• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି

Proprietor Abhimanyu Maharana by Proprietor Abhimanyu Maharana
October 7, 2026
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଗାଈ,ଗୋରୁ ପୋଢ ଓ ମଇଁଷି ବେଧଡକ ଭାବେ ଚାଲାଣ ହେଉଥିବା ଜଣାପଡ଼ିଛି। ଏବେ ଗୋମାଫିଆ ଓ ସିଣ୍ଡିକେଟ ଦୁହେଁ ଦୁହିଁଙ୍କ ଭାଇ ପାଲଟି ଯାଇଥିବା ସୂତ୍ରରୁ ଜଣାପଡ଼ିଛି। ପ୍ରଚ୍ଛଦ ପଟରେ ସିଣ୍ଡିକେଟ ଗୋମାଫିଆଙ୍କୁ ସାହସ ଦେବା ଫଳରେ ଗାଁ ଗହଳରୁ ଗାଈ, ଗୋରୁ, ପୋଢ ଓ ମଇଁଷି ବେଧଡକ ଭାବେ ହିଞ୍ଜିଳି ଥାନା ଅଞ୍ଚଳ ଦେଇ ପରିବହନ ହେଉଥିବା ନୀତି ଦିନିଆ ଘଟଣା ପାଲଟିଛି। ପୂର୍ବରୁ ହିଞ୍ଜିଳି ଥାନା ପୁଲିସ କିଛି ଗୋମାଫିଆଙ୍କୁ ବାନ୍ଧି ଜେଲ ଠୁଙ୍କିବା ଫଳରେ କିଛି ଦିନ ପାଇଁ ଆଖପାଖ ଅଞ୍ଚଳର ଗାଁରୁ ଗୋଚାଲାଣ କାରବାର ଥମିଥିବା ଜଣା ପଡ଼ିଥିଲା। କିନ୍ତୁ କିଛି ଦିନର ନିରବତା ପରେ ଏବେ ପୁଣି ଗୋମାଫିଆଙ୍କ ସାହସ ପୁରାପୁରି ବଢ଼ି ଯାଇଛି ।

ସିଣ୍ଡିକେଟର ଛତ୍ର ଛାୟା ତଳେ ରହି ଓ ସେମାନଙ୍କ ପ୍ରୋତ୍ସାହନ ଓ ସମର୍ଥନ ପାଇ ଗୋମାଫିଆ ନିଜ ଇଛା ଅନୁଯାୟୀ ଗୋଚାଲାଣ କରୁଥିବା ଜଣାପଡ଼ିଛି। ପୂର୍ବରୁ ହିଞ୍ଜିଳି ଥାନା ଅଞ୍ଚଳର କିଛି ପେଶାଦାର ଗୋମାଫିଆ ଗାଁ ଗଣ୍ଡା ବୁଲି ବୁଲି ଗାଈ,ଗୋରୁ, ପୋଢ ଓ ମଇଁଷି କିଣି ପିକଅପ ଗାଡ଼ି ଯୋଗେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ପାଟ୍ରୋଲିଂ ବେଳେ କିମ୍ୱା ଗୁପ୍ତ ସୂଚନା ଆଧାରରେ ହିଞ୍ଜିଳି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୋଚାଲାଣ ଗାଡ଼ି ସହ ଚାଳକକୁ ଗିରଫ କରି ଜେଲ ହାଜତକୁ ପଠାଉଥିଲା। ଏସବୁ ନିୟମିତ ଭାବେ ହେଉ ନ ଥିଲେ ମଧ୍ୟ ଗୋମାଫିଆଙ୍କ ମଧ୍ୟରେ ଗିରଫଦାରୀ ଭୟରେ ଗୋଚାଲାଣ ପରିମାଣରେ ହ୍ରାସ ଦେଖାଦେଇଥିଲା। ପରେ ସ୍ଥାନୀୟ ଅଞ୍ଚଳର ଗୋସେଵକଙ୍କ ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୋଚାଲାଣ ଗାଡ଼ି ଓ ଚାଳକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଗୋସେବକଙ୍କ ବାରମ୍ବାର ଅଭିଯୋଗ ଓ ପୁଲିସର ଘନଘନ ଧରପଗଡ ଯୋଗୁଁ ଗୋମାଫିଆଙ୍କ ନିଦ ହଜିଯାଇଥିଲା। ଫଳରେ ହିଞ୍ଜିଳି ଥାନା ଅଞ୍ଚଳରେ ଗୋମାଫିଆଙ୍କ କାରବାର ବନ୍ଦ ହୋଇ ଯାଇଥିଲା। କିନ୍ତୁ ପୂର୍ବଭଳି ଏବେ ଗୋ ଚାଲାଣ ବେଳେ ଆଉ କାହାର ଅଭିଯୋଗ ନାହିଁ କିମ୍ଵା ପୁଲିସ କାର୍ଯ୍ୟନୁଷ୍ଠାନ ବି ଦେଖିବାକୁ ମିଳୁନି। ବାଟଘାଟରେ ଗୋଚାଲାଣ ଗାଡ଼ିକୁ ଅଟକାଇ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବା ଗୋସେବକଙ୍କ ସ୍ୱର ଏବେ ଧିମା ଗତିରେ ନରମି ଯାଇଛି। ତେଣୁ ପୂର୍ବଭଳି ପୁଲିସ ଆଉ ତତ୍ପରତା ଦେଖାଇ ଗୋଚାଲାଣ କରୁଥିବା ପିକଅପ ଭ୍ୟାନ ଓ ଡ୍ରାଇଭରକୁ ଗିରଫ କରିବାରେ ଅସମର୍ଥ ହୋଇଛି।

ଏପରି ସ୍ଥଳେ ଦିନ ହେଉ କି ରାତି ହେଉ ମାଫିଆ ମାନେ ବ୍ୟାପକ ଭାବେ ଗାଁ ଗଣ୍ଡାରୁ ଗୋଚାଲାଣ କରୁଥିବା ଦେଖା ଯାଇଛି। ଗତ ରବିବାର ରାତି ପ୍ରାୟ ୮ଟା ବେଳେ ହିଞ୍ଜିଳି ଥାନାର କଞ୍ଚୁରୁ ରାସ୍ତାରେ ଓ ମଙ୍ଗଳବାର ସକାଳେ ହିଞ୍ଜିଳି ଥାନାର ୫୯ ନଂ ଜାତୀୟ ରାଜପଥ ଦେଇ ପିକଅପ ଭ୍ୟାନ ଯୋଗେ ପୋଢ଼ ମଇଁଷି ଚାଲାଣ ହେଉଥିବା ଜଣା ପଡ଼ିଛି। କେଉଁ ଅଦୃଶ୍ୟ ସିଣ୍ଡିକେଟ ବଳରେ ଗୋ ମାଫିଆ ବେଶ ସକ୍ରିୟ ହୋଇ ହିଞ୍ଜିଳି ଥାନା ଅଞ୍ଚଳରେ ଏଭଳି ଭାଵେ ବେଧଡକ ଗୋଚାଲାଣ କରିବାରେ ସାହାସ ଜୁଟାଇ ସଫଳ ହେଉଛନ୍ତି, ତାହା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

Silver Gandhi demands regularisation of Contractual Teachers – Submitted Memorandum to CM

October 7, 2026
ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି

ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି

October 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version