• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ରାଜନଗର ବ୍ଲକ କଂଗ୍ରେସ ଦଳର ମିଶ୍ରଣ ପର୍ବରେ ପାରେଶ୍ବର ନାୟକ ଙ୍କ ମାଷ୍ଟର ଷ୍ଟୋକ ରେ ; ପୁରା ବ୍ଲକରେ ହଇ ଚଇ ସୃଷ୍ଟି ହୋଇଛି

Proprietor Abhimanyu Maharana by Proprietor Abhimanyu Maharana
January 7, 2021
in Uncategorized, ଓଡ଼ିଶା, କେନ୍ଦ୍ରାପଡା, ହୋମ୍
0
ରାଜନଗର ବ୍ଲକ କଂଗ୍ରେସ ଦଳର ମିଶ୍ରଣ ପର୍ବରେ ପାରେଶ୍ବର ନାୟକ ଙ୍କ ମାଷ୍ଟର ଷ୍ଟୋକ ରେ ; ପୁରା ବ୍ଲକରେ ହଇ ଚଇ ସୃଷ୍ଟି ହୋଇଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର )କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ର ରାଜନୀତି ର କ୍ଷେପଣାସ୍ତ୍ର ପଂଚାୟତ ଓସ୍ତିଆ ର ପଂଚାୟତ ସମିତି ସଭ୍ୟଓ ରାଜନଗର ବ୍ଲକ ବିଯୁଜନତା ଦଳର ଯୁବ ସଭାପତି ଶ୍ରୀ ପାରେଶ୍ବର ନାୟକ ଜଣେ ସଚୋଟ ଓ ଲୋକପ୍ରିୟତାଏବଂ ଜନସାଧାରଣ ମାନଙ୍କ ସେବାକୁ ନିଜ ଜୀବନର ବ୍ରତ ବୋଲି ମାନି ଥିବା ପରି ମଣିଷଟିଏ ଶାସକ ଦଳରେ ବହୁ ବାଧା ବିଘ୍ନ ନିଜ ରାଜନୀତି ପାଇଁ ଅଡୁଆ ହୋଇ ଥିବାରୁ ଶେଷରେ ଦଳ ଛାଡି, ଆଜି ନିଜ ପଂଚାୟତ ର 429ଜଣ କର୍ମକର୍ତ୍ତା ମାନଂକୁ ଧରି ନିଜ ଗାଁ ପବିତ୍ର ମାଟି ବାଲିକଣା ଠାରେ ମିଶ୍ରଣ ପର୍ବ ରେ ଶତାଧିକ ସଂଖ୍ୟାରେ ରାଜନଗର ବ୍ଲକ ର ଆଗ ଧାଡି ନେତା ମାନଙ୍କ ସହିତ କେନ୍ଦ୍ରାପଡ଼ା 

ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି, ଙ୍କ ଉପସ୍ଥିତ ଓ ଓସ୍ତିଆଏବଂ ସ୍ଥାନୀୟ ଅଂଚଳ ର ବୁଦ୍ଧିଜୀବୀ ଓ ସଚେତନ ନାଗରିକ, ବିଶିଷ୍ଟ ଲୋକମାନଙ୍କ ଗହଣରେ ମହାମିଶ୍ରଣ ରେ ଯୋଗ ଦାନକରିଥିଲେ, ଅନ୍ୟ ପଟେ ଦେଖିବାକୁ ଗଲେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି, କଥା ପ୍ରସଙ୍ଗରେ କଥା ରଖିଥିଲେ ରାଜନଗର ଥାନା ଓ ବ୍ଲକ ଏବଂ ତହସିଲ ରେ ଯେଉଁ ଭାବେ ଦୃନୀତିଓ ଜାଲିଆତି କରି ରାଜନଗର ଗରିବ ଜନସାଧାରଣ ମାନଂକୁ ଶୋଷଣ କରାଯାଉଛି, ତାର ହିସାବ ପାଇଁ ମୋର ପାରେଶ୍ବର ଭାଇ ଙ୍କ ଭଳି ନିର୍ମଳ ଓ ନିଷ୍କଳଙ୍କ ନେତା ଟି ଦରକାର ହେଉଥିଲା ତେବେ ଏବେ ସେ ସମୟ ଆସିଯାଇଛି, ଆଉ ବେଶି ଦିନ ଦରକାର ହେବ ନାହଁ ଆମେ ରାଜନଗର ବ୍ଲକ ର ସମସ୍ତ ବିଭାଗୀୟ ଙ୍କ ଠାରୁ ଟିକି ନିଖିର ହିସାବ କଡା ଗଣ୍ଡା ଆଦାୟ କରିନେବୁ  ( କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ : ୩ ମହିଳାଙ୍କ ସମେତ ୪ ଗିରଫ, ପୁଷ୍ପରାଜ ବସ୍‌ ଜବତ

October 31, 2026
ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷୟକ୍ଷତି ଆକଳନ ଆରମ୍ଭ, : କୃଷି ଅଧିକାରୀଙ୍କ ସହ ସାଂସଦଙ୍କ ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ

ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଗାଁ ଗାଁରେ ବିଜେପି କାର୍ଯ୍ୟକର୍ତ୍ତା, : ପ୍ରଭାବିତ ପରିବାରଙ୍କ ଘରେ ପହଞ୍ଚି ଦୁଃଖ ଓ ସମସ୍ୟା ବୁଝିଲେ ଦଳୀୟ ପ୍ରତିନିଧି

ଜିଲ୍ଲାସ୍ତରୀୟ କର୍ମଶାଳା ରେ ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ବିଜେପିର ରଣହୁଙ୍କାର

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ : ୩ ମହିଳାଙ୍କ ସମେତ ୪ ଗିରଫ, ପୁଷ୍ପରାଜ ବସ୍‌ ଜବତ

ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ : ୩ ମହିଳାଙ୍କ ସମେତ ୪ ଗିରଫ, ପୁଷ୍ପରାଜ ବସ୍‌ ଜବତ

October 31, 2026
ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷୟକ୍ଷତି ଆକଳନ ଆରମ୍ଭ, : କୃଷି ଅଧିକାରୀଙ୍କ ସହ ସାଂସଦଙ୍କ ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ

ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷୟକ୍ଷତି ଆକଳନ ଆରମ୍ଭ, : କୃଷି ଅଧିକାରୀଙ୍କ ସହ ସାଂସଦଙ୍କ ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ

October 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version