• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର : ସୁରମା ହଟାଓ ବିଜେପି ବଞ୍ଚାଓ …..

Proprietor Abhimanyu Maharana by Proprietor Abhimanyu Maharana
January 13, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁର : ସୁରମା ହଟାଓ ବିଜେପି ବଞ୍ଚାଓ …..
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ରଣପୁର/ରିପୋର୍ଟ ସୋନାଲି :- ରଣପୁର ନିର୍ବାଚନ ମଣ୍ଡଳୀ ରେ ସୁରମା ଙ୍କୁ ବିରୋଧ । ବିଜେପି ଦଳ ପାଈଁ ସୁରମା ଏବେ ଅଡ଼ୁଆ ବୋଲି ବିଜେପି ର ଦଳୀୟ କର୍ମକର୍ତ୍ତା ଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ରଣପୁର ନିର୍ବାଚନ ମଣ୍ଡଳୀ ର ୬ ଟି ଜିଲ୍ଲାପରିଷଦ ଜୋନ୍ ରୁ ୪ ଟି ଜୋନ୍ ରେ ବିଜେପି ଜିଲ୍ଲାପରିଷଦ ଆସନ ଅଳଙ୍କୃତ କରିଥିବା ବେଳେ ଛଅ ଟି ଜୋନ୍ ର ଦଳୀୟ କର୍ମକର୍ତ୍ତା ସୁରମା କୁ ବିରୋଧ କରୁଥିବାର ଦେଖିବାକୁ ମିଳୁଛି ।

ବିଜେପି ଦଳ କୁ ସୁଦୃଢ଼ କରିବା ପାଈଁ ନେତୃତ୍ୱ ପରିବର୍ତ୍ତନ କରାଯାଉ ଏହାକୁ ନେଇ ‘ ଘୋ ‘ ଉଠିଛି । ରଣପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃ ବୃନ୍ଦଙ୍କ ଠାରେ । ରଣପୁର ବିଜେପି ନେତ୍ରୀ ସୁରମା ପାଢ଼ୀ ୨୦୦୪ ରେ ବିଜେପି , ବିଜେଡ଼ି ମିଳିତ ସରକାର ରେ ସୁରମା ବିଧାୟକ ର ସ୍ୱାଦ ଚାଖିଥିଲେ ଏହାପରେ ମନ୍ତ୍ରୀ ପଦ ର ଆସନ ମଧ୍ୟ ଅଳଙ୍କୃତ କରିଥିଲେ । ୨୦୦୯ ରୁ ୨୦୨୦ ପର୍ଯ୍ୟନ୍ତ ହାରିବାର ସ୍ୱାଦ ଚାଖି ଲାଗିଛନ୍ତି ସୁରମା । ସେଥିପାଇଁ ବିଜେପି କର୍ମୀ ଙ୍କ ଠାରେ ସୁରମା ଙ୍କ ପ୍ରତି ଉତ୍ସାହ କମିବାରେ ଲାଗିଛି ।

ବିଜେପି କର୍ମୀ ଙ୍କ ଉତ୍ସାହ କମିବାର କାରଣ ବିଜେଡ଼ି ସମ୍ମୁଖ ରେ ସୁରମା ଙ୍କ ଲଗାତର ପରାଜୟ । ଏହାକୁ ନେଇ ଦଳୀୟ ବିରୋଧ ଦେଖାଦେଇଛି । ଚାନ୍ଦପୁର ଡ଼ୋମଣି ମନ୍ଦିର ଠାରେ ଚାନ୍ଦପୁର ଜୋନ୍ ରୁ ବିଜେପି ର କିଛି ଦଳୀୟ କର୍ମୀ ମାନେ ସୁରମା ଙ୍କୁ ଦୃଢ ବିରୋଧ କରିଥିବାର ଦେଖାଯାଇଛି । ” ସୁରମା ହଟାଓ , ବିଜେପି ବଞ୍ଚାଓ ” ବୋଲି ସ୍ୱର ଉତ୍ତୋଳନ କରିଥିଲେ ଓ ସେଠାରେ ଶପଥ ନେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟିକା ସୁରମା ପାଢ଼ୀ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଙ୍କୁ ବାରମ୍ବାର ପରାଜୟ ଦେଖିବାକୁ ପଡୁଛି ବୋଲି ଦଳୀୟ କର୍ମୀ ଙ୍କ ଅସନ୍ତୋଷ ର କାରଣ ହୋଈଛି ।

ଚାରି ଚାରି ଥର ସୁରମା ପଞ୍ଚାୟତ ଇଲେକ୍ସନ୍ ରେ ପରାଜୟ ହୋଇଛନ୍ତି । ଏବେ ରଣପୁର ନିର୍ବାଚନ ମଣ୍ଡଳୀ ରେ ରାଜ୍ୟ ଭାରତୀୟ ଜନତା ପାର୍ଟି ର ନୂଆ ପ୍ରାର୍ଥୀ ଚାହୁଁଛନ୍ତି କର୍ମୀ । ଏବେ ଆଉ ୫ ଟି ଜୋନ୍ କୁ ବିଜେପିର ସୁରମା ବିରୋଧ ଡାକରା ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରିଵା ପାଈଁ ମେଳି ବନ୍ଧିଲେଣି କର୍ମୀ । ଦଳୀୟ କର୍ମୀ ଙ୍କ ମତରେ ବିଜେପି ଦଳ ର ନେତୃତ୍ୱ ପରିବର୍ତ୍ତନ କରାଗଲେ ବିଜୁ ଜନତା ଦଳ ଠାରୁ ବହୁ ସଂଖ୍ୟକ ଭୋଟ ରେ ବିଜେପି ବିଜୟ ହାସଲ କରିବ ବୋଲି କର୍ମୀ ଆଶା ଆଶଙ୍କା ରେ । ଯେ ପର୍ଯ୍ୟନ୍ତ ବିଜେପି ନେତୃତ୍ୱ ପରିବର୍ତ୍ତନ ନ ହୁଏ ରଣପୁର ରେ ବିଜେପି କେବେ ହେଲେ ବିଜୟ ଲାଭ କରି ପାରିବ ନାହିଁ । ଦଳ ପାଇଁ ଭୁଲ ରାସ୍ତା ଆପଣେଇଛନ୍ତି ସୁରମା, କର୍ମୀ ଙ୍କ ପାଇଁ ବଢ଼ିଛି ଚିନ୍ତା ।

ଆଗତ ନିର୍ବାଚନ ରେ ଯଦି ସୁରମା ନିଅନ୍ତି ନେତୃତ୍ୱ ତେବେ ଗୋଟିଏ ହେଲେ ଜିଲ୍ଲାପରିଷଦ ସିଟ୍ ରେ ବିଜୟୀ ହେବନି ବିଜେପି । ବିଜେପି ର ନୁତନ ପ୍ରାର୍ଥୀ ହିଁ ବିଜେପି ପାଇଁ ବିଜୟ ପତାକା ଉଡାଇବ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ଦଳ ରେ ଏବେ ସମ୍ବିଦ ପାତ୍ର ଙ୍କୁ ନେଇ ଦେଖାଯାଉଛି ଆଗ୍ରହ । ଦେଖାଯାଉ କର୍ମୀ ଙ୍କ ବିରୋଧ କୁ ରାଜ୍ୟ ଭାରତୀୟ ଜନତା ପାର୍ଟି ରଙ୍ଗ ଦେଉଛି ନା ନାହିଁ । ଆଗକୁ ଦେଖିବାକୁ ମିଳିବ କି ସୁରମା ହଟୁଛନ୍ତି କି ରହୁଛନ୍ତି ? ଦେଖାଯାଉ କେବେ ହେଉଛି ରଣପୁର ନିର୍ବାଚନ ମଣ୍ଡଳୀ ନେତୃତ୍ୱ ରେ ପରିବର୍ତ୍ତନ .. କର୍ମୀ ଅପେକ୍ଷା …

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

May 13, 2026
ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version