ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ବଡ଼ଚଣା :- ମହାବୀର କିକ୍ରେଟ କ୍ଲବ ନୂଆହାଟ ବଜାର ଅରଖପୁର ଗତ କାଲି ୨୩ ଜାନୁଆରୀ ୨O୨୧ ରେ ତାର ଫାଇନାଲ ମ୍ୟାଚ୍ ସମାପ୍ତ କରିଛି । ଗତ କାଲିର ଫାଇନାଲ ମ୍ୟାଚ୍ ସ୍ପାଇଡ଼ର କ୍ଲବ ବାଲିଚନ୍ଦ୍ରପୁର ସହିତ 7 ଷ୍ଟାର ଲାପୁଟନ ସହ ଫାଇନାଲ ଖେଳୁଥିବା ବେଳେ ବାଲିଚନ୍ଦ୍ରପୁର ବିଜୟ ହାସଲ କରିଥିଲେ । 7 ଷ୍ଟାର ଲାପଟୁନ ରନର୍ସପ୍ ହେଇଥିଲା ଏହି
















