• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯୁବତୀଙ୍କ ବିବାହ କରାଇଲେ ଜଗନ୍ନାଥ ଗ୍ରୁପର ସ୍ୱେଚ୍ଛାସେବୀ ; ଏଏସଆଇ ସାଜିଲେ କନ୍ୟା ପିତା

Proprietor Abhimanyu Maharana by Proprietor Abhimanyu Maharana
November 29, 2020
in ଓଡ଼ିଶା, ଯାଜପୁର, ହୋମ୍
0
ଯୁବତୀଙ୍କ ବିବାହ କରାଇଲେ ଜଗନ୍ନାଥ ଗ୍ରୁପର ସ୍ୱେଚ୍ଛାସେବୀ ; ଏଏସଆଇ ସାଜିଲେ କନ୍ୟା ପିତା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର , ରବିବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତର ଏକ ସ୍ୱେଚ୍ଛାସେବୀ ସଂଗଠନ ରାଜ୍ୟ ଜୟ ଜଗନ୍ନାଥ ଗୃପ ସଫଳ ଉଦ୍ୟମ ଯୋଗୁଁ ଜଣେ ବାପ ମାଆ ଛେଉଣ୍ଡ ଯୁବତୀଙ୍କ ବିବାହ ସଂପାଦନା ହୋଇପାରିଛି । କିଛି ଯୁବକଙ୍କ ନିରବଚ୍ଛିନ ପ୍ରୟାସ ଯୋଗୁଁ ଏହା ହୋଇ ପାରିଥିବାରୁ ଯୁବକଙ୍କ ସଫଳ ଉଦ୍ୟମକୁ ସାଧାରଣରେ ଭୟସୀ ପ୍ରଶଂସା କରାଯାଇଛି । ଶୁକ୍ରବାର ଦିନ ଯୁବତୀଙ୍କ ବିବାହ ସମାପନ ହୋଇପାରିଥିବା ବେଳେ ପାଣିକୋଇଲି ପୁଲିସର ଜଣେ ଅଧିକାରୀ ଯୁବତୀଙ୍କ ପିତା ସାଜି କନ୍ୟା କରି ମଣିଷ ପଣିଆ ଦେଖାଇଛନ୍ତି । ସାତ କସଳ ଆଠ ଦୀପକୁ ସାକ୍ଷୀ ରଖି ବରଘର ପକ୍ଷ ବିନା ଯୌତୁକରେ ଯୁବତୀଙ୍କୁ ନିଜ ବୋହୂଭାବେ ପାଛୋଟି ନେଇଥିବା ରୋଚକ ଘଟଣା ତଣ୍ଡରା ପଂଚାୟତରେ ଚର୍ଚ୍ଚିତ ହୋଇଛି । ସୂଚନା ମୁତାବକ, ତଣ୍ଡରା ପଂଚାୟତ ବରେଇ ଗ୍ରାମର ଝରଣା ମଲ୍ଲିକଙ୍କ ବାପା ସ୍ୱର୍ଗତ ହାଲୁଆ ମଲ୍ଲିକ ଆଜକୁ ଦଶବର୍ଷ ତଳେ ଅର୍ଥାତ ୨୦୧୦ ମସିହାରେ ଦେହାନ୍ତ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇ ଯାଇଥିଲା ।

ବାପାଙ୍କ ମୃତ୍ୟୁ ବେଳକୁ ଝରଣାଙ୍କୁ ୧୦ବର୍ଷ ହୋଇଥିବା ବେଳେ ତାଙ୍କର ଏକମାତ୍ର ସାନଭାଇଙ୍କ ମାତ୍ର ୪ବର୍ଷ ବୟସ ହୋଇଥିଲେ । ଭାଇ ଭଉଣୀଙ୍କୁ ଦେଖା ରଖା କରିବା ପାଇଁ ପାଖରେ ତାଙ୍କ ମାଆ ଥିଲେ । ହେଲେ ଦଇବ ଦୁଃଖ ଦେଲା ଭଳି ମାଆ ମଧ୍ୟ ୩ବର୍ଷ ତଳେ ଆର ପାରିକୁ ଚାଲିଗଲେ । ମାଆଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଥିଲେ ଭାଇ ଭଉଣୀ । କିପରି ଚଳିବେ ତାହାହି ଥିଲା ମୁଖ୍ୟ ଚିନ୍ତା । ଝରଣା ଜୀନରେ ଘର ସଂସାର କରିବେ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଥିଲା । ଅଭାବ ଅନାଟରେ ନିଜେ ଚଳିବା କଷ୍ଟକର ହେଉଥିବା ସୟମରେ କିଏ ତାଙ୍କୁ ବିବାହ କରିବ ସେଥିପାଇଁ ଝରଣାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ଏହା ଭିତରେ ତାଙ୍କର ବିବାହର ବୟସ ବି ହୋଇ ଯାଇଥିଲା । ବିନା ଯୌତୁକରେ କିଏବା ତାଙ୍କୁ ବିବାହ କରିବା ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏପରିସ୍ଥଳେ ସାହାରା ହୋଇଥିଲେ ତଣ୍ଡରା ପାଂଚୟତର କିଛି ଉଦୀୟମାନ ଯୁବକ । ରାଜ୍ୟ ଜଗନ୍ନାଥ ଗୃପର କିଛି ସ୍ୱେଚ୍ଛାସେବୀ ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ବିବାହ କରାଇବା ପାଇଁ ଆଗଭର ହୋଇପଡ଼ିଥିଲେ ।

ଏହାର ଭିତରେ ଦୀନଗଦୀ ବ୍ଲକର କିମ୍ଭିରିଗଡ଼ିଆ ଗ୍ରାମର ନୃସିଂହ ମଲ୍ଲିକଙ୍କ ପୁଅ ପରିକ୍ଷୀତ ବିବାହ କରିବାକୁ ସ୧ତି ପ୍ରକାଶ କରିଥିଲେ । ନୃସିଂହ ଝରଣାଙ୍କୁ ଦେଖିବା ପରେ ବିନା ଯୌତୁକରେ ତାଙ୍କୁ ବହୁ କରି ନେବାକୁ ରାଜି ହୋଇ ଯାଇଥିଲେ । ଏଥିପାଇଁ ହିନ୍ଦୁ ରୀତିନୀତି ଅନୁଯାୟୀ ଲଗ୍ନ ହୋଇ ସାରିଥିବା ବେଳେ ଶୁକ୍ରବାର ବାହାଘର ହେବାକୁ ଧାର୍ଯ୍ୟ ହୋଇଥିଲା । ବରପକ୍ଷ ବରେଇ ଗ୍ରାମରେ ପହଂଚିବା ପରେ ଗ୍ରାମର ଏକ ସଂକୀର୍ତନ ମଣ୍ଡଳୀରେ ବିବାହ କାର୍ଯ୍ୟ ସଂପାଦନା ହୋଇଥିଲା । ପାଣିକୋଇଲି ଥାନାର ଏଏସଆଇ ସଞ୍ଜୟକୁମାର ଦାଶ କନ୍ୟା ପିତା ସାଜି କନ୍ୟାଦାନ କରିଥିବା ବେଳେ ଜୟ ଜଗନ୍ନାଥ ଗୃପର ପ୍ରମୁଖ କାର୍ଯ୍ୟକର୍ତା କେଦାର ବିଶ୍ୱାଳ, ଭୁବନ୍ଦ୍ରେ କର, ନରେଶ କୁମାର ପରିଡ଼ା, ମନୋରଞ୍ଜନ ସାହୁ, ସାମାଜିକ କର୍ମୀ ଅକ୍ଷୟ କୁମାର ପରିଡ଼ା, ପ୍ରସନ୍ନ ସ୍ୱାଇଁ, କାମଦେବ ଖଣ୍ଡାଇ, ଅନିରୁଦ୍ଧ ସାହୁ, ପ୍ରସନ୍ନ ସାମଲ, ସାଦୁମଣି ସାହୁ ପ୍ରମୁଖ ଉପସ୍ଥିତ ରହି ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ । କୋଭିଡ କଟକଣା ନିୟମରେ ବାହାଘର କାର୍ଯ୍ୟ ସମ୍ପାଦିତ ହୋଇଥିଲା ବେଳେ ଏକ ନୈଶ୍ୟ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା । ସ୍ୱେଛାସେବୀ ଗ୍ରୃପର ଏପରି ଏପରି ମହତପଣିଆ କାର୍ଯ୍ୟଦେଖି ସ୍ଥାନୀୟ ଅଂଚଳର ଲୋକେ ସାଧୁବାଦ ଜଣାଇଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬

ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬

September 7, 2026
ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ

ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ

September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା

ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା

September 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬

ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬

September 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version