ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପଲିଥିନ କାରବାର ଉପରେ ରାଜ୍ଯ ସରକାର କଟକଣା କଡାକଡି ଭାବେ ଲାଗୁ କରିବା ସହ ତାହାକୁ ସଂପୂର୍ଣ୍ଣ ରୁପେ ବେଆଇନ ବୋଲି ଘୋଷଣା କରିଛନ୍ତି।ମାତ୍ର ଧର୍ମକୁ ଆଖିଠାର ମାରିଲା ପରି ଖଣ୍ଡପଡ଼ା ଅଞ୍ଚଳରେ ପଲିଥିନର ବ୍ୟବହାର ଖୁଲମ ଖୁଲା ଭାବେ ଚାଲିଥିବା ପରିଲକ୍ଷିତ ହେଉଛି । ପାନ ଦୋକାନ,ଜଳଖିଆ ଦୋକାନ, ତେଜରାତି ଦୋକାନ ଠାରୁ ଆରମ୍ଭ କରି ହୋଟେଲ ଓ ଢାବାରେ ପଲିଥିନର କାରବାର ବହୁଳ ମାତ୍ରାରେ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଦେଖି କିଛି ନ ଦେଖିବା ନ୍ୟାୟରେ ନୀରବଦ୍ରଷ୍ଟା ସାଜିଥିବା ଜଣାପଡିଛି । ଯେଉଁଠି ଦେଖିବ ସେଇଠି ଅଳିଆ,















