ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- କିଛିଦିନ ତଳେ ଖଣ୍ଡପଡା ସହରର ବିଭିନ୍ନ ସ୍ଥାନରୁ ଦୁବୃର୍ତ୍ତମାନେ ବାସଗୃହକୁ ସଂଯୋଗ କରାଯାଇଥିବା ପାଣି ପାଇପ ଲାଇନରୁ ଶହଶହ ମିଟର ଗୁଡିକ ଚୋରି କରି ନେଇଥିଲା ବେଳେ ଏବେ ମୁଖ୍ଯ ରାସ୍ତା ପାର୍ଶ୍ବରେ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଥିବା ଜଣାପଡିଛି ।
















