• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

।। ପୋଲିସ ଓ ଖଣି ମାଫିଆ ଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ।। 

Proprietor Abhimanyu Maharana by Proprietor Abhimanyu Maharana
January 11, 2021
in ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
।। ପୋଲିସ ଓ ଖଣି ମାଫିଆ ଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ।। 
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ଚାନ୍ଦପୁର :- ଚାନ୍ଦପୁର ଅଞ୍ଚଳ ର ବରବରାଝର ଜଙ୍ଗଲ ରେ ପୋଲିସ ଓ ଖଣି ମାଫିଆ ଙ୍କ ମଧ୍ୟରେ ହୋଈଛି ଖଣ୍ଡ ଯୁଦ୍ଧ । ୫ ଖଣିମାଫିଆ ଗିରଫ , ମଟର ସାଇକେଲ , ଟ୍ରାକ୍ଟର ଜବତ କରିଛି ଚାନ୍ଦପୁର ପୋଲିସ । ଓଡିଶାରେ ଏବେ ବେଆଇନ ଖଣି ବ୍ୟାପାର ଉପରେ ରୋକ ଲଗାଇଛନ୍ତି ସରକାର । ଚାନ୍ଦପୁର ପୋଲିସ ଏହି ବେଆଇନ ଖଣି ବ୍ୟାପାର କୁ ରୋକିବା ଦିଗରେ ପୁର୍ବରୁ ତତ୍ପରତା ଦେଖେଇ ଆସିଛନ୍ତି । ପୋଲିସ ଖଣି ମାଫିଆ ତଥା ବେଆଇନ ଖଣି ଖନନ କାର୍ଯ୍ୟ କୁ କୌଶଳ ର ସହକାରେ ଅଟକାଇ ଆସିଛି । ଚାନ୍ଦପୁର ପୋଲିସ ବିଶେଷ ସୂତ୍ରରୁ ସୁରାକ ପାଇ ଖଣି ମାଫିଆ ଙ୍କ ଆଡ୍ଡା ସ୍ଥଳୀ ବରବରା ଝର ମଧ୍ୟରେ ଚଢ଼ାଉ କରିଥିଲେ । ବରବରା ଝର ର ଖଣି ମାଫିଆ କମାଗୁରୁ ଗ୍ରାମକୁ ଲାଗି ଘଞ୍ଚ ଜଙ୍ଗଲ ମଧ୍ୟରେ ଖଣି କାମ କରୁଥିଲେ ।

ଗୁପ୍ତ ଭାବେ ପୋଲିସ୍ ର ଚଢ଼ାଉ ରେ ମାଫିଆ ମାନେ ଟେକା ,ପଥର ରେ ପୋଲିସ ଙ୍କୁ ଆକ୍ରମଣ କରିଥିଲେ । ନିର୍ଭୟ ସହକାରେ ଟେକା , ପଥର ମାଡ଼ ଖାଇ ମଧ୍ୟ ପୋଲିସ ମାନେ ମାଫିଆ ଙ୍କୁ ଧରିବା ପାଈଁ ବହୁ ପ୍ରୟାସ କରିବା ପରେ ୨୦ ଜଣ ଖଣି ମାଫିଆ ରୁ ୫ ଜଣ ମାଫିଆ ଫସିଲେ ପୋଲିସ ଜାଲ ରେ । ସେହି ଖଣ୍ଡ ଯୁଦ୍ଧ ରେ ମୟୁରଝାଲିଆ ର ଦୁଇଟି ନାମୀଦାମୀ ଖଣି ମାଫିଆ ମଧ୍ୟ ସାମିଲ ଥିଲେ । ବରବରାଝର ରେ କଟର , ଜେସିପି , ଟ୍ରାକ୍ଟର ଇତ୍ୟାଦି ରେ ଖଣି ଖନନ କାର୍ଯ୍ୟ କରୁଥିବା ସମୟରେ ଚାନ୍ଦପୁର ପୋଲିସ ର ଚଢ଼ାଉ ରେ ୧୫ ଜଣ ଫେରାର ।

ଏହି କେସ୍ ରେ ଆଖପାଖ ଅଞ୍ଚଳର ପ୍ରାୟ ୩୦ ଜଣ ଗ୍ରାମବାସୀ ଙ୍କ ନାମରେ ମୋକଦମା ରୁଜ୍ଜୁ ହୋଈଛି । ପୋଲିସ ଉକ୍ତ ୫ ଜଣ ଙ୍କ ନାମରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିବେ ବୋଲି ଜଣାଯାଇଛି । ଖଣି ମାଫିଆ ଚଢ଼ାଉ ର ଶେଷ ସମୟ ରେ ରଣପୁର ପୋଲିସ ଯାଇ ସହଯୋଗ କରିଥିଲେ । ଶେଷ ସମୟରେ ଯାଇ ଚାନ୍ଦପୁର ପୋଲିସ ଙ୍କୁ ସହଯୋଗ କରିଥିବାରୁ ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ : ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ

March 19, 2026
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

March 19, 2026
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ : ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ

March 19, 2026
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version