• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା

Proprietor Abhimanyu Maharana by Proprietor Abhimanyu Maharana
August 17, 2026
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା
Share on FacebookShare on TwitterWhatsapp

ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା ସ୍ପଷ୍ଟ ଦିବାଲୋକରେ ଚାନ୍ଦପୁର ଥାନା ଅନ୍ତର୍ଗତ କେରାଣ୍ଡାଟାଙ୍ଗୀ ବଜାରରେ ସମିତିସଭ୍ୟଙ୍କ ବଡଭାଇ ଅଭୟଙ୍କୁ ମରଣାତ୍ମକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଆମ ରାଜ୍ୟରେ ଢେଙ୍କାନାଳ ପରେ ଦେଶୀୟ ରାଜ୍ୟ ରଣପୁର ରେ ବେଠି ବେଗାରୀ, ନରବଳି, ଗଛ ମାଛ ଅଧିକାର ଠାରୁ ବଞ୍ଚିତ ହୋଇ ଅକଥନୀୟ ନିର୍ଯ୍ୟାତନା ର ଶିକାର ହେଉଥିଲେ । ପ୍ରଜାମଣ୍ଡଳ ଗଠିତ ହୋଇ ଏହି ଅମାନୁଷିକ ଅତ୍ୟାଚାର ବିରୋଧରେ ତୁମୁଳ ସଂଗ୍ରାମ ଚଳାଇଥିଲେ l ୧୯୪୭ମସିହାରେ ଦେଶ ସ୍ୱାଧୀନ ହେବା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ଼ ଓଡ଼ିଶାରେ ଡ଼ଃ ହରେକୃଷ୍ଣ ମହତାବ ନେତୃତ୍ୱରେ ୧୬ଟି ଦେଶୀୟ (ଗଡଜାତ )ର ମିଶ୍ରଣ ହେବା ଯୋଗୁ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠିତ ହେବା ପରେ ରଣପୁର ବାସୀଙ୍କୁ ଆଶ୍ବସ୍ତି ମିଳିଥିଲା ।

ରଣପୁର ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରେ ରଣପୁର ରାଜମାତା ବସନ୍ତ ମଞ୍ଜରୀ ଦେବୀ, ସୁରମା ପାଢ଼ୀ ଓ଼ ରମାକାନ୍ତ ମିଶ୍ର ପ୍ରମୁଖ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ରଣପୁରର ଗୌରବକୁ ରୁଦ୍ଧିମନ୍ତ କରିଥିଲେ। ଏତଦ ବ୍ୟତୀତ ବିଭିନ୍ନ ଦଳ ର ନେତା ମାନେ ମଧ୍ୟ ରଣପୁର କୁ ପ୍ରତିନିଧିତ୍ୱ କରିଥିଲେ । ଏହି ପ୍ରକ୍ରିୟା ପ୍ରାୟ ୨୦୨୪ପର୍ଯ୍ୟନ୍ତ ଚାଲିଥିଲା । ଗତ ସାଧାରଣ ନିର୍ବାଚନ ପରଠାରୁ ରଣପୁର କୁ ପୂର୍ବର ରାଜରାଜୁଡା ଶାସନ ର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳୁଛି ।

ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ରଣପୁର ଅଂଚଳ ଜଙ୍ଗଲ ଓ଼ ଲଘୁ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଲଘୁ ଖଣିଜ ସମ୍ପଦକୁ ଲୁଟ କରିବା ପାଇଁ ମାଫିଆ ମାନଙ୍କ ଆବିର୍ଭାବ ହେତୁ ରଣପୁରରେ ଏକ ପ୍ରକାର ଅରାଜକତା ଦେଖାଦେଇଛି । ପ୍ରତ୍ୟେକ ଜନବସତି ନିକଟରେ ପ୍ରାୟତଃ ଛୋଟ କାଟର ମୁଣ୍ଡିଆ ରହିଛି । ଅଧିକାଂଶ ମୁଣ୍ଡିଆ କଳା ମୁଗୁନି ପଥର ରେ ଭରପୁର ଏହା ଉପରେ ଖଣି ମାଫିଆଙ୍କର ଲୋଲୁପ ଦୃଷ୍ଟି ବହୁ ଜଙ୍ଗଲ ଜମିରେ ମାଙ୍କଡା ପଥର ରହିଛି।ପ୍ରଭାବ ଶାଳୀ ରାଜନେତାଙ୍କୁ ହାତକରି ମାଫିଆମାନେ ସେମାନଙ୍କ ରାଜୁତି ଜାହିରକରି ଚାଲିଛନ୍ତି ।

ରାଜନେତା ପ୍ରଶାସନ ଓ ମାଫିଆମାନଙ୍କ ମଧୁ ଚନ୍ଦ୍ରିକା ବେଶ ଜମିଛି । ଏଥିଯୋଗୁ ପରିବେଶ ପ୍ରଦ୍ୟୁଷିତ ହେବା ସହ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଚାନ୍ଦପୁର ଥାନା କେରଣ୍ଡା ଟାଙ୍ଗୀ ପଂଚାୟତ ନୂଆପଡା ଗ୍ରାମ ନିକଟସ୍ଥ କଳାମୁଗୁନି ଖଣିରୁ ବେଆଇନ ପଥର ଖନ ନ ଓ ଉତ୍ତୋଳନ କୁ କେନ୍ଦ୍ର କରି ବହୁ ବଡ଼ବିବାଦ ପରିସ୍ଥିତି ଉପୁଜି ମାମଲା ଅଦାଲତକୁ ଯାଇଛି । ଏହି ଖଣିରେ ଏକ ଯୁବକର ମୃତ ଶରୀର ଠାବ କରାଯାଇଥିବା ହେତୁ ଖନ ନ କାର୍ଯ୍ୟ କିଛିଦିନ ପାଇଁ ବନ୍ଦ ଥିଲା ।

ତେବେ ଏହି ବେଆଇନ କାର୍ଯ୍ୟକୁ ବିରୋଧ କରୁଥିବା ଲୋକଙ୍କୁ ଜୀବନ ରୁ ହଟାଇ ଦେବା ପାଇଁ ମାଫିଆ ମାନେ ପ୍ରସ୍ତୁତ ହୋଇ ରହିଥିଲେ । ସମିତି ସଭ୍ୟ ଶିଶିର ବଳିୟାରସିଂହ ଙ୍କ ଭାଇ ଅମୀୟ ଙ୍କୁ କେରଣ୍ଡା ଟାଙ୍ଗୀ ବଜାର ଛକରେ ଏକାଟିଆ ପାଇ ମରଣାତ୍ମକ ଆକ୍ରମଣ କରିଥିବା ଖବର ପାଇ ଚାନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଂଚି ଗୁରୁତ୍ତର ଭାବେ ଆହତ ଅମୀୟ ଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତ୍ତର ଦେଖି ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦିଆ ଯାଇଛି ।

୧୬ତାରିଖ ସନ୍ଧ୍ୟା ୭ଟା ସମୟରେଏହି ଯୋଜନା ବଦ୍ଧ ଆକ୍ରମଣ ହୋଇଥିବା ନେଇ ଶିଶିର ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।ତାଙ୍କ ଅଭିଯୋଗରେ ସେ ଦର୍ଶାଇ ଛନ୍ତି ଯେ,ସରପଞ୍ଚ ଙ୍କ ସ୍ୱାମୀ ରାଜେଶ ମହାପାତ୍ର,ଜୁଲି କଳସ, ସତ୍ୟନାରାୟଣ ଛୋଟରାୟ, ପ୍ରଦୀପକୁମାର ସେନାପତିଓ ସଞ୍ଜୟ ସିଂହ ପ୍ରମୁଖ ବାଚସ୍ପତି ସୁରମା ପାଢ଼ୀ ଙ୍କ ସ୍ୱାମୀ ବିପିନ ପାଢ଼ୀ ଙ୍କ ନିର୍ଦ୍ଦେଶ କ୍ରମେ ଲୁହା ଛଡ଼, ଧାରୁଆ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ରେ ସଂଘ ବଦ୍ଧ ଆକ୍ରମଣ କରିଥିଲେ।ନିରସ୍ତ୍ର ଅମୀୟ ମୁଣ୍ଡ ଓ ଗୋଡ଼ରେ ଗୁରୁତ୍ତର ଆଘାତ ପାଇ ତଳେ ପଡିଯାଇଥିବା ଦେଖି ଆକ୍ରମଣ କାରୀ ମାନେ ଭାବିଲେ ଅମୀୟଙ୍କର ମୃତ୍ୟୁ ହୋଇଯାଇଛି ।

ଶିଶିର ଙ୍କ ଅଭିଯୋଗକୁ ଆଧାର କରି ଥାନାରେ ୧୯୩/୨୦୨୬ନଂ ମାମଲା ରୂଜୁ ହୋଇଛି।ଅଭିଯୁକ୍ତ ମାନଙ୍କ ତରଫରୁ ପ୍ରଦତ୍ତ ଏତଲା କୁ ନେଇ ମଧ୍ୟ ସାନି ମାମଲା ୧୯୪/୨୦୨୬ନଂ ମାମଲା ରୂଜୁ ହୋଇଥିବା ଜଣାପଡିଛି ।ସ୍ୱାଧୀନତା ପରେ ୧୯୮୪ମସିହାରେ ୩ଜଣ ନିରୀହ ଶିଶୁଙ୍କୁ ଉପର ମଣି ନାଗ ମନ୍ଦିର ରେ ବଳି ଓ ମଲାଗୁଣି ନଦୀ ପଠାରେ ୨ଜଣ ଶିକ୍ଷୟିତ୍ରୀ ଭଉଣୀଙ୍କ ହତ୍ୟା ପରେ ଆଉ ଏପରି କୌଣସି ନାରକୀୟ ଆକ୍ରମଣ ହୋଇନଥିଲା । କୌଣସି ଅଦୃଶ୍ୟ ଶକ୍ତିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏହାକୁ ଗୁରୁତ୍ୱ ଦେଉନଥିବା ଜଣାପଡିଛି । ରାଜ୍ୟର ପ୍ରତ୍ୟେକ ଥାନାରେ ଯେକୌଣସି ଗୁରୁତ୍ତର ମାମଲା ଘଟିଲେ ତାହାର ଗୁରୁତ୍ୱକୁ କମାଇ ଦେବା ନିମିତ୍ତ ସାନି ମାମଲା ରୂଜୁ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି ।

ଏପରି ଏକ ମରଣାତ୍ମକ ଆକ୍ରମଣରେ କୌଣସି ଜଣେ ହେଲେ ଅଭିଯୁକ୍ତ ଗିରଫ ନହେବା ଦ୍ଵାରା ପୁଲିସ ର ନିରପେକ୍ଷ ତଦନ୍ତ ପ୍ରକ୍ରିୟା ଆଡକୁ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ରଣପୁର ଅଂଚଳରେ ଏହି ପ୍ରକାର ବେଆଇନ କାର୍ଯ୍ୟକୁ କେନ୍ଦ୍ର କରି ଯେପରି ଅଶାନ୍ତିକର ପରିବେଶ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲାଣି ସେଥିରେ ରୋକ ଲଗା ନଗଲେ ଯେଉଁ ଭୟଙ୍କର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ସେଥିପାଇଁ ଲୋକଙ୍କ ସରକାରଙ୍କ ଅସଲ ମୁଖା ଖୋଲିଯିବାକୁ ଏଡ଼େଇ ଦିଆ ଯାଇ ନପାରେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା

ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା

August 17, 2026
ରଣପୁର ବ୍ଲକ ରାଜସୁନାଖଳା, ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ

ରଣପୁର ବ୍ଲକ ରାଜସୁନାଖଳା, ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ

August 17, 2026
ମଦର୍ସ ପବ୍ଲିକ ସ୍କୁଲ୍ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ହବ୍‌ର ଶୁଭାରମ୍ଭ

Mother’s Public School Unveils State-of-the-Art Sports Hub in Bhubaneswar to Pioneer Athletic Excellence in Odisha

August 17, 2026
ମଦର୍ସ ପବ୍ଲିକ ସ୍କୁଲ୍ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ହବ୍‌ର ଶୁଭାରମ୍ଭ

ମଦର୍ସ ପବ୍ଲିକ ସ୍କୁଲ୍ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ହବ୍‌ର ଶୁଭାରମ୍ଭ

August 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା

ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା

August 17, 2026
ରଣପୁର ବ୍ଲକ ରାଜସୁନାଖଳା, ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ

ରଣପୁର ବ୍ଲକ ରାଜସୁନାଖଳା, ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ

August 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version