ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) କଟକ :- କଟକ ଚାଉଳିଆଗଞ୍ଜ ପୋଲିସ କୁ ମିଳିଛି ଆଉ ଏକ ସଫଳତା । ବେଆଇନ ମଦ ଚାଲାଣ ଓ ବିକ୍ରି କରୁଥିବା ଏକ ଅଟୋ ରିକ୍ସା ଗାଡି ସହ ୧୫ଟି କାଟୁନ ରେ ୩୭୫ଟି ବେଆଇନ ଚୋରା ଦେଶୀ ମଦ ବୋତଲ ଜବତ କରିବା , ସହ ତିନି ଜଣଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ ।














