ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜଧାନୀ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବ ପରିପ୍ରେକ୍ଷୀରେ ପୂର୍ବତନ ଛାତ୍ର ସଂସଦ ସାଧାରଣ ପରିଷଦ ବୈଠକ ଆସନ୍ତା ସେପ୍ଟେମ୍ବର ୬ ତାରିଖ,ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ କଲେଜ ପରିସରରେ ଅନୁଷ୍ଠିତ ହେବ । ଏହି ବୈଠକରେ ଆସନ୍ତା ନଭେମ୍ବର ମାସରେ ତିନିଦିନିଆ ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବ ଆୟୋଜନ ସଂପର୍କରେ ସବିଶେଷ ଆଲୋଚନା ହେବ ।

ମହାବିଦ୍ୟାଳୟର ବିଭିନ୍ନ ବର୍ଷର ପୂର୍ବତନ ଛାତ୍ରଛାତ୍ରୀମାନେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ହୋଇ ନିଜର ମତ ଦେବା ସହ କାର୍ଯ୍ୟକ୍ରମ ର ଚୂଡାନ୍ତ ଯୋଜନା ସଂପର୍କରେ ନିଷ୍ପତ୍ତି ନେବାରେ ସହାୟକ ହେବା ପାଇଁ ଛାତ୍ର ସଂସଦ ପକ୍ଷରୁ ସଭାପତି ତଥା ବିଧାୟକ ଅନନ୍ତ ନାରାୟଣ ଜେନା,ସଂପାଦକ ଦେବ ପ୍ରସାଦ ପରିଜା,ମୁଖ୍ୟ ସଂଯୋଜକ ପ୍ରହଲ୍ଲାଦ ସିଂହ, କାର୍ଯ୍ୟକ୍ରମ ସଂପାଦକ ରଜତ କୁମାର ପରିଡା,ଗୀତିକାର ରଜନୀ ରଞ୍ଜନ,ସ୍ମୃତି ମହାନ୍ତି ପ୍ରମୁଖ ଏକ ବିବୄତ୍ତିରେ ଅନୁରୋଧ କରିଛନ୍ତି ।