• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଘରକୁ ଫେରିଲେ ହବିଷ୍ୟାଳୀ ମା ମାନେ : ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ

Proprietor Abhimanyu Maharana by Proprietor Abhimanyu Maharana
November 27, 2026
in ଓଡ଼ିଶା, ପୁରୀ, ହୋମ୍
0
ଘରକୁ ଫେରିଲେ ହବିଷ୍ୟାଳୀ ମା ମାନେ :  ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ମା ମାନଙ୍କର ଏକମାସର କାର୍ତ୍ତିକ ବ୍ରତ ବା ରାଈଦାମୋଦର ବ୍ରତ ଏବଂ ପଞ୍ଚୁକ ଶାନ୍ତି ଶୃଙ୍ଖଳା ର ସହ ପରିସମାପ୍ତି ହୋଇଛି।ସମସ୍ତ ଙ୍କ ସହଯୋଗ ରେ ଏହା ଅତି ସୁନ୍ଦର ଭାବେ ପରିଚାଳିତ ହୋଇ ଥିବାରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ,ଶାନ୍ତି ଶୃଙ୍ଖଳା ରକ୍ଷା, ସୁରକ୍ଷା, ପରିସ୍କାର ପରିଚ୍ଛନ୍ନତା, ଚିକିତ୍ସା ବ୍ୟବସ୍ଥା, ରହଣି ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସ୍ବେଚ୍ଛାସେବୀ ମାନଙ୍କ ସହଯୋଗ ଇତ୍ୟାଦି ରେ ଜଡିତ ପ୍ରତ୍ୟେକ ବିଭାଗ ର ଅଧିକାରୀ, କର୍ମଚାରୀ ଓ ବ୍ୟକ୍ତି ବିଶେଷଙ୍କ ସେବା ଅନନ୍ୟ ଓ ଅତୁଳନୀୟ।ସମବଦ୍ଧ ଓ ସମନ୍ବୟ ର ସହ ଏହାକୁ ଆମେ ସଫଳ କରିଛନ୍ତି ବୋଲି ଜିଲ୍ଲାପାଳ ଅବଗତ କରାଇବା ସହ ସମସ୍ତ ଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।.

ହବିଷ୍ୟାଳୀ ମା ମାନେ ବୃନ୍ଦାବତୀ ନିବାସ, ମୋଚିସାହି କଲ୍ୟାଣ ମଣ୍ଡପ,ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଠାରେ ଏକ ମାସ ଧରି ରହିଥିଲେ।ପ୍ରତି ଦିନ ପ୍ରତ୍ୟୁଷରୁ ସେମାନଙ୍କ ସ୍ନାନ ଶୌଚ ପରେ ବୃନ୍ଦାବତୀ ପୂଜନ, ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ମନ୍ଦିର ଦର୍ଶନ,ମହାପ୍ରସାଦ ସେବନ, ଭଜନ, କୀର୍ତ୍ତନ ଇତ୍ୟାଦି ର ବ୍ୟବସ୍ଥା କରାଯାଇଥିଲା।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଆର୍ଥିକ ସହାୟତା ଏବଂ ଜିଲ୍ଲା ପ୍ରଶାସନ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ହବିଷ୍ୟାଳୀ କେନ୍ଦ୍ର ଗୁଡିକ ଶୃଙ୍ଖଳା ର ସହ ପରିଚାଳିତ ହୋଇଥିଲା।ପ୍ରତ୍ୟେକ ହବିଷ୍ୟାଳୀ କେନ୍ଦ୍ର କୁ ବରିଷ୍ଟ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ପ୍ରମୁଖ ଦାୟିତ୍ୱ ର ସହ କାର୍ଯ୍ୟ ସମ୍ପାଦନା କରିଥିଲେ ।

ଆଜି ପୂର୍ଣ୍ଣିମା ତିଥିରେ ଅନେକ ହବିଷ୍ୟାଳୀ ମା ମାନେ ନିଜ ଗୃହ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବିଭିନ୍ନ କେନ୍ଦ୍ର ରେ ଅଳ୍ପ କିଛି ମା ଆସନ୍ତା କାଲି ଫେରିଯିବେ। ତେବେ ବିଦାୟ ବେଳେ ପ୍ରତ୍ୟେକ ମା ଅଧିକାରୀ, କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ଧରି କୋହ ସମ୍ବରଣ କରି ନ ପାରି କାନ୍ଦୁ ଥିବା ର ଦେଖିବାକୁ ମିଳିଥିଲା । ଏମାନଙ୍କ ସହ ଗୋଟିଏ ମାସର ସମ୍ପର୍କ ଅବର୍ଣ୍ଣନୀୟ।ରକ୍ତ ସମ୍ପର୍କ ଠାରୁ ଏ ସମ୍ପର୍କ ଅଧିକ।ଆମ ପୁଅ,ଝିଅ, ନାତି, ନାତୁଣୀ ଙ୍କ ଠାରୁ ଅଧିକ ସେବା ଦେଇ ଆମକୁ ଋଣୀ କରାଇ ଦେଇଛନ୍ତି ବୋଲି ହବିଷ୍ୟାଳୀ ମା ମାନେ କହି କାନ୍ଦି ପକାଉଥିଲେ।ବଞ୍ଚି ଥିଲେ ଆର ବରଷକୁ ପୁଣି ଦେଖାହେବ କହି ସେମାନେ ବିଦାୟ ନେଇଥିଲେ।ସମସ୍ତ ବ୍ୟବସ୍ଥା କୁ ଖୁବ ଭଲ ବୋଲି କହିବା ସହ ଆଶୀର୍ବାଦ କରିଥିଲେ ମା ମାନେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଘରକୁ ଫେରିଲେ ହବିଷ୍ୟାଳୀ ମା ମାନେ :  ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ

ଘରକୁ ଫେରିଲେ ହବିଷ୍ୟାଳୀ ମା ମାନେ : ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ

November 27, 2026
ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତାରୁ ପୋଷ୍ଟ ଅଫିସ ନଉଠାଇବାକୁ ଦାବି

ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତାରୁ ପୋଷ୍ଟ ଅଫିସ ନଉଠାଇବାକୁ ଦାବି

November 27, 2026
ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ

ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ

November 27, 2026
ବୃନ୍ଦାବତୀ ନିବାସ ରେ ସୁନ୍ଦରାକାଣ୍ଡ ଅନୁଷ୍ଠିତ

ବୃନ୍ଦାବତୀ ନିବାସ ରେ ସୁନ୍ଦରାକାଣ୍ଡ ଅନୁଷ୍ଠିତ

November 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଘରକୁ ଫେରିଲେ ହବିଷ୍ୟାଳୀ ମା ମାନେ :  ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ

ଘରକୁ ଫେରିଲେ ହବିଷ୍ୟାଳୀ ମା ମାନେ : ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ

November 27, 2026
ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତାରୁ ପୋଷ୍ଟ ଅଫିସ ନଉଠାଇବାକୁ ଦାବି

ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତାରୁ ପୋଷ୍ଟ ଅଫିସ ନଉଠାଇବାକୁ ଦାବି

November 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version