• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚାନ୍ଦପୁର, ବେଆଇନ ଖଣି ଖନ ନ ପୁଲିସ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକା

Proprietor Abhimanyu Maharana by Proprietor Abhimanyu Maharana
August 21, 2026
in ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍
0
ଚାନ୍ଦପୁର, ବେଆଇନ ଖଣି ଖନ ନ ପୁଲିସ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକା
Share on FacebookShare on TwitterWhatsapp

ଚାନ୍ଦପୁର ଥାନା ମାମଲା ନଂ ୧୮୫/୨୦୨୬କୁ ବାଡ଼ ଫସଲ ଖାଇବା ପରି ଥାନାଧିକାରୀ ଭାରତୀୟ ନ୍ୟାୟ ସଂହିତା ର ଧାରାକୁ ସନ୍ନିହିତ ନ କରିଥିବା ଘଟଣାକୁ ନେଇ ଅଭିଯୋଗ କରି ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କଲେ ।

ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ଜ଼ିଲା ଚାନ୍ଦପୁର ଥାନାଧିକାରୀ ଅଭୟ କୁମାର ବେହେରା କେତେବେଳେ କଣ କହୁଛନ୍ତି ସେ ନିଜେ ଜାଣି ପାରୁନାହାଁନ୍ତି । ପ୍ରଥମେ କହିଲେ ମାମଲାଟି ୧୯୩/୨୦୨୬ରେ ପଞ୍ଜିକୃତ ହୋଇଛି । ସେହି ଅନୁସାରେ ଖବର ପ୍ରକାଶିତ ହେଲା । ସିଟିଜେନ ପୋର୍ଟାଲ ରୁ ଜଣାପଡିଲା ତାହା ୧୮୫/୨୦୨୬ତାଙ୍କୁ ଏହା ପଚାରିବାରେ ପୂର୍ବ କଥାକୁ ଦୋହରାଇଲେ । ପୁଣି ଅଧଘଣ୍ଟା ପରେ ଭୁଲକୁ ସ୍ୱୀକାର କଲେ । ପ୍ରଥମରୁ ବାଡ଼ ଫସଲ ଖାଇବା ପରି ଆଚରଣ କରି ନିଜେ ଆଉ ନିଜ ଆୟତରେ ନଥିବା ଭଳି ଜଣାପଡୁଛି ।

ଗତ ୧୬ତାରିଖ ସନ୍ଧ୍ୟାରେ ନୂଆପଡ଼ା ଗ୍ରାମର ଅମୀୟ ବଳିୟାରସିଂହ ଙ୍କୁ କେରାଣ୍ଡାଟାଙ୍ଗୀ ବଜାରରେ ଯେପରି ମରଣାନ୍ତକ ଆକ୍ରମଣ କରି ଜୀବନରେ ମାରିଦେବାର ପ୍ରୟାସ କରାଯାଇଥିଲା ସେହି ଘଟଣାରେ ତାଙ୍କ ଭାଇ ସମିତି ସଭ୍ୟ ଶିଶିର ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମଧ୍ୟ ମୁମୁର୍ଷୁ ଅବସ୍ଥାରେ ଗୁରୁତ୍ତର ଆହତ ଅମୀୟଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ।

ଏବେ ସେ ଜୀବନମରଣ ସମସ୍ୟା ଦେଇ ଗତି କରୁଛନ୍ତି । ଏହି ଆକ୍ରମଣ ମୁଖ୍ୟତଃ ବେଆଇନ କଳାମୁଗୁନି ପଥର ଖଣି ଖନ ନ ଓ ଚାଲାଣକୁ ବିରୋଧ କରିବା ଘଟଣା ରେ  ଖଣି ମାଫିଆ ମାନେ ଯୋଜନା ବଦ୍ଧ ଭାବେ କରିଥିଲେ । ସେମାନଙ୍କ ମଧ୍ୟରୁ ବିପିନ ପାଢୀଙ୍କୁ ବାଦ ଦେଇ ଆକ୍ରମଣ କାରୀ ମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ୧୦୯ଧାରାକୁ ସନ୍ନିହିତ ନକରି ପ୍ରତ୍ୟକ୍ଷ ଭାବେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇଛି ।

ଏହି ବେଆଇନ ଖଣି ଖନ ନ ପୁଲିସ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକାରେ ହୋଇ ପରିବେଶ ପ୍ରଦ୍ୟୁଷିତ ହେବା ସାଙ୍ଗକୁ ନୂଆପଡା ଓ ପଡୋଶୀ ଗ୍ରାମରେ ଅଶାନ୍ତିକର ବାତାବରଣ ସୃଷ୍ଟି କରୁଥିଲା । ବିରାଡ଼ିକୁ ହାତକାମୁଡା ଶିଖାଇ ପରେ ତାକୁ ବାରଣ କଲାବେଳକୁ ପୁଲିସ ଆଉ ନିରପେକ୍ଷ ହେବା ସହଜ ନୁହେଁ । ତେଣୁ ସେହି ମାନଙ୍କ ପ୍ରରୋଚନାରେ କାର୍ଯ୍ୟ କରିବା ବ୍ୟତୀତ ତାଙ୍କର ଅନ୍ୟଗତି ନଥିବା ପରି ଲକ୍ଷ୍ୟ କରାଯାଉଛି ।

ପ୍ରଚଳିତ ଆଇନ କୁ ଅଣଦେଖାକରି ଥାନାଧିକାରୀ ଶ୍ରୀ ବେହେରା ଯେପରି ଦିନବେଳେ ହାରକିନ ଦେଖାଇ ଦଫା ଲଗାଇଛନ୍ତି ତାହାର ସଂଶୋଧନ କରି ଥାନାଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମିତ୍ତ ଅଭିଯୋଗ କାରୀ ଶିଶିର ବଳିୟାରସିଂହ ନୟାଗଡ଼ ଆରକ୍ଷୀ ଅଧିକ୍ଷକ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ରାଜ୍ୟସରକାରଙ୍କ ଗୃହ ସଚିବଙ୍କ ଦୃଷ୍ଟି ଲିଖିତ ଭାବେ ଆକର୍ଷଣ କରିଥିବା ସୂଚନା ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ

ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ

August 21, 2026
ଚାନ୍ଦପୁର, ବେଆଇନ ଖଣି ଖନ ନ ପୁଲିସ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକା

ଚାନ୍ଦପୁର, ବେଆଇନ ଖଣି ଖନ ନ ପୁଲିସ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକା

August 21, 2026
ତଦନ୍ତ ନକରି ଗୁଜବକୁ ବିଶ୍ବାସ କରି ପ୍ରତିକ୍ରିୟା ରଖିବା ଚାନ୍ଦପୁର ଥାନା ଅଧିକାରୀଙ୍କ ଚର୍ଚ୍ଚା ଜୋର ଧରିଛି

ତଦନ୍ତ ନକରି ଗୁଜବକୁ ବିଶ୍ବାସ କରି ପ୍ରତିକ୍ରିୟା ରଖିବା ଚାନ୍ଦପୁର ଥାନା ଅଧିକାରୀଙ୍କ ଚର୍ଚ୍ଚା ଜୋର ଧରିଛି

August 21, 2026
ପାରଳାଖେମୁଣ୍ଡି ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

August 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ

ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ

August 21, 2026
ଚାନ୍ଦପୁର, ବେଆଇନ ଖଣି ଖନ ନ ପୁଲିସ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକା

ଚାନ୍ଦପୁର, ବେଆଇନ ଖଣି ଖନ ନ ପୁଲିସ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକା

August 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version