• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ଆପଣଙ୍କର ରାଶିଫଳ : ୦୮ ଜାନୁଆରୀ ଶୁକ୍ରବାର

Proprietor Abhimanyu Maharana by Proprietor Abhimanyu Maharana
January 8, 2021
in ଓଡ଼ିଶା, ମହାନଗର, ରାଶିଫଳ, ହୋମ୍
0
ଜାଣନ୍ତୁ ଆପଣଙ୍କର ରାଶିଫଳ : ୦୮ ଜାନୁଆରୀ ଶୁକ୍ରବାର
Share on FacebookShare on TwitterWhatsapp

b

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ଵର  :- ମେଷ : ଆଜି ଆପଣ ପରିଜନମାନଙ୍କର ସହିତ ମିଶିକରି ଘରୋଇ ମାମଲାରେ ମହତ୍ତ୍ଵପୂର୍ଣ୍ଣ ବିଚାର ବିମର୍ଶ କରିବେ। କାର୍ଯ୍ୟସ୍ଥଳ ଉପରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଶ ହେବ। ଅଫିସ୍ ର କାର୍ଯ୍ୟ ହେତୁ ଯାତ୍ରାର ସମ୍ଭାବନା ଅଛି। ମାତା ତଥା ମହିଳା ବର୍ଗଙ୍କର ତରଫରୁ ଲାଭ ହେବାର ସମ୍ଭାବନା ଅଛି। ଆପଣଙ୍କ କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରଙ୍କର ସହାୟତା ମିଳିବ।

ବୃଷ : ବିଦେଶରେ ରହୁଥିବା ସ୍ଵଜନ କିମ୍ବା ମିତ୍ରଙ୍କ ତରଫରୁ ଭଲ ସମାଚାର ମିଳିବାରୁ ଆପଣଙ୍କ ମନ ପ୍ରସନ୍ନତା ଅନୁଭବ କରିବ। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଅନୁକୂଳ ସଂଯୋଗ ହେବ। ଲମ୍ବା ଦୂର ଯାତ୍ରା କରିବାର ଅବସର ଆସିବ। ଅଫିସ୍ କିମ୍ବା ବ୍ୟବସାୟରେ କାର୍ଯ୍ୟ ଭାର ବଢ଼ିବ। ବ୍ୟାପାର-ଧନ୍ଦାରେ ଲାଭ ହେବାର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ସାମାନ୍ୟ ରୂପରେ ମଧ୍ୟମ ରହିବ।

ମିଥୁନ : ଆଜିର ଦିନ ପ୍ରତିକୂଳ ଅଟେ। ଅତଃ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସାବଧାନ ରୁହନ୍ତୁ। ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। କ୍ରୋଧର କାରଣରୁ କିଛି ଅନିଷ୍ଟ ନ ହେଉ, ଏହାର ବିଶେଷ ଧ୍ୟାନ ରଖିବେ। କାମବୃତ୍ତିଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଅଧିକ ଖର୍ଚ୍ଚ ହେବାରୁ ହାତ ଅର୍ଥର ଅସୁବିଧା ରହିବ। ଘର କିମ୍ବା ଅଫିସ୍ ରେ ବାଣୀ ଉପରେ ନିୟନ୍ତ୍ରଣ ରଖିବେ ନହେଲେ ଝଗଡା କିମ୍ବା ବିବାଦ ହୋଇପାରେ ତେଣୁ ବିବାଦରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଈଶ୍ଵରଙ୍କର ଆରାଧନାରେ ଶାନ୍ତି ମିଳିବ।

କର୍କଟ : ଆଜିର ସଂପୂର୍ଣ୍ଣ ଦିନ ଆମୋଦ-ପ୍ରମୋଦ ତଥା ମନୋରଞ୍ଜନର ପ୍ରବୃତ୍ତିରେ ବିତିବ। ବିପରୀତ ଲିଙ୍ଗୀୟ ବ୍ୟକ୍ତିମାନଙ୍କର ଭେଟ ହେବ। ଆମୋଦ-ପ୍ରମୋଦର ସାଧନ, ବସ୍ତ୍ର ଇତ୍ୟାଦି କ୍ରୟ କରିବେ। ସମ୍ବନ୍ଧରେ ସଫଳତା ମିଳିପାରେ। ଉତ୍ତମ ଭୋଜନ, ବାହନ-ସୁଖର ଯୋଗ ଅଛି ତଥା ପ୍ରତିଷ୍ଠାରେ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭଦାୟୀ ଦିନ ରହିବ।

ସିଂହ : ଆଜିର ଦିନ ମିଶ୍ରିତ ଫଳଦାୟୀ ଅଟେ। ଘରେ ଶାନ୍ତିର ବାତାବରଣ ରହିବ। ଦଫ୍ତରରେ ସାଥିରେ କାମ କରୁଥିବା ଲୋକମାନଙ୍କର ସହଯୋଗ କମ ମିଳିପାରେ। ଦୈନିକ କାର୍ଯ୍ୟରେ କିଛି ଅସୁବିଧା ଆସିପାରେ। ଶତ୍ରୁମାନଙ୍କ ତଥା ପ୍ରତିଦ୍ୱନ୍ଦ୍ୱୀମାନଙ୍କ କାରଣରୁ ଅସୁବିଧା ହୋଇପାରେ। ଆପଣଙ୍କ ମନରେ ଆଜି ଉଦାସୀନତା ରହିପାରେ, ଯାହାଦ୍ୱାରା ମାନସିକ ବ୍ୟାକୁଳତା ଅନୁଭବ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

କନ୍ୟା : ଆଜି ଆପଣ ସନ୍ତାନଙ୍କୁ ନେଇକରି ଚିନ୍ତିତ ହୋଇପାରନ୍ତି। ମନ ବିଚଳିତ ରହିପାରେ। ପେଟରେ ଯନ୍ତ୍ରଣା ହୋଇପାରେ। ଆକସ୍ମିକ ଖର୍ଚ୍ଚର ଆଶଙ୍କା ଅଛି। କଥାବାର୍ତ୍ତାରେ ତାର୍କିକ ଏବଂ ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ପ୍ରିୟଜନମାନଙ୍କ ସହ ମେଳମିଳାପ ହୋଇପାରେ। ଶେୟାର-ସଟ୍ଟାରେ ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ।

ତୁଳା : ଆଜିର ଦିନ ଆପଣ ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି। ଆଜି ଆପଣ କିଛି ଅଧିକ ଭାବୁକ ହୋଇପାରନ୍ତି। ମନରେ ଉଠୁଥିବା ବିଚାର କାରଣରୁ କିଛି ଅସୁବିଧା ଆସିପାରେ। ମାତା ତଥା ସ୍ତ୍ରୀଙ୍କର ବିଷୟରେ ଚିନ୍ତା ହୋଇପାରେ। ଯାତ୍ରା ପାଇଁ ଆଜିର ଦିନ ପ୍ରତିକୂଳ ଅଟେ। ନିଦ୍ରା ପୂର୍ଣ୍ଣ ନହେବାରୁ ମାନସିକ ସମସ୍ୟା ହୋଇପାରେ। ପାରିବାରିକ ଏବଂ ଜମି ସମ୍ପତ୍ତି ମାମଲାରେ ସାବଧାନ ରହିବେ।

ବିଚ୍ଛା : କାର୍ଯ୍ୟରେ ସଫଳତା, ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। କାର୍ଯ୍ୟରେ ସଫଳତା ମିଳିବ, ଧନ ଲାଭ ହୋଇପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଆନନ୍ଦିତ ରହିବେ। ଆଜିର ଦିନ ଆପଣଙ୍କପାଇଁ ଭାଗ୍ୟବାନ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ଆପଣଙ୍କ ଘରକୁ ଆଗମନ ହେବାରେ ମନ ଆନନ୍ଦିତ ହେବ। ଆଧ୍ୟାତ୍ମିକ ତଥା ଗୁଢ଼ ବିଦ୍ୟାର ଅଧ୍ୟଯନରେ ରୁଚି ରହିବ। ଲଘୁ ଯାତ୍ରା ହୋଇପାରେ।

ଧନୁ : ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପରିଜନମାନଙ୍କ ସହିତ ଭୁଲ ବୁଝାବଣା କାରଣରୁ ମନମାଳିନ୍ୟ ହୋଇପାରେ। କାର୍ଯ୍ୟରେ ମନୋଵାଞ୍ଛିତ ସଫଳତା ନ ମିଳିବାରୁ ହତାଶା ନ ହେଉ ଏହାର ଧ୍ୟାନ ରଖିବେ। ଆଜି କୌଣସି ମହତ୍ଵପୂର୍ଣ୍ଣ ବିଷୟ ଉପରେ ନିର୍ଣ୍ଣୟ ନିଅନ୍ତୁ ନାହିଁ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଭଲ ଖାଇବା ପିଇବା ଏବଂ ଭଲ ବସ୍ତ୍ର ଉପଲବ୍ଧ ହେବ।

ମକର : ଆଜିର ଦିନ ଈଶ୍ଵରଙ୍କୁ ସ୍ମରଣ କରି କଟିବ। ଧାର୍ମିକ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ। ଚାକିରି-ବ୍ୟବସାୟରେ ମଧ୍ୟ ଅନୁକୂଳ ପରିସ୍ଥିତି ରହିବ। ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ମାନ-ସମ୍ମାନ ମିଳିବ। ଚାକିରିରେ ପ୍ରମୋସନର ଯୋଗ ଅଛି। ମିତ୍ର ତଥା ସ୍ନେହୀଜନମାନଙ୍କ ଭେଟ ଏବଂ ସାହାଯ୍ୟ ମିଳିବାରୁ ମନ ଆନନ୍ଦିତ ହେବ। ଗୃହସ୍ଥ ଜୀବନ ଆନନ୍ଦପୂର୍ଣ୍ଣ ରହିବ। କୌଣସି ଦୁର୍ଘଟଣା କାରଣରୁ ଚୋଟ ନ ଲାଗୁ, ଏହାର ବିଶେଷ ଧ୍ୟାନ ରଖିବେ।

କୁମ୍ଭ : ଧନର ଦେଣ-ନେଣ କିମ୍ବା ଜମି ଧନସମ୍ପତ୍ତି ସଉଦାରେ କାହାର ସାକ୍ଷୀ କିମ୍ବା ଗ୍ୟାରେଣ୍ଟର ରହନ୍ତୁ ନାହିଁ। ମାନସିକ ରୂପରେ ଆଜି ଏକାଗ୍ରତା ରହିବ। ଖର୍ଚ୍ଚ ଅଧିକ ମାତ୍ରାରେ ହୋଇପାରେ କିନ୍ତୁ ଆପଣଙ୍କୁ ଖୁସି ମିଳିବ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ରଖିବେ। ପୁଞ୍ଜି ନିବେଶ ଅନୁଚିତ ସ୍ଥାନରେ କରନ୍ତୁ ନାହିଁ, ଏହାର ଧ୍ୟାନ ରଖିବେ। ଆପଣଙ୍କ କଥା ଗୁଡ଼ିକରେ ସ୍ଵଜନ ସହମତ ନହେବାର ଆଶଂକା ଅଛି। ଅନ୍ୟମାନଙ୍କ କଥାରେ ହସ୍ତକ୍ଷେପ କରନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ କ୍ଷତିଗ୍ରସ୍ତ ହୋଇପାରେ।

ମୀନ : ମିତ୍ରମାନଙ୍କ ତରଫରୁ ଆଜି ଆପଣଙ୍କୁ ଲାଭ ହେବ ଏବଂ ତାଙ୍କର ପଛରେ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ। ସାମାଜିକ କାର୍ଯ୍ୟରେ ଅଧିକ ରୁଚି ରହିବ। କୌଣସି ରମଣୀୟ ସ୍ଥଳକୁ ଯାତ୍ରାର ଆୟୋଜନ ହୋଇପାରେ। ନୂଆ ମିତ୍ର ବନିବେ ଏବଂ ଏପରି ଲୋକମାନଙ୍କର ସଂପର୍କ ହେବ, ଯେଉଁମାନେ ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବେ। ଘରେ ଶୁଭ ସମାଚାର ପ୍ରାପ୍ତି ହୋଇପାରେ। ସନ୍ତାନ ଲାଭ ହେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
SENCO GOLD & DIAMONDS KICK-STARTS THE FESTIVE SEASON WITH THE GRAND LAUNCH OF ITS FLAGSHIP STORE IN BHUBANESWAR

SENCO GOLD & DIAMONDS KICK-STARTS THE FESTIVE SEASON WITH THE GRAND LAUNCH OF ITS FLAGSHIP STORE IN BHUBANESWAR

July 19, 2026
ପ୍ରୟାସ’କୁ ନିଟ୍ ପରୀକ୍ଷାରେ ଅପୂର୍ବ ସଫଳତା

ପ୍ରୟାସ’କୁ ନିଟ୍ ପରୀକ୍ଷାରେ ଅପୂର୍ବ ସଫଳତା

July 19, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

Navi Mumbai’s Kharghar Jagannath Temple Hosts Rath Yatra

July 18, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

July 18, 2026

Recent News

SENCO GOLD & DIAMONDS KICK-STARTS THE FESTIVE SEASON WITH THE GRAND LAUNCH OF ITS FLAGSHIP STORE IN BHUBANESWAR

SENCO GOLD & DIAMONDS KICK-STARTS THE FESTIVE SEASON WITH THE GRAND LAUNCH OF ITS FLAGSHIP STORE IN BHUBANESWAR

July 19, 2026
ପ୍ରୟାସ’କୁ ନିଟ୍ ପରୀକ୍ଷାରେ ଅପୂର୍ବ ସଫଳତା

ପ୍ରୟାସ’କୁ ନିଟ୍ ପରୀକ୍ଷାରେ ଅପୂର୍ବ ସଫଳତା

July 19, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

Navi Mumbai’s Kharghar Jagannath Temple Hosts Rath Yatra

July 18, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

July 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

SENCO GOLD & DIAMONDS KICK-STARTS THE FESTIVE SEASON WITH THE GRAND LAUNCH OF ITS FLAGSHIP STORE IN BHUBANESWAR

SENCO GOLD & DIAMONDS KICK-STARTS THE FESTIVE SEASON WITH THE GRAND LAUNCH OF ITS FLAGSHIP STORE IN BHUBANESWAR

July 19, 2026
ପ୍ରୟାସ’କୁ ନିଟ୍ ପରୀକ୍ଷାରେ ଅପୂର୍ବ ସଫଳତା

ପ୍ରୟାସ’କୁ ନିଟ୍ ପରୀକ୍ଷାରେ ଅପୂର୍ବ ସଫଳତା

July 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version