No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ବରଗଡ଼ :- ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ନିକଟରେ ଅବସ୍ଥିତ ବାଳ ଯୋଗେଶ୍ବରୀ ଆଶ୍ରମ ରୁ ଆଜି ସ୍ବାମୀ ଦାମୋଦର ସଦା ବାବା (୭୫) ମୃତ ଦେହ କୁ ପୋଲିସ ଉଦ୍ଧାର କରିଛି । ଆଶ୍ରମ ବାହାରେ ତାଲା ପଡ଼ିଥିବା ବେଳେ ପରିସରରେ ମୃତ ଦେହ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ଭାବେ ପୋଲିସ ସନ୍ଦେହ କରୁଛି ।
ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ, ଅତାବିରା ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଜିଲ୍ଲା ଏସପି ପଦ୍ମିନୀ ସାହୁ ଏବଂ ସମ୍ବଲପୁରରୁ ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result