• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ଆପଣଙ୍କର ରାଶିଫଳ : ୨୧ ନଭେମ୍ବର ଶନିବାର

Proprietor Abhimanyu Maharana by Proprietor Abhimanyu Maharana
November 21, 2020
in ଓଡ଼ିଶା, ରାଶିଫଳ, ହୋମ୍
0
ଜାଣନ୍ତୁ ଆପଣଙ୍କର ରାଶିଫଳ : ୨୧ ନଭେମ୍ବର ଶନିବାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର) ଭୁବନେଶ୍ୱର  : – ମେଷ : ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ଲୋକମାନଙ୍କର ପ୍ରଶଂସା ପ୍ରାପ୍ତ କରି ପାରିବେ। ଲକ୍ଷ୍ମୀଙ୍କର କୃପା ରହିବ। କୁଟୁମ୍ବ ଏବଂ ଦାମ୍ପତ୍ୟଜୀବନରେ ସୁଖ ଏବଂ ସନ୍ତୋଷ ଅନୁଭବ କରିବେ। ବାହନ ସୁଖ ମିଳିବ। ପ୍ରିୟ ବ୍ୟକ୍ତିଙ୍କର ପ୍ରେମ ପ୍ରାପ୍ତ କରି ପାରିବେ। ବିଚାରରେ ଉଗ୍ରତା ଏବଂ ଆଧିପତ୍ୟର ଭାବନା ବଢ଼ିବ। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାର ସୁଯୋଗ ଆସିବ। ସମାଧାନକାରୀ ବ୍ୟବହାର ଆପଣାଇବାର ଆବଶ୍ୟକତା ଅଛି। ବ୍ୟାପାରିମାନଙ୍କ ସମୟ ଲାଭଦାୟକ ଅଟେ।

ବୃଷ : ଶାରୀରିକ ମାନସିକ ସୁସ୍ଥତା ସହିତ ଆପଣ ନିଜର କାର୍ଯ୍ୟ ନିର୍ଦ୍ଧାରିତ ରୂପରେ ଆୟୋଜନ ପୂର୍ବକ ସମ୍ପୂର୍ଣ୍ଣ କରି ପାରିବେ। ରୋଗୀବ୍ୟକ୍ତି ଆଜି ସ୍ଵାସ୍ଥ୍ୟରେ ସୁଧାର ଅନୁଭବ କରିବେ। ମାମୁଁଘର ପକ୍ଷରୁ ଭଲ ସମାଚାର ମିଳିବ। କାର୍ଯ୍ୟ ସ୍ଥଳରେ ସହକର୍ମିମାନଙ୍କର ସହଯୋଗ ମିଳିବ। ରୋକିଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେବ।

ମିଥୁନ : ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ଅନୁକୂଳ ଦିନ ଅଟେ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ଉପଦେଶ। ଚର୍ଚ୍ଚା, ବାଦ-ବିବାଦ ସମୟରେ ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ମହିଳା ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ। ଶାରୀରିକ ଏବଂ ମାନସିକ ଅସୁସ୍ଥତା କାରଣରୁ ଉତ୍ସାହରେ କମି ଆସିବ। ବିଦ୍ୟାର୍ଥିମାନଙ୍କପାଇଁ ସାମାନ୍ୟ ରୂପରେ ସମୟ ଭଲ ଅଟେ।

କର୍କଟ : ଆପଣଙ୍କ ମଧ୍ୟରେ ଆଜି ଆନନ୍ଦ ଏବଂ ଫୂର୍ତ୍ତିର ଅଭାବ ରହିବ। ମନରେ ଖିନ୍ନତା ରହିବ। ଛାତିରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି କାରଣରୁ ଅସୁବିଧା ହେବ। ଅନିଦ୍ରାଯୋଗୁଁ ଚିନ୍ତିତ ରହିବେ। ସାର୍ବଜନିକ ରୂପରେ ସ୍ଵାଭିମାନ ଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। ଧନ ଖର୍ଚ୍ଚ ହେବ। ଜଲାଶୟ ନିକଟକୁ ନଯିବା ହିତକର ଅଟେ।

ସିଂହ : ଆଜିର ଦିନ ଆପଣ ଶରୀରରେ ସତେଜ ଏବଂ ପ୍ରସନ୍ନତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଅଧିକ ଘନିଷ୍ଠତା ଅନୁଭବ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଲଘୁ ପର୍ଯ୍ୟଟନ କିମ୍ବା ଯାତ୍ରା ହେବ। ଆର୍ଥିକ ଲାଭ ମିଳିବ। ପ୍ରିୟ ବ୍ୟକ୍ତିଙ୍କର ସାକ୍ଷାତକରି ମନକୁ ଆନନ୍ଦିତ କରିବେ। ଭାଗ୍ୟବୃଦ୍ଧିର ପ୍ରବଳ ଯୋଗ ଅଛି। ନୂଆ କାର୍ଯ୍ୟ କିମ୍ବା ଯୋଜନା ସ୍ଵୀକାର କରିବା ପାଇଁ ଅନୁକୂଳ ଦିନ ଅଟେ। ସଂଗୀତ ପ୍ରତି ବିଶେଷ ରୁଚି ରହିବ।

କନ୍ୟା : ପରିବାରରେ ସୁଖ- ଶାନ୍ତି ଏବଂ କୁଟୁମ୍ବଜନମାନଙ୍କ ସହିତ ଆନନ୍ଦ ଆଜିର ଦିନକୁ ଖୁସି ବନାଇବ। ଆଜି ଆପଣଙ୍କ ମଧୁରବାଣୀର ଜାଦୁ ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବ। ଯାତ୍ରାର ସମ୍ଭାବନା ଅଛି। ମିଷ୍ଟାନ୍ନ ସହିତ ମନପସନ୍ଦ ଭୋଜନ ମିଳିବ। ଆମଦାନୀ-ରପ୍ତାନୀର ବ୍ୟାପାରରେ ଭଲ ସଫଳତା ମିଳିବ। ପରନ୍ତୁ ବାଦବିବାଦର ଚର୍ଚ୍ଚାରେ ଉଗ୍ର ବ୍ୟବହାର ନ ରଖିବାକୁ ଉପଦେଶ।

ତୁଳା : ଆଜି ଆପଣଙ୍କ ରଚନାତ୍ମକ ଶକ୍ତି ପ୍ରକଟ ହେବ। ସୃଜନାତ୍ମକ ପ୍ରବୃତ୍ତି କରିବେ। ବୈଚାରିକ ଦୃଢ଼ତାରେ ଆପଣଙ୍କ କାର୍ଯ୍ୟ ସଫଳ ବନିବ। ଅଲଙ୍କାର, ବସ୍ତ୍ର, ମଉଜ ସଉକର ସାଧନ ତଥା ମନୋରଞ୍ଜନ ପଛରେ ଆଜି ଅର୍ଥ ଖର୍ଚ୍ଚ କରିବେ। ଆତ୍ମବିଶ୍ଵାସ ବଢ଼ିବ। ଜୀବନସାଥୀ ତଥା ପ୍ରିୟ ବ୍ୟକ୍ତିଙ୍କର ସାନିଧ୍ୟ, ରୋମାଞ୍ଚକ ଏବଂ ଆନନ୍ଦଦାୟକ ରହିବ।

ବିଚ୍ଛା : ଆଜିର ଦିନରେ ଆମୋଦ-ପ୍ରମୋଦ ତଥା ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ କରିବେ। ମାନସିକ ଚିନ୍ତା ଏବଂ ଶାରୀରିକ ଅସୁବିଧାରେ ଚିନ୍ତିତ ହେବେ। ଅନିୟନ୍ତ୍ରିତ ବାଣୀ କିମ୍ବା ବ୍ୟବହାର ଝଗଡ଼ାର କାରଣ ବନିପାରେ। କୁଟୁମ୍ବ ଜନମାନଙ୍କ ଏବଂ ସ୍ନେହିମାନଙ୍କ ସହିତ ମନମାଳିନ୍ୟ ରହିବ।

ଧନୁ : ଆଜିର ଦିନ ଆପଣଙ୍କପାଇଁ ଲାଭଦାୟକ ହେବ। ଗୃହସ୍ଥଜୀବନରେ ସୁଖ- ଶାନ୍ତି ରହିବ। ପ୍ରିୟ ବ୍ୟକ୍ତି ସହିତ ମିଲନ ସ୍ମରଣୀୟ ରହିବ। ପ୍ରେମର ସୁଖଦକ୍ଷଣର ଆନନ୍ଦ ନେଇ ପାରିବେ। ଆୟର ସ୍ରୋତ ବଢ଼ିବ। ଉଚ୍ଚ ପଦାଧିକାରୀ ଏବଂ ବରିଷ୍ଠ ନାଗରୀକମାନଙ୍କର କୃପାଦୃଷ୍ଟି ରହିବ। ମିତ୍ରମାନଙ୍କର ସୁନ୍ଦର ପର୍ଯ୍ୟଟନର ଆୟୋଜନ ହେବ। ଉତ୍ତମ ଭୋଜନ ପ୍ରାପ୍ତିରେ ସନ୍ତୁଷ୍ଟ ହେବେ।

ମକର : ବ୍ୟବସାୟ କ୍ଷେତ୍ରରେ ଧନ, ମାନ ତଥା ପ୍ରତିଷ୍ଠାରେ ବୃଦ୍ଧି ହେବ। ବ୍ୟାପାର ହେତୁ ବ୍ୟସ୍ତତା ଏବଂ ଅସୂଲୀ ହେତୁ ଯାତ୍ରା ଲାଭ ହେବାର ସମ୍ଭାବନା ରହିବ। ଉଚ୍ଚ ପଦାଧିକାରୀ ଖୁସି ହେବାରୁ ପଦୋନ୍ନତିର ସଂଯୋଗ ହେବ। ସରକାର, ମିତ୍ର ତଥା ବନ୍ଧୁମାନଙ୍କଠାରୁ ଲାଭ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଅନୁଭବ ହେବ। ସନ୍ତାନମାନଙ୍କର ପ୍ରଗତି ଆପଣଙ୍କମଧ୍ୟରେ ସନ୍ତୋଷର ଭାବନାର ଅନୁଭବ କରାଇବ।

କୁମ୍ଭ : ଶାରୀରିକ ରୁପରେ ଅସୁସ୍ଥ ରହିବା ଉପରେ ମଧ୍ୟ ମାନସିକ ସୁସ୍ଥତା ବନାଇ ରଖିବେ। ଆଜି କାମ କରିବାର ଉତ୍ସାହ କମ ରହିବ। ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରହିବାକୁ ପଡ଼ିବ। ମଉଜ-ସଉକ ତଥା ବୁଲିବା ପଛରେ ଧନ ଖର୍ଚ୍ଚ ହେବ। ସନ୍ତାନମାନଙ୍କ ସମ୍ବନ୍ଧରେ ଚିନ୍ତା ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ଚର୍ଚ୍ଚାରେ ଓହ୍ଲାନ୍ତୁ ନାହିଁ। ବିଦେଶରୁ ଭଲ ସମାଚାର ମିଳିବ।

ମୀନ : ଆଜି ଆପଣଙ୍କ ଆକସ୍ମିକ ଧନଲାଭର ଯୋଗ ଅଛି। ମାନସିକ ତଥା ଶାରୀରିକ ଶ୍ରମ କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଥଣ୍ଡା, ଶ୍ୱାସର ଅସୁବିଧା, କାଶ ଏବଂ ପେଟରେ ଯନ୍ତ୍ରଣା କଷ୍ଟହେବ। ଖର୍ଚ୍ଚରେ ବୃଦ୍ଧି ହେବ। ଜଲାଶୟରୁ ଦୂରରେ ରହିବା ସୁରକ୍ଷା ପାଇଁ ଭଲ। ପୈତୃକ ସମ୍ପତ୍ତି ଲାଭ ହେବ। ଅନୈତିକ କାମବୃତ୍ତି ଉପରେ ନିୟନ୍ତ୍ରଣ ରଖିବେ। ଈଶ୍ଵର ଭକ୍ତି ଏବଂ ଆଧ୍ୟାତ୍ମିକ ବିଚାର ଆପଣଙ୍କ କଷ୍ଟକୁ କମ କରିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

July 27, 2026
କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

July 27, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା

July 27, 2026
ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ

ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

July 27, 2026
କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version