କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରିଖ ଶନିବାର ଦିନ ସକାଳ 10ଘଣ୍ଟା ସମୟରେ ବିଶ୍ଵନିର୍ମାତା ବିଶ୍ୱକର୍ମା ବାବା ଙ୍କର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କଣ୍ଟାବାଞ୍ଜି ଡ୍ରାଇଭର ସଂଘ କଣ୍ଟାବାଞ୍ଜି ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ଧରି ବିଶ୍ୱକର୍ମା ବାବାଙ୍କର ପୂଜାର୍ଚନା ସାଙ୍ଗକୁ ଭୋଗ ବଣ୍ଟନ କରାଯାଇଥିଲା l ଅନେକ ଅଂଚଳରୁ ଲୋକେ ଭଗବାନ ବିଶ୍ୱକର୍ମା ବାବା ଙ୍କୁ ଦରଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l















