• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
January 24, 2020
in ଓଡ଼ିଶା, ଜୀବନଚର୍ଯ୍ୟା, ହୋମ୍
0
ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର –  ଭୁବନେଶ୍ୱର
Share on FacebookShare on TwitterWhatsapp

ମହିଳାଙ୍କ ଗର୍ଭାଶୟରୁ ୮.୩ କେଜିର ଫିବ୍ରଏଡ୍ ଟ୍ୟୁମର୍ ଅପରେସନ୍‌

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) କଳିଙ୍ଗ ହସ୍ପିଟାଲ , 2020 – ଭୁବନେଶ୍ୱରର ଏକ ପ୍ରମୁଖ ହସ୍ପିଟାଲ, ବିଆର୍‌ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତରମାନେ ନିକଟରେ ଜଣେ ୪୮ ବର୍ଷୀୟା ରୋଗୀଙ୍କ ଗର୍ଭାଶୟରୁ ୮.୩ କେଜିର ଫିବ୍ରଏଡ୍ ଟ୍ୟୁମର ବାହାର କରିବା ପାଇଁ ଏକ ଜଟିଳ ଅସ୍ତ୍ରୋପଚାର କରିଛନ୍ତି । ମହିଳାଙ୍କ ଗର୍ଭାଶୟରେ ଥିବା ଉକ୍ତ ଟ୍ୟୁମର୍‌ର ଆକାର ୨୭ ଙ୍ଘ ୧୫ ଙ୍ଘ ୦୭ ସେମି ଥିଲା । ଏହି ହସ୍ପିଟାଲ ନିଜର ନୂତନ ତଥା ଆଡ୍‌ଭାନ୍ସ ସର୍ଜିକାଲ ଟେକ୍ନୋଲୋଜିର ବ୍ୟବହାର କରି ଏହି ଅସ୍ତ୍ରୋପଚାର କରିଥିଲା ଏବଂ ୟୁରେଟର୍ (ଏକ ବାହକ ଯାହାଦ୍ୱାରା ମୂତ୍ର କିଡ୍‌ନିରୁ ମୂତ୍ରାଶୟକୁ ଯାଇଥାଏ) ଓ ଏକାଧିକ ରକ୍ତବାହକକୁ ପ୍ରଭାବିତ କରୁଥିବା ମହିଳାଙ୍କ ଗର୍ଭାଶୟରେ ଥିବା ଉକ୍ତ ଟ୍ୟୁମର୍‌କୁ ବାହାର କରାଯାଇଥିଲା । ଓଡିଶାର ନିମାପଡାସ୍ଥିତ ଶ୍ରୀମତି ବଦାରୁନ୍ ବିବି ତଳ ପେଟରେ ଅତ୍ୟଧିକ ଯବଣା ଅନୁଭବ କରିବା ସହ ପରିସ୍ରା ସମୟରେ କଷ୍ଟ ଅନୁଭବ କରିବା, ଅନିୟମିତ ରକ୍ତସ୍ରାବ ଭଳି ସମସ୍ୟା ଭୋଗୁଥିଲେ ଏବଂ ତାଙ୍କ ତଳ ପେଟର ଆକାର ଗତ ୩ ମାସ ହେବ ଲଗାତାର ବଢିବାରେ ଲାଗିଥିଲା । ତାଙ୍କ ପେଟରେ ଏକ ବଡ ଟ୍ୟୁମର୍ ରହିଥିବା ସମ୍ପର୍କରେ ଜାଣିନଥିବା ବଦାରୁନ୍ ବିବିଙ୍କୁ ପରିସ୍ରା ସମୟରେ କଷ୍ଟ ହେଉଥିବା କାରଣରୁ ଚିକିତ୍ସା ପାଇଁ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲକୁ ଅଣାଯାଇଥିଲା । ତାଙ୍କ ଗର୍ଭାଶୟ ଓ ପେଲ୍‌ଭିକ୍‌ର ଏମ୍‌ଆର୍‌ଆଇ ପରେ ତଳ ପେଟରେ ଏକ ବଡ ଟ୍ୟୁମର୍ ରହିଥିବା ଜଣାପଡିଥିଲା । ଏହି ଜଟିଳ ଅସ୍ତ୍ରୋପଚାର ସମ୍ପର୍କରେ ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡଃ ରଶ୍ମୀ ଇଶ୍ୱର ହେଗ୍‌ଡେ କହିଛନ୍ତି ଯେ, “ରୋଗୀ ଜଣଙ୍କ ମୋଟା ଓ ହାଇପୋଥାଇରଏଡ୍ ଥିଲେ । ଆମେ ପ୍ରଥମେ ତାଙ୍କର ମେଦବହୁଳତାକୁ କମ୍ କରିଥିଲୁ ଓ ତାହାକୁ ସ୍ଥିର ରଖିଥିଲୁ । ଟ୍ୟୁମର୍‌ରୁ ୟୁରେଟର୍‌ ଉପରେ ଚାପ ପଡିବା କାରଣରୁ ତାଙ୍କଠାରେ ବାଇଲାଟେରାଲ ହାଇଡ୍ରୋନେଫ୍ରୋସିସ୍ ବିକଶିତ ହୋଇଥିଲା ଯେଉଁ କାରଣରୁ ମୂତ୍ର କିଡ୍‌ନିରୁ ମୂତ୍ରାଶୟରେ ପହଂଚିପାରୁନଥିଲା । ୨୭ ଙ୍ଘ ୧୫ ଙ୍ଘ ୦୭ ସେମିର ଟ୍ୟୁମର୍ ୟୁରେଟର୍ ଓ ଏକାଧିକ ରକ୍ତବାହିକାକୁ ଭିତରକୁ ଟାଣି ନେଇଥିଲା । ୟୁରୋଟରକୁ ଟ୍ୟୁମର୍‌ରୁ ଅଲଗା କରିବା ଖୁବ୍‌ ଜଟିଳ ଥିଲା, ତେଣୁ ଆମେ ବାଇଲାଟେରାଲ ସାଲ୍‌ପିଙ୍ଗୋ-ଓଓଫୋରେକ୍ଟୋମି ସହ ସମ୍ପୂର୍ଣ୍ଣ ଆବ୍‌ଡୋମିନାଲ ହିଷ୍ଟେରେକ୍ଟୋମି କରିଥିଲୁ ଏବଂ ଟ୍ୟୁମରକୁ ପୁଣିଥରେ ଫେରିବାରୁ ରୋକିବା ପାଇଁ ଉଭୟ ଟ୍ୟୁମର ଓ ଗର୍ଭାଶୟକୁ ବାହାର କରିଥିଲୁ । ଯଦି ଏହାର ଚିକିତ୍ସା କରାଯାଇନଥାନ୍ତା ତେବେ ଟ୍ୟୁମର୍‌ଟି ମହିଳାଙ୍କ ଶରୀରର ଏକାଧିକ ଅଙ୍ଗକୁ କ୍ଷତି ପହଂଚାଇବା ସହ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ।” ୟୁଟେରାଇନ୍ ଫିବ୍ରଏଡ୍‌ଗୁଡିକ ହେଉଛି ଅଣ-କ୍ୟାନ୍ସରଯୁକ୍ତ ଟ୍ୟୁମର ଯାହା ଗର୍ଭରେ ଥିବା ମାଂସପେଶୀର ଆବରଣରୁ ବଢିଥାଏ । ପ୍ରଜନନ ବର୍ଷ ସମୟରେ ଫିବ୍ରଏଡ୍‌ ହେବା ଏକ ସାଧାରଣ କଥା ହୋଇଥାଏ ଏବଂ ଏହା ୩୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୩୦% ମହିଳାଙ୍କୁ ଓ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ୨୦ରୁ ୫୦% ମହିଳାଙ୍କୁ ପ୍ରଭାବିତ କରିଥାଏ । ତେବେ ଫିବ୍ରଏଡ୍ ହେବାର କାରଣ ଅସ୍ପଷ୍ଟ ରହିଛି କିନ୍ତୁ ଶରୀରରେ ଏଷ୍ଟ୍ରୋଜେନ୍‌ର ସ୍ତର ଅଧିକ ରହିଲେ ଫିବ୍ରଏଡ୍ ବିକଶିତ ହେଉଥିବା କୁହାଯାଏ । ଏହାର ଲକ୍ଷଣଗୁଡିକ ହେଉଛି ବାରମ୍ବାର ପରିସ୍ରା ଲାଗିବା, ତଳ ପିଠିରେ ଯବଣା ହେବା, ମଳକଣ୍ଟକ, ଆନେମିଆ କାରଣରୁ ହେଉଥିବା ଯବଣାଦାୟକ ଗର୍ଭାଶୟ ରକ୍ତସ୍ରାବ ଓ ଅଧିକ ବଡ ଫିବ୍ରଏଡ୍‌ ଥିଲେ ତଳ ପେଟରେ ଯବଣା ଅନୁଭବ ହେବା । ତାଙ୍କ ଜୀବନ ବଞ୍ଚାଇଥିବାରୁ ଡାକ୍ତର ଓ ହସ୍ପିଟାଲକୁ ଧନ୍ୟବାଦ ଜଣାଇ ବଦାରୁନ୍‌ ବିବି କହିଛନ୍ତି ଯେ, “ଏତେ ବର୍ଷ ପର୍ଯ୍ୟନ୍ତ ମୋ ପେଟରେ ଏକ ବଡ ଟ୍ୟୁମର୍‌ ରହିଥିବା ସମ୍ପର୍କରେ ମୁଁ କିଛି ବି ଜାଣିନଥିଲି । ଅନେକ ଦିନ ହେବ ମୁଁ ତଳ ପେଟରେ ଯବଣା ଅନୁଭବ କରୁଥିଲି ଓ ଏହାକୁ ଅଣଦେଖା କରିଚାଲିଥିଲି । କିନ୍ତୁ ହସ୍ପିଟାଲର ଡାକ୍ତରମାନେ ଓ ଅନ୍ୟ କର୍ମଚାରୀମାନେ ମୋର ବାସ୍ତବ ସମସ୍ୟାକୁ ଚିହ୍ନଟ କରି ଯତ୍ନର ସହ ଚିକିତ୍ସା କରାଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version