No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଫେବୃଆରୀ ରବିବାର ) ନୟାଗଡ :- ଜୀବନ ଜ୍ୟୋତି ସେବା ସମିତି, ନୟାଗଡ ତରଫରୁ ଏକ ରକ୍ତଦାନ ଶିବିର ତା . 07.02.2021 ଦିନ ପେରିଫେରି ସେକ୍ସନ ମହୀପୁର 33/11kv TPCODL ସବଷ୍ଟେସନ ଠାରେ ପାଳିତ ହୋଇଯାଇଛି.

ଉକ୍ତ ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବେ TPCODL ର JEE .Er. ଅନନ୍ତ ନାରାୟଣ କର ଉଦଘାଟନ କରିଥିଲେ , ଜୀବନ ଜ୍ୟୋତି ସେବା ସମିତି ର ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ, ଏବଂ ଭୋଲୁଣ୍ଟର୍ସ ସୋମ୍ୟ ରଞ୍ଜନ ପେଣ୍ଠଇ,

ପ୍ରଦୀପ୍ତ କୁମାର ମହାପାତ୍ର , କୁମୁଦ ପଡିହାରୀ, କପିଳାସ ସାହୁ, ପ୍ରଭାତ କୁମାର ସାସମଲ ଏବଂ ସମାଜ ସେବି ଦାମୋଦର ସାହୁ ଏବଂ Dr. ରାଣୀ ଏଲୀଜା ପଟ୍ଟନାୟକ ଉପସ୍ଥିତ ଥିଲେ. ଉକ୍ତ ରକ୍ତଦାନ ଶିବିର ସକାଳ 10ଘଂଟିକା ଠାରୁ ଅପରାହ୍ନ 2 ଘଟିକା ଯାଏଁ ଚାଲିଥିଲା. ସମୁଦାୟ 26 unit ୟୁନିଟ ରକ୍ତ ସଂଗୃହିତ ହୋଇଥିଲା.( ନୟାଗଡ/ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result