• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜୟ ଶ୍ରୀରାମ! ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

Proprietor Abhimanyu Maharana by Proprietor Abhimanyu Maharana
November 15, 2026
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ଜୟ ଶ୍ରୀରାମ! ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ
Share on FacebookShare on TwitterWhatsapp

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ପବିତ୍ର ଅନ୍ନକୂଟ ଅବସରରେ କଣ୍ଟାବାଞ୍ଜି ସ୍ଥିତ ଶ୍ରୀରାମ ମନ୍ଦିର ବାବାଙ୍କ କୁଟିଆ ପରିସରରେ ଭକ୍ତି ଓ ଶ୍ରଦ୍ଧାର ସହ ଅନ୍ନକୂଟ ଭୋଗ ଏବଂ ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି ଧାର୍ମିକ ଆୟୋଜନରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମହାପ୍ରସାଦ ଗ୍ରହଣ କରିଥିଲେ ।

ଶ୍ରୀରାମ ମନ୍ଦିର କମିଟି, କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ଏହି ଅନ୍ନକୂଟ ମହୋତ୍ସବରେ ପ୍ରଭୁଙ୍କ ନିକଟରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଗ ଅର୍ପଣ କରାଯାଇଥିଲା । ପରେ ଭକ୍ତମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା । ଏଥିରେ ମୁଗ, କଢ଼ି, ଭାତ, ମିଶ୍ରିତ ତରକାରୀ, ପୁରୀ ଓ ମାଲପୁଆ ଆଦି ବିଭିନ୍ନ ପ୍ରକାରର ଅନ୍ନକୂଟ ପ୍ରସାଦ ପରିବେଷଣ କରାଯାଇଥିଲା ।

ପ୍ରସାଦ ଗ୍ରହଣ ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିବା ବେଳେ ଶ୍ରଦ୍ଧାଳୁମାନେ ଆନନ୍ଦର ସହ ମହାପ୍ରସାଦ ସେବନ କରିଥିଲେ । ଶ୍ରୀରାମ ମନ୍ଦିର କମିଟିର ଏହି ଆୟୋଜନକୁ ସହରବାସୀ ପ୍ରଶଂସା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ରଣହୁଙ୍କାର : ପୌର ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ହେବ ୱାର୍ଡ ସଭା

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ରଣହୁଙ୍କାର : ପୌର ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ହେବ ୱାର୍ଡ ସଭା

November 15, 2026
ଜୟ ଶ୍ରୀରାମ! ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

ଜୟ ଶ୍ରୀରାମ! ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

November 15, 2026
ବୁରୋମାଲରେ ବିଜ୍ଞାନର ମେଳା! ଛୋଟ ପିଲାଙ୍କ ବଡ଼ ଆବିଷ୍କାର ଦେଖି ଚକିତ ହେଲେ ସମସ୍ତେ

ମଧୁବାବୁ ପେନ୍‌ସନ୍ ଯୋଜନାରେ ବିଏମ୍‌ସି ଅଞ୍ଚଳର ଆଉ ୫,୩୨୪ ହିତାଧିକାରୀ ସାମିଲ

November 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ରଣହୁଙ୍କାର : ପୌର ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ହେବ ୱାର୍ଡ ସଭା

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ରଣହୁଙ୍କାର : ପୌର ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ହେବ ୱାର୍ଡ ସଭା

November 15, 2026
ଜୟ ଶ୍ରୀରାମ! ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

ଜୟ ଶ୍ରୀରାମ! ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

November 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version