ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-1984 ISc ଵେଚ ର ବନ୍ଧୁ ମିଳନ ବ୍ରହ୍ମପୁର ହୋଟେଲ ନଂଦନ ଠାରେ ଅନୁଷ୍ଠିତ ହୋଇଯାଇଛି l 42 ବର୍ଷ ର ଛାତ୍ର ଜୀବନ ର ପୁରାତନ ବନ୍ଧୁ ସମ୍ପର୍କ ର କାହାଣୀ ସବୁ ରୋମଂଥନ ହୋଇଥିଲା l
ବର୍ତ୍ତମାନ ଜୀବନ ର ବୃତାନ୍ତ କିପରି ଅତିବାହିତ ହେବ ସେସବୁ ଆଲୋଚନା ହୋଇଥିଲା l ଏଥିରେ ଗୌର ଚନ୍ଦ୍ର ମହାପାତ୍ର, ରାଜେନ୍ଦ୍ର ରଥ, ଆଶୁତୋଷ ରଥ, ସତ୍ୟ ନାରୟଣ ସାହୁ, ସତ୍ୟବ୍ରତ ଦାଶ ଓ ଅନେକ ବନ୍ଧୁ ଯୋଗଦାନ କରିଥିଲେ l














