No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ,ବୁଧବାର ) କଟକ :- କଟକ ବଡ଼ ଡାକ୍ତର ଖାନା ପଛପଟ ଅଳିଆ ଗଦାରୁ ନିଆଁ ଲାଗିଛି । ଏହି ନିଆଁ ଲାଗିବା ନେଇ ରୋଗୀ ଙ୍କ ସଂପର୍କୀୟ ମାନେ ଭୟଭୀତ ହୋଇପଡ଼ିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିବାରେ ଲାଗିପଡିଥିବା ଦେଖିବାକୁ ମିଳିଛି ।

ଅଳିଆଗଦାରୁ ଏକ ଘରକୁ ନିଆଁ ବ୍ଯାପିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ନିଆଁ କିଏ କାହିଁକି ଲଗାଇଲା ତହାଳ ତଦନ୍ତ କରାଯିବ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result