• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ନକଲି ଅଫିସର ସାଜି ନିଜ ଗୁରୁଙ୍କୁ ଲୁଟିଥିଲେ ଲୁଟେରା କାହ୍ନୁ – ମାମଲା ଥାନାରେ,ଚାନ୍ଦପୁର

Proprietor Abhimanyu Maharana by Proprietor Abhimanyu Maharana
October 13, 2020
in Uncategorized, ଅପରାଧ, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍
0
ନକଲି ଅଫିସର ସାଜି ନିଜ ଗୁରୁଙ୍କୁ ଲୁଟିଥିଲେ ଲୁଟେରା କାହ୍ନୁ – ମାମଲା ଥାନାରେ,ଚାନ୍ଦପୁର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୧୩ ଅକ୍ଟୋବର ମଙ୍ଗଳବାର ) ରଣପୁର ବ୍ଲକ ଚାନ୍ଦପୁର /ରିପୋର୍ଟ ଅଭିମନ୍ୟୁ :- ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳ ରେ କାହ୍ନୁ ଆତଙ୍କ ର ଗୋଟିଏ ଗୋଟିଏ ବେଆଇନ ଚିଠା ଖୋଲିବାରେ ଲାଗିଛି । ଜନସାଧାରଣ ଙ୍କ ମନରୁ କାହ୍ନୁ ପ୍ରତି ଥିବା ଡର ମଧ୍ୟ ଦୂର ହୋଈଛି । ପୋଲିସ ପ୍ରସାଶନ ଉପରେ କଡ଼ା ବିଶ୍ୱାସ ରଖିଛନ୍ତି ଜନସାଧାରଣ । ଆଜି ଚାନ୍ଦପୁର ଥାନା ରେ କାହ୍ନୁ ନାଁ ରେ ଏକ ନୂଆ ମାମଲା ଦାୟର ହୋଈଛି । ନିଜକୁ ଶିକ୍ଷା ବିଭାଗ ର ଉପରିସ୍ଥ ଅଧିକାରୀ ବୋଲି କହି ଏକ ବିଦ୍ୟାଳୟ କୁ ସରକାରୀ ସ୍ୱୀକୃତି ପ୍ରାପ୍ତ କରାଇବା ପାଈଁ ବିଦ୍ୟାଳୟ ର ଶିକ୍ଷକ ଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କାର ଠକେଇ ଆଭିଯୋଗ ହୋଈଛି । ବିଦ୍ୟାଳୟ କମିଟି ସଦସ୍ୟ ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଚାନ୍ଦପୁର ଥାନା ରେ କାହ୍ନୁ ବିରୋଧରେ ଦାବୀ ରଖିଥିଲେ । ଯାହା ଫଳରେ କାହ୍ନୁ ମାମଲାରେ ଯୋଡ଼ି ହୋଈଛି ଆଉ ଏକ ଠକେଇ ଆଭିଯୋଗ ।

କାହ୍ନୁ ବିରୋଧ ରେ ସେହି ଅଞ୍ଚଳର ଅନ୍ୟ କେତେକ ଗ୍ରାମବାସୀ ଠକେଇ ଅଭିଯୋଗ ମଧ୍ୟ କରିଛନ୍ତି । ବାଙ୍କ ବିହାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାତ୍ର ଓ ଗ୍ରାମକମିଟି ଙ୍କ ଆଭିଯୋଗ କୁ ଆଧାର କରି ଏକ ୧୦୫/୨୦ ମାମଲା ରୁଜ୍ଜୁ ହୋଈଛି । ୨୦୧୫ ମସିହା ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ୩୨୯ ଟି ସ୍କୁଲ କୁ ବ୍ଲକଗ୍ରାଣ୍ଡ ମାନ୍ୟତା ଦେଲେ ରାଜ ଜଙ୍କିଆ ସ୍କୁଲ ଜମି କାରଣ ହେତୁ ବ୍ଲକ ଗ୍ରାଣ୍ଡ ମାନ୍ୟତା ରୁ ବାଦ୍ ପଡ଼ିଲା । ସେହି ସମୟର ସୁଯୋଗ ଉଣ୍ଡି ଶିକ୍ଷକ ଙ୍କୁ ଶିକ୍ଷା ବିଭାଗ ର ଉପରିସ୍ଥ ଅଧିକାରୀ ତଥା ନିଜକୁ ସେହି ବିଦ୍ୟାଳୟ ର ପୂରାତନ ଛାତ୍ର ବୋଲି ପରିଚୟ ଦେଇଥିଲା । ଏତଦ୍ ବ୍ୟତିତ ଏକ ନକଲି ଆଇ କାର୍ଡ଼ ଦେଖାଇ ଶିକ୍ଷକ ଙ୍କୁ ଫସାଇ ତିନି ଲକ୍ଷ ଟଙ୍କା ମାଗିଥିଲା ହେଲେ ଶିକ୍ଷକ ମାନେ ଦେଢ଼ ଲକ୍ଷ ଟଙ୍କା ଯୋଗାଡ଼ କରି ତାକୁ ଦେଇଥିବା ସୂଚନା ମିଳିଛି ।

ସେକ୍ରେଟେରି ଅଫିସ୍ ଆଖପାଖ ବୁଲି ଲୋକଙ୍କୁ ସମସ୍ୟା ପଚାରି ବୁଝି ନିଜକୁ ସେହି ସମସ୍ୟା ଆଧାର ରେ ସେହି ବିଭାଗ ର ଅଧିକାରୀ ବୋଲି କହି ଟଙ୍କା ହଡ଼ପ କରି ଆସୁଥିଲା କାହ୍ନୁ । ୨୦୧୬ ରୁ ୨୦୨୦ ମଧ୍ୟରେ କାହ୍ନୁ ଏକ ରେଞ୍ଜ ରୋଭର କାର (ଯାହାର ଦାମ୍ ୮୦ ଲକ୍ଷ ଟଙ୍କା ) ଆଉ ଏକ ହୁଣ୍ଡାଇ କ୍ରେଟା କାର ଯାହାର ଦାମ୍ ୨୫ ଲକ୍ଷ ଏବଂ ଭୁବନେଶ୍ୱର ରେ ୫ ଟି ଘର ଏହି ଭଳି ବିପୁଳ ସମ୍ପତି ର ମାଲିକ ହୋଇଥିବା ଜଣା ଯାଇଛି । ଏତେ କମ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ସମ୍ପତି କିଭଳି ପ୍ରାପ୍ତ ହେଲା ତାହାର ତଦନ୍ତ କରିବାକୁ ସଧାରଣ ରେ ବିଭିନ୍ନ ମହଲ ରୁ ଦାବୀ ହେଉଛି ।

ଆଇଆଇସି ଏହି କେସ୍ ରେ କଳାଧନ ର ପରଦାଫାର୍ସ କରିବାକୁ ବସିବାରୁ କାହ୍ନୁ ପ୍ରଧାନ ର ସହଯୋଗୀ କାଳିଆ ପ୍ରଧାନ ଓ ତାଙ୍କ ସ୍ତ୍ରୀ କୁ ଲଗାଇ ଚାନ୍ଦପୁର ଆଇଆଇସି ଙ୍କ ନାଁରେ ମିଛ ମାମଲା କରିଛନ୍ତି ।ସେହିଭଳି ମିଛ ମାମଲା କୁ ଆଇଆଇସି ଭୃକ୍ଷେପ ନକରି କାହ୍ନୁ ର ବେଆଇନ ରାଜ କୁ ବନ୍ଦ କରିବାକୁ ସଫଳ ପ୍ରୟାସ କରି ଚାଲିଛନ୍ତି । ଚାନ୍ଦପୁର ପୋଲିସ ପ୍ରସାଶନ ପକ୍ଷରୁ କାହ୍ନୁ କୁ ଭବିଷ୍ୟତ ରେ ଟଙ୍କା ନଦେବା ପାଈଁ ଅନୁରୋଧ କରାଯାଇଛି । ଆଉ କେବେ କାହ୍ନୁ ଭଳି ଲୁଟେରା ଙ୍କ ସହାୟତା ନ ଲୋଡି ଆଇନ ଶୃଙ୍ଖଳା ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଆଇଆଇସି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026
ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026

Recent News

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026
ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026
ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version