂ ସାମାଜିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ବନ୍ଧୁମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଝଗଡ଼ା ହୋଇପାରେ। ଆଜି କିଛି ଅଧିକ ଆଧ୍ୟାତ୍ମିକତା ଆପଣଙ୍କ ବ୍ୟବହାରରେ ଦେଖିବାକୁ ମିଳିବ। ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସା ପ୍ରତି ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ଦେଖାଯିବ। ଅଫିସରେ ଆପଣଙ୍କ ପ୍ରଭାବ ବଢ଼ିବ। ଅଧିକାରୀମାନଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ମାନସିକ ଶାନ୍ତି ଆପଣଙ୍କ ମନରେ ରହିବ।

ମୀନ : ଆଜି ଧନର ଖର୍ଚ୍ଚ ଅଧିକ ହେବା କାରଣରୁ ଆପଣଙ୍କ ମନ ବ୍ୟଗ୍ର ରହିବ। କାହା ସାଥିରେ ମନମାଳିନ୍ୟ କିମ୍ବା ଚିନ୍ତାର ପ୍ରସଙ୍ଗ ନ ହେଉ, ଏହାର ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଆର୍ଥିକ ବିଷୟଗୁଡ଼ିକରେ ମଧ୍ୟ ସମ୍ଭାଳି କରି ଚାଲିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ କଡ଼ା ପ୍ରତିଦ୍ୱନ୍ତିତାର ସାମନା କରିପାରନ୍ତି। ଆଜି କୌଣସି ମୁଖ୍ୟ ବିଷୟ ଉପରେ ବଡ଼ ନିଷ୍ପତି ନେବାକୁ ପଡ଼ିପାରେ। ବିଦେଶରୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ। ଆଜିର ଦିନ ଆପଣଙ୍କପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହ ପ୍ରଶ୍ନର ନିରାକରଣ ହୋଇଯିବ। ଯାତ୍ରା ଯୋଗ ଅଛି ମିତ୍ରମାନଙ୍କଠାରୁ ଉପହାର ମିଳିବ। ମଧ୍ୟାହ୍ନ ପରେ ପ୍ରତ୍ୟେକ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ଅଛି। ଅଧିକ ଶ୍ରମ କରିବା ଉପରେ ମଧ୍ୟ କମ ଫଳ ପ୍ରାପ୍ତି ହୋଇପାରେ। ଅଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆପଣଙ୍କ ମନ ଅଧିକ ହେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

March 8, 2026
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026

Recent News

World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

March 8, 2026
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version