• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ

Proprietor Abhimanyu Maharana by Proprietor Abhimanyu Maharana
November 10, 2026
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍
0
ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ
Share on FacebookShare on TwitterWhatsapp

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ନୃସିଂହପୁର ଟାଙ୍ଗୀ ସାହିର ନୂଆ ପୋଖରୀରେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ ଯୋଗୁଁ ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ ହୋଉଯାଇଛି ଓ ମାଛ ଚାଷୀ ହତାଶ ହୋଇପଡିଛନ୍ତି। ରାଜସୁନାଖଳା ଅଞ୍ଚଳର କିଛି ଅସାମାଜିକ ଓ ଖଳପ୍ରକୃତିର ବ୍ୟକ୍ତିଙ୍କ ଶତ୍ରୁତା ଯୋଗୁଁ ପରିଶ୍ରମୀ ଗରିବ ମତ୍ସ୍ୟ ଚାଷୀ ମନୋଜ କୁମାର ସାହୁଙ୍କ ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ପୋଖରୀରେ ବିଷ ପ୍ରୟୋଗ କରାଯିବା ଫଳରେ ଲକ୍ଷାଧିକ ଟଙ୍କାର ମାଛ ମରି ପାଣିରେ ଭାସିଛନ୍ତି। ଯାହାଫଳରେ ମାଛ ଚାଷୀ ମନୋଜ କୁମାର ସାହୁଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି ।

ରାଜସୁନାଖଳାସ୍ଥିତ ନୃସିଂହପୁର ଟାଙ୍ଗୀ ସାହିର ନୂଆ ପୋଖରୀରେ ମନୋଜ କୁମାର ସାହୁ ଦୀର୍ଘ ଏକ ବର୍ଷ ଧରି ମାଛ ଚାଷ କରି ଆସୁଥିଲେ। ଏହି ପୋଖରୀରେ ସେ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ମାଛ ଜାଆଁଳ ଚାଷ କରି ରୋହି, ମିରିକାଳି, ଭାକୁର ଓ ଗ୍ଲାସ୍ କର୍ପ ଅମୁଲ କ୍ରପ ଆଦି ମାଛ ଛାଡ଼ିଥିଲେ। ମାଛଗୁଡ଼ିକର ଓଜନ ପ୍ରାୟ୧ କିଲୋରୁ ୨କିଲୋଗ୍ରାମ ମଧ୍ୟରେ ହୋଇଥିଲl। ମାଛଗୁଡ଼ିକ ବିକ୍ରି ଉପଯୋଗୀ ହୋଇ ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ପୋଖରୀ ଜଳରେ ସାଙ୍ଘାତିକ କୀଟନାଶକ ବିଷ ପ୍ରୟୋଗ କରିଥିଲେ। ଆଜି ସକାଳେ ମାଛ ଚାଷୀ ମନୋଜ କୁମାର ସାହୁ ପୋଖରୀ ନିକଟକୁ ଯିବା ସମୟରେ ହଜାର ହଜାର ସଂଖ୍ୟାରେ ମାଛ ମରି ପାଣି ଉପରେ ଭାସୁଥିବା ଦେଖିବାକୁ ପାଇଥିଲେ।

ପୋଖରୀରୁ ତୀବ୍ର ଦୁର୍ଗନ୍ଧ ବାହାରିବା ସହ ସମସ୍ତ ମାଛ ନଷ୍ଟ ହୋଇଯାଇଥିବାରୁ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୬ ରୁ ୭ ଲକ୍ଷ ଟଙ୍କାର ମାଛ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବିଷ ପ୍ରୟୋଗ ଯୋଗୁଁ କଙ୍କଡା, କଇଁଛ, ସାପ ପାମ୍ପଲେଟ, ଅମୁଲ କ୍ରପ, ଗ୍ଲାସ କପ,ରୋହି, ଭାକୁର, ମିରିକାଲି ଭଳି ବଡ଼ ବଡ଼ ମାଛ ମରିଯାଇଛନ୍ତି।ଅସାମାଜିକ ଦୁର୍ବୃତ୍ତ ପୋଖରୀରେ ବିଷାକ୍ତ ପଦାର୍ଥ ମିଶାଇ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରି ମନୋଜ କୁମାର ସାହୁ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରଣପୁର ବ୍ଲକ ମତ୍ସ୍ୟ ଚାଷ ଅଧିକାରୀ ଗାର୍ଗୀ ସାହୁ ମଧ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ।

ପୋଖରୀ ପାଣିରେ କୌଣସି ରାସାୟନିକ ପଦାର୍ଥ ମିଶିଥିବା ସନ୍ଦେହ ପ୍ରକାଶ କରି ଏହାର ପ୍ରକୃତ କାରଣ ଜାଣିବା ପାଇଁ ପାଣିର ନମୁନା ପରୀକ୍ଷାଗାରକୁ ପଠାଇବାକୁ ପରାମର୍ଶ ଦେଇଥିଲେ।ମୃତ ମାଛଗୁଡ଼ିକୁ ମାଟିରେ ପୋତିବା ସହ ପୋଖରୀ ପାଣିକୁ ବିଶୋଧନ କରିବା ପାଇଁ ପୋଟାସିୟମ ପରମାଙ୍ଗାନେଟ୍ ଓ ଚୂନ ପ୍ରୟୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ଆଉ ଏକ ଗୁରୁତର ପ୍ରଶ୍ନ ଉଠୁଛି। ଯଦି ଏହି ପୋଖରୀ ପାଣିକୁ କୌଣସି ବ୍ୟକ୍ତି କିମ୍ବା ଗାଈଗୋରୁ ବ୍ୟବହାର କରିଥାନ୍ତେ, ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇନଥାନ୍ତା କି? ଏଭଳି ଘଟଣା ଜନସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ମଧ୍ୟ ଚିନ୍ତାର ବିଷୟ ପାଲଟିଛି।

ଏହି ନିନ୍ଦନୀୟ ଘଟଣାରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ କ୍ଷତିଗ୍ରସ୍ତ ମାଛ ଚାଷୀ ମନୋଜ କୁମାର ସାହୁଙ୍କୁ ଉପଯୁକ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛଅନ୍ତି । ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସୁନାଖଳା ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ପ୍ରତିଶ୍ରୁତି ଦେଇଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ  

ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ  

November 10, 2026
ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ

ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ

November 10, 2026
Autistic Youth Asutosh creates International Record

ଅଟିଜିମ ଯୁବକ ଆଶୁତୋଷଙ୍କର ଆନ୍ତର୍ଜାତୀୟ ରେକର୍ଡ ହାସଲ

November 10, 2026
Autistic Youth Asutosh creates International Record

Autistic Youth Asutosh creates International Record

November 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ  

ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ  

November 10, 2026
ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ

ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ

November 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version