• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବିଜେପି ର ଅନୁକମ୍ପା ମୂଳକ ଭୋଟ ଉପରେ ବିଜୟ ପରାଜୟ ନିର୍ଭର କରୁଛି ; କିନ୍ତୁ ଅଚାନକ ବେଣୁ ମଉସା ସବୁ ହିସାବ ନିକାଶ ଭୁଲ କରି ଦେଲେଣି

Proprietor Abhimanyu Maharana by Proprietor Abhimanyu Maharana
October 25, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ବିଜେପି ର ଅନୁକମ୍ପା ମୂଳକ ଭୋଟ ଉପରେ ବିଜୟ ପରାଜୟ ନିର୍ଭର କରୁଛି ; କିନ୍ତୁ ଅଚାନକ ବେଣୁ ମଉସା ସବୁ ହିସାବ ନିକାଶ ଭୁଲ କରି ଦେଲେଣି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର)  ବାଲେଶ୍ୱର  :– ସବୁଠୁ ଚର୍ଚିତ ଥିବା ବାଲେଶ୍ୱର ସଦର ଉପ ନିର୍ବାଚନ ରେ ଅକସ୍ମାତ ଧସେଇ ପଶିଛି ବେଣୁ ମଉସା ଙ୍କ ଲୋକପ୍ରିୟତା I ବିନା ଅର୍ଥ ,ଲୋକବଳ ରେ ବିଧାୟକ ପ୍ରାଥୀ ପାଇଁ ନିର୍ବାଚନ ପ୍ରଚାର ପ୍ରସାର କରୁଥିବା ବେଣୁ ବାରିକ ହଠାତ ବାଲେଶ୍ୱର ରାଜନୀତି ରେ ନୂଆ ଚେହେରା ଭାବେ ଉଭା ହେଇଛନ୍ତି I ଚାରିଦିନ ତଳେ ଅଚିନ୍ହା ଥିବା ବେଣୁ ବାରିକ ଏବେ ଦେଉଛନ୍ତି ଟକ୍କର I ବହୁ ଚର୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ଜୋରଦାର ପ୍ରଚାର କରି ଫେରିଯାଇଥିବା ବେଳେ ବେଣୁ ଙ୍କ ପାଇଁ ଖଚାଖଚ ଭିଡ଼ ହେଇଥିଲା I ଏମିତିରେ ଦେଖିବାକୁ ଗଲେ ଏବେ ବେଣୁ ଙ୍କ ପ୍ରତି ଅନୁକମ୍ପା ମୂଳକ ଭୋଟ ଇସାରା କରୁଛି I

ବାଲେଶ୍ୱର ସଦର ର ବୁଦ୍ଧିଜୀବୀ ବେଣୁ ଙ୍କୁ ଥରେ ସୁଯୋଗ ଦିଆଯିବା ଉଚିତ ବୋଲି ସ୍ୱର ଉଠେଇଲେଣି I ତେବେ ମୋଟାମୋଟି କହିବାକୁ ଗଲେ ବେଣୁ ଙ୍କ ଏ ଲୋକପ୍ରିୟତା ବିଶେଷ କରି ବିଜେପି ର ମାନସ ଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହେଇପାରେ I ମଦନ ଙ୍କ ଦେହାନ୍ତ ପରେ ଅନୁକମ୍ପା ମୂଳକ ଭୋଟ ମାନସ ଙ୍କ ପ୍ରତି ରହିବା ସ୍ୱାଭାବିକ ,ପ୍ରାଥମିକ ଆକଳନ ଅନୁଯାୟୀ ବିଜେପି ମାନସ ବିଜେଡି ଠାରୁ ବହୁତ ଆଗରେ ଥିଲେ I ବିଜେଡି ରେ ଅନ୍ତଃକନ୍ଦଳ ଚାଲିଥିବା ବେଳେ ବ୍ୟାକ ଫୁଟ ରେ ବିଜେଡି ଏବଂ ଆଗରେ ରହିଥିଲା ବିଜେପି I କିନ୍ତୁ ଏବେ ସ୍ଥିତି ଧୀରେ ଧୀରେ ବଦଳିଗଲାଣି I ପୂର୍ବଥର ବିଜେଡି ପ୍ରାଥୀ ଜୀବନ ପ୍ରଦୀପ 61409 ଭୋଟ ପାଇଥିବା ବେଳେ ବିଜେପି ମଦନ ମୋହନ 74815 ଭୋଟ ପାଇଥିଲେ I ବିଜେଡି ରେ କନ୍ଦଳ ଚାଲିଥିଲେ ମଧ୍ୟ 61ହଜାର ଭୋଟ ବିଜେଡି ପାଖରେ ରହିଛି ,ବାକି ବିଜେପି ର ଅନୁକମ୍ପା ମୂଳକ ଭୋଟ ଉପରେ ବିଜୟ ପରାଜୟ ନିର୍ଭର କରୁଛି I କିନ୍ତୁ ଅଚାନକ ବେଣୁ ମଉସା ସବୁ ହିସାବ ନିକାଶ ଭୁଲ କରିଦେଲେଣି I

ବିଜେପି ଅନୁକମ୍ପା ମୂଳକ ଭୋଟ ସାଉଣ୍ଟିବା ବଦଳରେ ଅନୁକମ୍ପା ମୂଳକ ଭୋଟ ଏବେ ବେଣୁ ମଉସା ଙ୍କ ଆଡକୁ ମୁଁହାଇବାରେ ଲାଗିଛି I ତେବେ ରାଜନୈତିକ ବ୍ଲିଶେଷଜ୍ଞ ଙ୍କ ଆକଳନ ଅନୁଯାୟୀ ଅକସ୍ମାତ ବେଣୁ ମଉସା ଙ୍କ ଏ ଲୋକପ୍ରିୟତା ପଛରେ ବିଜେଡି ନାହିଁ ତ ? କାହିଁକିନା ସରକାରୀ ପ୍ରୋତ୍ସାହିତ ଗଣମାଧ୍ୟମ ଗୁଡିକ ଯେଉଁମାନେ ଦିନରାତି ସରକାର ଙ୍କ ପ୍ରଚାର ରେ ବ୍ୟସ୍ତ ଥାନ୍ତି ସେମାନେ ଏବେ ବିଜେଡି ପ୍ରାଥୀ ଅପେକ୍ଷା ବେଣୁ ମଉସା ଙ୍କୁ ନେଇ ଅଧିକ ଖବର ପ୍ରଚାର ପ୍ରସାର ରେ ବ୍ୟସ୍ତ I ବିଜେପି ମାନସ ଙ୍କ ଅନୁକମ୍ପା ମୂଳକ ଭୋଟ କୁ ଅନ୍ତର କରିବାକୁ ଏହା ଏକ ଯୋଜନା ନୁହେଁ ତ ? ଏପରିକି ଏହି ସନ୍ଦେହ କୁ ଆହୁରି ଦୃଢ କରିଛନ୍ତି ବିଜେଡି ର ମୁଖପାତ୍ର ସତ୍ୟଜିତ ବିମଲ ମିଶ୍ର l ଏନେଇ ସେ ନିଜ ଟାଇମଲାଇନ ରେ ଉଲ୍ଲେଖ କରିଛନ୍ତି କି ବିଜେପି ଅନୁକମ୍ପା ଭୋଟ ପାଇଁ ବିପଦ ହେଲେ ବେଣୁ ମଉସା ଟିପି ରଖ I ଯାହା କି ଏବେ ଅନେକ ଚର୍ଚା ର ବିଷୟ ପାଲଟିଛି I (ଦୀପ୍ତିମାନ ପତି /ବାଲେଶ୍ୱର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ

ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ

September 12, 2026
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ

ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ

September 11, 2026
ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା

ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା

September 11, 2026
ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ

ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ

September 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ

ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ

September 12, 2026
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ

ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ

September 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version