No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର )ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ବିଧାୟକ ବିଜେପି ଜିଲ୍ଲା ସଭପତି ଦିନକୀୟା ମୋହନା ନିର୍ବାଚନ ମଣ୍ଡଳୀ ଗସ୍ତ ରେ ଆସି ଆଜି ମଣ୍ଡଳସାହି ଠାରେ ଥିବା ଧନ୍ଵନ୍ତରୀ ଚିକିଛାଳୟ ପରିଦର୍ଶନ କରି ଛନ୍ତି ସ୍ଥାନୀୟ କାର୍ଯ୍ୟ କର୍ତ୍ତା ଙ୍କ ଉପସ୍ଥିତ ରେ କିଛି ସମୟ ଅଟକି ଥିଲେ ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଶହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି ଲତା, ପୂର୍ବ ତନ ମୁନୁ୍ସିପାଲଟି ଅଧକ୍ଷ ନରସିଂହ ପଟ୍ଟନାୟକ, ରାୟଗଡ଼ ବ୍ଲକ ପୂର୍ବତନ ଅଧକ୍ଷ ନବ କିଶୋର ଶବର, ରାୟଗଡ଼ ମଣ୍ଡଳ ସଭାପତି ଜଗନ୍ନାଥ ଖଡ଼ଙ୍ଗାଲୁ, ଗଣେଶ ବିଷୋୟୀ, ବାଳକୃଷ୍ଣ ପଟ୍ଟନାୟକ, ମୋହନା ନିର୍ବାଚନ ମଣ୍ଡଳୀ ମିଡିୟା ସେଲ ପ୍ରମୁଖ ଦୁର୍ଗା ପ୍ରସାଦ ସୁବୁଦ୍ଧି,ଯୋଗଦାନ କରିଥିଲେ !

ସ୍ଥାନୀୟ କାର୍ଯ୍ୟ କର୍ତ୍ତା ଏହି ଚିକିଛାଳୟ ପ୍ରତି ଦୃଷ୍ଟି ଦେବାପାଇଁ ଅନୁରୋଧ କରିଥିଲେ ବିଧାୟକ ମଧ୍ୟ ଏହି ଚିକିଛା ଳୟ ଉନତି ପାଇଁ ପ୍ରତସ୍କୃତି ଦେଇଥିବା ଜଣା ପଡିଛି !ଡ଼ମ୍ବଳ ପୂର୍ବତନ ସରପଞ୍ଚ ଗୌରାଙ୍ଗ ଗମାଙ୍ଗ,ପୂର୍ବତନ ସମିତି ଗଙ୍ଗାଧର ଶବର,ଅନନ୍ତ ବିଷୋୟୀ,ପୂର୍ବତନ ସମିତି ବିଜୟ କୁମାର ନାୟକ,ପୂର୍ବତନ ସରପଞ୍ଚ ବାଲାଜୀ ଗମାଙ୍ଗ,ଙ୍କ ନେତୃତ୍ୱ ରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result