କର୍ମଚାରୀଙ୍କ ମାନେ ଚଢାଉ କରି ନୂଆଗଡ ବ୍ଲକ ଅନୁଗୁର ପଞ୍ଚାୟତର ଲିତୀଙ୍ଗି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୬୩.୩୫ଏକର ଜମିରେ ବେଆଇନ ଭାବେ ଲଗା ଯାଇଥିବା ୧ ଲକ୍ଷ ୩୪ହଜାର ୭୦୦ଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୧୩ କୋଟି୪୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ଆର ଉଦୟଗିରି ଥାନା କେସ୍ ନଂ-୧୧୦୵୨୦୨୦NDPS Act ର ଧାରା20(କ)(।)ରେ ମାମଲା ରୁଜୁ ହୋଇଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ଓ ବନବିଭାଗ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ l (ଗରୁଡ ଧ୍ଵଜ ଚୌଧୁରୀ /ଗଜପତି )© 2023 Odisha Taza News.