• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗାନ୍ଧୀ ଜୟନ୍ତୀ ଅବସରରେ ସାହିତ୍ୟ ଆସର – ଶେରଗଡ

Proprietor Abhimanyu Maharana by Proprietor Abhimanyu Maharana
October 4, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଗାନ୍ଧୀ ଜୟନ୍ତୀ ଅବସରରେ ସାହିତ୍ୟ ଆସର –                                     ଶେରଗଡ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୦୪ ଅକ୍ଟୋବର ରବିବାର ) ହିଞ୍ଜିଳିକାଟୁ :- ଶେରଗଡ ବ୍ଳକର ପିତ୍ତଳ ଛକସ୍ଥିତ ଚନ୍ଦ୍ରିକା ଆବାସ ଶିଶୁ ବିଦ୍ୟା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀଜୟନ୍ତୀଅବସରରେ ମାଟି ଲଗ୍ନାସାହିତ୍ଯ ସଂସଦ ଗଞାମ ଜିଲା ଶାଖାର ପ୍ରଥମ ଅଧିବେଶନ ସଭାପତି ଇଂବିଚିତ୍ରା ନଂଦମୂନୀ କଂ ସଭାପତିତ୍ୱରରେ ସାହିତ୍ୟ ଆସର ଓ ଗାନ୍ଧୀ ବିଚାର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶେରଗଡ ତହସିଲଦାର ଦୟାସିଂଧୁ ପରିଡା ମୂଖ୍ଯଅତିଥି, ଡକ୍ଟର ବିମଳପ୍ରସାଦ ପଟ୍ଟନାୟକ,ମୂଖ୍ୟ ବକ୍ତା, ସମ୍ମାନୀତ ଅତିଥି ରୂପେ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାସ ,ଲଳିତ କୁମାର ସ୍ୱାଇଁ, ଓଅଜିତକୁମାରତ୍ରିପାଠୀଯୋଗଦେଇ ଗାନ୍ଧୀ ବିଚାରଧାରା ଉପରେ ଉଦବୋଧନ ଦେଇଥିଲେ ପ୍ରଥମେ ଅଧିବେଶନ ରେ।ପ୍ ରାରମ୍ଭରେ ବାପୁ ଓ ଶାସ୍ତୀ କଂପ୍ରତି ଛବିରେ ପୁଷ୍ପମାଲ୍ଯ ଦେଇ ଶ୍ରଧ୍ଧାସୁମନ ଅର୍ପଣ କରି କରୋନା ଯୋଦ୍ଧା ମାନଙ୍କ ପ୍ରତି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ କବିତା ପାଠ ଉଛବ କାର୍ଯ୍ୟ କ୍ରମ ରେବିଚିତ୍ରା ନଂଦମୁନୀ ଅଧ୍ଧକ୍ଷତା କରି ଥିବା ବେଳେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ଡକ୍ଟର ଗୁରୁ ମୂର୍ତ୍ତି ନାୟକ, ଏ ଯୁଧିଷ୍ଠିର ଦୋରା,

ସନ୍ତୋଷ କୁମାର ଜେନା, ତ୍ରିନାଥବେହରା ଓସୁରେନ୍ଦ୍ରପାଣିଗ୍ରାହି ଅତିଥି ରୂପେ ମଂନ୍ଚାସୀନହୋଇଥିଲେ । ପ୍ରାୟ ୩୦ରୁ ଉର୍ଦ୍ଧ କବି କବୟତ୍ରୀ ସେମାନଙ୍କର ନିଜସ୍ୱ ରଚିତ କବିତା ଆବୃତ୍ତି କରି ଥିଲେ । ଏହାକୁ ସଂଯୋଜନା କରିଥିଲେ ଲଳିତ କୁମାର ସ୍ୱାଇଁ ଓଅଜିତକୁମାରମୂନୀ । ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି କଂସମେତ ପ୍ରାୟ ୪୦ଜଣ କବି, କବୟତ୍ରୀ ଗାଳ୍ପିକ ସାହିତ୍ୟିକ କୁଂଉଛବରେମାନପତ୍ର,ଉପଢୌକନ ଓ ପୁଷ୍ଷଗୁଛଦେଇ ସଂବଧ୍ଧନା ୱାପନକରାଯାଇଥିଲା । ମାଟି ଲଗ୍ନାସାହିତ୍ଯ ସଂସଦ ପ୍ରତି ବ୍ଲକ ସ୍ତରରେ ଶାଖାପ୍ରଶାର ଗଞାମ ଜିଲା ରେ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ରେ ବି ସତ୍ୟମଆଚାରୀ,ଲୋକନାଥନାୟକ,ସନ୍ତୋଷ ଯେନା, ଗୋପାଳ ପାତ୍ର, ଶିଶିର କୁମାର ସ୍ବାଇଁ, କୁନାସେଠୀ,କାହ୍ନୁ ଚରଣ ମହାରଣା, ଡ ଗାୟତ୍ରୀସାହୁ,ସୁଜାତା ରାଣୀ ଶତପଥୀ ଓ ସୁଜାତା ସିଂ ସମେତଜିଲାର ବିଭିନ୍ନ ପ୍ରାନ୍ତରୁବହୁ ସାହିତ୍ୟିକ, ଓ କବି କବୟତ୍ରୀ ଯୋଗ ଦେଇଥିଲେ । (ଋିପୋର୍ଟ : ଶୁସାନ୍ତ ପ୍ରଧାନ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
“ଜାତିର ସ୍ୱର” ର ୬ଷ୍ଠ ବାର୍ଷିକୋତ୍ସବ ପାଳନ

“ଜାତିର ସ୍ୱର” ର ୬ଷ୍ଠ ବାର୍ଷିକୋତ୍ସବ ପାଳନ

September 29, 2026
ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ

ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ

September 29, 2026
ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା

ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା

September 29, 2026
ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ

ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ

September 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

“ଜାତିର ସ୍ୱର” ର ୬ଷ୍ଠ ବାର୍ଷିକୋତ୍ସବ ପାଳନ

“ଜାତିର ସ୍ୱର” ର ୬ଷ୍ଠ ବାର୍ଷିକୋତ୍ସବ ପାଳନ

September 29, 2026
ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ

ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ

September 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version