No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ମଙ୍ଗଳବାର )ପଦ୍ମପୁର :- ଆଜି ମଙ୍ଗଳବାର ଭୋର ପ୍ରାୟ ୪ ଟା ସମୟରେ ବରଗଡ ଜିଲ୍ଲା ରେଡକ୍ରସ ଅଫିସର ଶ୍ରୀ ପ୍ରଫୁଲ୍ଲ ବେହେରାଙ୍କ ୭୦ ବର୍ଷ ବୟସରେ ସ୍ବର୍ଗାରୋହଣ କଲେ l ତାଙ୍କର ଶବାଧାରରେ ଶହ ଶହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ l ବରଗଡ ଜିଲ୍ଲା ବାରିକ ସମାଜର ମଧ୍ୟ ସଭାପତି ବଳଦେବ ବାରିକ,ଉପ ସଭାପତି ଦୁର୍ଗା ପ୍ରସାଦ ବାରିକ,ସମ୍ପାଦକ ଘନଶ୍ୟାମ ବାରିକ, ପଶ୍ଚିମ ଓଡିଶାର ବାରିକ ସମାଜ ସମ୍ପାଦକ ବୃନ୍ଦାବନ ବାରିକ ,
ଲାଭ ବାରିକ, ମନ ବାରିକ, ବୃନ୍ଦାବନ ବେହେରା, ସୁବାସ ବାରିକ, ରମେଶ ବାରିକ, ରାଜୁ ବାରିକ, ଶିବିଲ୍ ବାରିକ, ଧିରେନ ବାରିକ, ଜିଲ୍ଲା ଉପଦେଷ୍ଟା ଶ୍ରୀ ଅଶୋକ କୁମାର ପଶାୟତ ସମେତ ଉପସ୍ଥିତ ରହି ନିଜ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result