• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀଜଗନ୍ନାଥଙ୍କ ସଂସ୍କୃତି କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଲେ ବୁଦ୍ଧିଜୀବୀ ଓ ସନ୍ଥ ମହନ୍ତ

Proprietor Abhimanyu Maharana by Proprietor Abhimanyu Maharana
September 12, 2026
in ଓଡ଼ିଶା, ପୁରୀ, ହୋମ୍
0
ଶ୍ରୀଜଗନ୍ନାଥଙ୍କ ସଂସ୍କୃତି କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଲେ ବୁଦ୍ଧିଜୀବୀ ଓ ସନ୍ଥ ମହନ୍ତ
Share on FacebookShare on TwitterWhatsapp

ଗଠନ ହେଲା ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସୁରକ୍ଷା କ୍ରିୟାନୁଷ୍ଠାନ ସମିତି

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଶୁକ୍ରବାର ବିଭିନ୍ନ ସମୟରେ ଶ୍ରୀ ଜଗନ୍ନାଥ ସଂସ୍କୃତି ନେଇ ଦ୍ଵନ୍ଦ ଓ ବିବାଦ ମୁଣ୍ଡ ଟେକୁଛି। କିଏ ଧାମ ଶବ୍ଦ ବ୍ୟବହାର କଲେଣି ତ କିଏ ଅଦିନରେ ରଥ ଯାତ୍ରା କଲେଣି। ଏ ସବୁ କଥା ଜଗନ୍ନାଥ ପ୍ରେମୀଙ୍କୁ ଦାରୁଣ ଆଘାତ ଦେଉଛି। ଧର୍ମ କୁ ନଷ୍ଟ ବା ବିକୃତ କରିବାର ମସୁଧା ଦେଇ ଅଥବା ପ୍ରଚୁର ଆର୍ଥିକ ଲାଭ ଉଦେଶ୍ୟରେ ହେଉ କି କିଛି ବ୍ୟକ୍ତି ବା ସଂସ୍ଥା ଏଭଲି ଅବାଞ୍ଛିତ ପଦକ୍ଷେପ ନେଉଛନ୍ତି। ଏ ସବୁକୁ ପ୍ରତିହତ କରି ମହାପ୍ରଭୁଙ୍କ ପ୍ରଚଳିତ ପରମ୍ପରା ଓ ସଂସ୍କୃତି କୁ ସୁରକ୍ଷା ଦେବା ପାଇଁ ଆଜି ପୁରୀ ରାଧାବଲ୍ଲଭ ମଠ ପରିସରରେ ଆହୂତ ହୋଇଥିବା ବୈଠକରେ ସର୍ବସମ୍ମତି କ୍ରମେ “ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା କ୍ରିୟାନୁଷ୍ଠାନ ସମିତି ଓଡିଶା ” ନାମରେ  ଏକ ଅନୁଷ୍ଠାନ ଆତ୍ମପ୍ରକାଶ କରିଛି ।

ଏହି ସମିତିର ମାର୍ଗଦର୍ଶକ ରୂପେ ପରମହଂସ ପ୍ରଜ୍ଞାନାନନ୍ଦଜି ମହାରାଜ, ମହନ୍ତ ସଚ୍ଚିଦାନନ୍ଦ ଜି ମହାରାଜ ମନୋନୀତ ହୋଇଥିଲେ। ପ୍ର. ହରେକୃଷ୍ଣ ଶତପଥି, ସଭାପତି , ମହନ୍ତ ରାମକୃଷ୍ଣ ଦାସ ମହାରାଜ କାର୍ଯ୍ୟକାରୀ ସଭାପତି, ମହନ୍ତ ବିଜୟ ରାମାନୁଜ ଦାସ ଓ ଦୁର୍ଗାଦାସ ମହାପାତ୍ର ଉପସଭାପତି, ସମ୍ପାଦକ ମନୋଜ ରଥ , ସଂଗଠନ ସମ୍ପାଦକ ଡ଼ଃ ରାମଚରଣ ଦାସ, , କୋଷାଧ୍ୟକ୍ଷ ବାବା ସତ୍ୟାନନ୍ଦ ଦାସ ପ୍ରମୁଖ ମନୋନୀତ ହୋଇଥିଲେ। କାର୍ଯ୍ୟକାରିଣୀ ସଦସ୍ଯ ଭାବେ ପଣ୍ଡିତ ନରେଶ ଦାଶ , ପଣ୍ଡିତ ମାତୃ ପ୍ରସାଦ ମିଶ୍ର , ପଣ୍ଡିତ ମହେଶ ସାହୁ , ପଣ୍ଡିତ ବିଶ୍ବମ୍ଭର ଦାଶ , ଡ଼ଃ ଅତୁଲ ନନ୍ଦଙ୍କୁ କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ଗ୍ରହଣ କରାଯାଇଛି ।

ଆଗାମୀ ଦିନରେ ଓଡ଼ିଶାର ୩୦ଟି ଜିଲ୍ଲରୁ ୧୦୦ ଜଣ କାର୍ଯ୍ୟକାରୀ ସଦସ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ପାରିତ ହେଲା।ଏତତ ବ୍ୟତୀତ ନିମ୍ନ ଲିଖିତ ନିଷ୍ପତି ଗୁଡିକ ସର୍ବସମ୍ମତି କ୍ରମେ ନିଆଗଲା । ଖୁବ ଶୀଘ୍ର ୭ ଜଣିଆ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ,ଆଇନମନ୍ତ୍ରୀ, ମୁଖ୍ୟ ପ୍ରଶାସକ ରାଜ୍ୟପାଳଙ୍କୁ ଭେଟି ଶ୍ରୀ ଜଗନ୍ନାଥ ସଂସ୍କୃତିର ଅବକ୍ଷୟ ରୋକିବା ଆଇନ ପ୍ରଣୟନ କରିବା ପାଇଁ ପ୍ରସ୍ତାବ ଦେବେ। ଶ୍ରୀ ଜଗନ୍ନାଥ ଅନ୍ନିମସନ ଫିଲ୍ମ ବାବଦରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ସନ୍ତୋଷ ଜନକ ହୋଇ ନଥିବାରୁ ପୁନର୍ବିଚାର ପାଇଁ ଆବେଦନ କରାଯିବ।ଶ୍ରୀ ଜଗନ୍ନାଥ ଅନ୍ନିମସନ ଫିଲ୍ମ ପ୍ରଦର୍ଶନ ସ୍ଥାନରେ ସ୍ଥାନୀୟ ଭକ୍ତ ମାନଙ୍କର ସହଯୋଗରେ ପ୍ରତିବାଦ ଓ ସଚେତନତା ସୃଷ୍ଟି କରାଯିବ।ଶ୍ରୀ ଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ପାଇଁ ଧର୍ମ ଗର୍ଜନ ସମାବେଶ ଆୟୋଜନ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୫୩ ଗୋଟି କେଶରେ ଜବତ ୧୩.୩୪ ଗଞ୍ଜେଇକୁ ପୋଡି ନଷ୍ଟ କରାଗଲା

ଗଜପତି ଜିଲ୍ଲା ଗାରବନ୍ଧ ଗ୍ରାମ ପୋଖରୀରେ ବୁଡି ଜଣେ ମୃତ

September 12, 2026
୩ ମାସରେ ୫୦ ଗୋଟି ସାଇକେଲ ଚୋରି କରିଥିବା ସିରିଜ ସାଇକେଲ ଚୋର ଗିରଫ

୩ ମାସରେ ୫୦ ଗୋଟି ସାଇକେଲ ଚୋରି କରିଥିବା ସିରିଜ ସାଇକେଲ ଚୋର ଗିରଫ

September 12, 2026
ସିୟୁଟିଏମ ତରଫରୁ ଗଜପତି ଜିଲ୍ଲାରେ ‘ମିନି କୃଷି ମେଳା’ ଅନୁଷ୍ଠିତ

ସିୟୁଟିଏମ ତରଫରୁ ଗଜପତି ଜିଲ୍ଲାରେ ‘ମିନି କୃଷି ମେଳା’ ଅନୁଷ୍ଠିତ

September 12, 2026
ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ଆଇ.ଏ.ଏସ ନୂତନ ଉପଜିଲ୍ଲାପାଳ

ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ଆଇ.ଏ.ଏସ ନୂତନ ଉପଜିଲ୍ଲାପାଳ

September 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୫୩ ଗୋଟି କେଶରେ ଜବତ ୧୩.୩୪ ଗଞ୍ଜେଇକୁ ପୋଡି ନଷ୍ଟ କରାଗଲା

ଗଜପତି ଜିଲ୍ଲା ଗାରବନ୍ଧ ଗ୍ରାମ ପୋଖରୀରେ ବୁଡି ଜଣେ ମୃତ

September 12, 2026
୩ ମାସରେ ୫୦ ଗୋଟି ସାଇକେଲ ଚୋରି କରିଥିବା ସିରିଜ ସାଇକେଲ ଚୋର ଗିରଫ

୩ ମାସରେ ୫୦ ଗୋଟି ସାଇକେଲ ଚୋରି କରିଥିବା ସିରିଜ ସାଇକେଲ ଚୋର ଗିରଫ

September 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version