ଓଡ଼ିଶା ତାଜା ନ୍ୟୁଜ (୭ ଅକ୍ଟୋବର ବୁଧବାର) ତିର୍ତୋଲର :– ତିର୍ତୋଲର ବିଶିଷ୍ଟ ଶିକ୍ଷା ବିତି ତରଣୀ ଚରଣ ବୋଷ ଙ୍କର ପରଲୋକ ରଘୁନାଥ ପୁର ପୂର୍ଣ୍ଣ ଚନ୍ଦ୍ର ବିଦ୍ୟାମନ୍ଦୀର ରେ ଦୀର୍ଘ ଦିନ ଧରି ପାଠ ପଢା ଇ ଥିଲେ ସେ ଜଣେ ସୁନାମଧନ୍ୟ ସିକ୍ଷକ ଭାଦେ ରଘୁନାଥ ପୁର ରେ ପରିଚିତ ଥିଲେ ସେ 80 ବର୍ଷ ରେ ଦେହା ଅନ୍ତ ହୋଇଥିଲା ( ଭାସ୍କର ପଟ୍ଟନାୟକ )