• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଯାଜପୁରକୁ ଅନୁଗୁଳରୁ ପ୍ରେମିକାକୁ ଦେଖା କରିବାକୁ : ବାବା ବେଶରେ ଯାଇଥିଲେ ପ୍ରେମିକ

Proprietor Abhimanyu Maharana by Proprietor Abhimanyu Maharana
February 1, 2021
in ଅପରାଧ, ଓଡ଼ିଶା, ଯାଜପୁର, ହୋମ୍
0
ଯାଜପୁରକୁ ଅନୁଗୁଳରୁ ପ୍ରେମିକାକୁ ଦେଖା କରିବାକୁ : ବାବା ବେଶରେ ଯାଇଥିଲେ ପ୍ରେମିକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ, ସୋମବାର ) ଯାଜପୁର :- ପ୍ରେମିକାଙ୍କ ମା’ଙ୍କୁ ମନାଇବା ପାଇଁ ପ୍ରେମିକ ଆପଣାଇଥିଲେ ନୂଆ ଉପାୟ । କିନ୍ତୁ ସବୁ ଭଣ୍ଡୁର ହୋଇଗଲା । ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲା ପ୍ରେମିକ । ଏପରିକି ପିଲା ଚୋର ଭାବି ଧରି ପକାଇଲେ ଲୋକେ । ସବୁଠୁ ବଡ଼ କଥା ହେଳେ ବାବାଙ୍କ ବୟସକୁ ଦାଢ଼ି ଜଟ ମ୍ୟାଚ୍‌ କରୁନଥିଲା । କିଛିଲୋକ ଯୁବକ ଜଣକୁ କାବୁ କରି ପଚରାଉଚରା କରିବା ପରେ ସେ କିଛି କହିନଥିଲେ । ଯାହାଫଳରେ କିଛି ଲୋକ ସନ୍ଦେହ କରି ଦାଢ଼ି ଟାଣି ଦେଇଥିବାରୁ ବାବାଙ୍କ ଭାଣ୍ଡାମୀ ଧରାପଡ଼ି ଯାଇଥିଲା । ପ୍ରେମିକ ବାବା ଜଣକ ହେଉଛନ୍ତି ଅନୁଗୁଳର ଜଣେ କଲେଜ ଛାତ୍ର । ସେ ନିଜ ପ୍ରେମିକାକୁ ଭେଟିବାକୁ ଆସି ଯାଜପୁର ରୋଡ ଫେରୋକ୍ରୋମ ଗେଟ୍‌ କରୋନୀକୁ ଆସି ହଟହଟା ହୋଇଛନ୍ତି । ସୂଚନାଯେଗ୍ୟ, ଅନୁଗୁଳର ଏକ କଲେଜରେ ଯୁକ୍ତ ୨ ପାଠ ପଢ଼ୁଥିବା ଜଣେ ଛାତ୍ର ବାବା ବେଶ ଧାରଣା କରି ତାଙ୍କ ପ୍ରେମିକାକୁ ଦେଖା କରିବାକୁ ଯାଜପୁର ରୋଡ଼ ଆସିଥିଲେ । ତାଙ୍କ ଚାଲି ଚଳନ, ହାବଭାବ ଦେଖି କିଛି ଲୋକ ସନ୍ଦେହ କରିଥିଲେ ।

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ବାବାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ବାବା ନଅଟକିବାରୁ ସେ ତାଙ୍କ ହାତ ଧରିପକାଇଥିଲେ । ବାବା ତମେ କୋଉଠୁ ଆସିଛ ବୋଲି ପଚାରିଥିଲେ। ବାବା କହିଥିଲେ ହିମାଳୟରୁ ଆସିଛନ୍ତି । ବାବାଙ୍କ ବୟସ ଓ ତାଙ୍କ ଚୁଟି, ଦାଢ଼ି ଦେଖି ବ୍ୟକ୍ତିଜଣଙ୍କ ସନ୍ଦେହ ହୋଇଥିଲା । ବାବାଙ୍କ ଦାଢ଼ି ଟାଣିଦେବାରୁ ଖସି ଯାଇଥିଲା ନକଲି ଦାଢ଼ି । ଚାହୁଁ ଚାହୁଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଗଲା । ପିଲାଚୋର ଭାବି ପୁଲିସକୁ ଡାକିଥିଲେ ସ୍ଥାନୀୟ ଲୋକେ । ପୁଲିସ୍‌ ଖବର ପାଇ ବାବା ସାଜିଥିବା ଛାତ୍ରଙ୍କୁ ଉଠାଇନେଇଥିଲେ । ପୁଲିସ୍‌ ଯୁବକ ଜଣକୁ ଅଧିକା ପଚରାଉଚରା କରିବା ପରେ ଜଣା ପଡ଼ିଥିଲା ଯେ, ପ୍ରେମିକାଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିଲେ । ତେଣୁ ଛାତ୍ର ଜଣକ ଏମିତି ବାବା ବେଶରେ ତାଙ୍କ ଘରକୁ ଯାଉଥିଲଲେ । (ଦୀପ୍ତିମାନ ପତି/ଯାଜପୁର)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version