• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦାଦାବଟି ମାଗୁଥିବା ତିନି ଅଭିଯୁଙ୍କୁ ଗିରଫ କଲା – ମାଲଗୋଦାମ ପୋଲିସ

Proprietor Abhimanyu Maharana by Proprietor Abhimanyu Maharana
November 15, 2020
in ଓଡ଼ିଶା, କଟକ, ହୋମ୍
0
ଦାଦାବଟି ମାଗୁଥିବା ତିନି ଅଭିଯୁଙ୍କୁ ଗିରଫ କଲା – ମାଲଗୋଦାମ ପୋଲିସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୫ ନଭେମ୍ବର ରବିବାର) କଟକ  :- ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜିପି ଶ୍ରୀ ଅଭୟ ଘୋଷଣା କରିଥିଲେ । ହେଲେ ପୋଲିସ କୁ ଚାଲେଞ୍ଜ କରି କଟକ ସହରରେ କିଛି ଦିନଧରି ଅପରାଧୀ ମାନେ ଦାଦା ବଟି ମାଗି ଗିରଫ ହେଉଥିବା ଦେଖିବାକୁ ମିଳୁଛି । ରବିବାର ଦିନ ୫୦ ହଜାର ଟଙ୍କା ଦାଦାବଟି ମାଗୁଥିବା ତିନି ଜଣଙ୍କୁ କଟକ ମାଲଗୋଦାମ ପୋଲିସ , ଗିରଫ କରିଥିଲା ବେଳେ ଅନ୍ୟ ଜଣେ ଖସି ଯାଇଛି ।

ଗିରଫ ତିନଜଣ ହେଲେ ବାପି ଓରଫ ଗୁରୁଦତ୍ତ ସିଂ ବେହେରା , କାଦୁଆ ଓରଫ ଦେଵଦତ୍ତ ବେହେରା, ହାପୁନ ଓରଫ ହରଦତ୍ତ ସିଂ ବେହେରା । ଏଠାରେ ଉଲ୍କେଖ ଥାଉକି ୨୦୧୯ ମସିହା ଜୁନ ୯ ତାରିଖରେ ବହୁଚର୍ଚିତ ଯୋବ୍ରା ବ୍ୟାରେଜ୍ରେ ତପନ ମର୍ଡର କେସରେ ୩ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିସାରିଥିଲା । ଅନ୍ୟତମ ଅଭିଯୁକ୍ତ ହାପୁନ ଓରଫ ହରଦତ ସିଂ ବେହେରା ପୋଲିସ ଆଖିରେ ଧୂଳିଦେଇ ଖସି ପଳାଇ ବୁଲୁଥିଲା । ବିଶେଷ ସୂତ୍ରରୁ ପୋଲିସ ଖବରପାଇ ଆଜି ବଡି ଭୋରୁ ହାପୁନକୁ ଗିରପ କରିଛି ମାଲଗୋଦାମ ପୋଲିସ ।         (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ

ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ

October 24, 2026
ଜଟଣୀ : କର୍ମମନ୍ଦିର ସ୍ଵେଚ୍ଛାସେବୀ ଅନୁଷ୍ଠାନର ଶାରଦୀୟ ମହାତ୍ସବ, ଦ୍ୱାଦଶ ତମ ରାବଣ ପୋଡ଼ି ଉତ୍ସବ

ଜଟଣୀ : କର୍ମମନ୍ଦିର ସ୍ଵେଚ୍ଛାସେବୀ ଅନୁଷ୍ଠାନର ଶାରଦୀୟ ମହାତ୍ସବ, ଦ୍ୱାଦଶ ତମ ରାବଣ ପୋଡ଼ି ଉତ୍ସବ

October 24, 2026
ଢୋଲ-ନିଶାଣରେ କମ୍ପିଲା ବେଲପଡା, ଭାବବିହ୍ୱଳ ବିଦାୟ ନେଲେ ମା’ ଦୁର୍ଗା

ଢୋଲ-ନିଶାଣରେ କମ୍ପିଲା ବେଲପଡା, ଭାବବିହ୍ୱଳ ବିଦାୟ ନେଲେ ମା’ ଦୁର୍ଗା

October 24, 2026
କିଟ୍‍ ରେ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

କିଟ୍‍ ରେ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

October 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ

ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ

October 24, 2026
ଜଟଣୀ : କର୍ମମନ୍ଦିର ସ୍ଵେଚ୍ଛାସେବୀ ଅନୁଷ୍ଠାନର ଶାରଦୀୟ ମହାତ୍ସବ, ଦ୍ୱାଦଶ ତମ ରାବଣ ପୋଡ଼ି ଉତ୍ସବ

ଜଟଣୀ : କର୍ମମନ୍ଦିର ସ୍ଵେଚ୍ଛାସେବୀ ଅନୁଷ୍ଠାନର ଶାରଦୀୟ ମହାତ୍ସବ, ଦ୍ୱାଦଶ ତମ ରାବଣ ପୋଡ଼ି ଉତ୍ସବ

October 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version