କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ହିରୋଇନ୍ ଚୋରା ବେପାରର ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳର ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ଙ୍କ ନେତୃତ୍ୱରେ ଏକ ଅବକାରୀ ଦଳ ବାଙ୍କୀ ସବଡିଭିଜନର ବାଙ୍କୀ ଥାନା ଅନ୍ତର୍ଗତ ପଥୁରିଆପଡା ଶିବ ମନ୍ଦିର ନିକଟରେ ଅଚାନକ ଚଢ଼ାଉ କରି ପଥୁରିଆପଡାର ୫୬ ବର୍ଷ ବୟସର ଶ୍ରୀ ବିଜୟ କୁମାର ମହାପାତ୍ରଙ୍କୁ କାବୁ କରିବା ସହ ବିକ୍ରି ପାଇଁ ମହଜୁଦ ଥିବା ୪୨ ଗ୍ରାମ ହିରୋଇନ୍ ଯାହାର ଆନୁମାନିକ ମୂଲ୍ୟ ଟ.୪,୪୦,୦୦୦/ ଙ୍କା ଜବତ















