ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହୋଣ୍ଡା କାର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେତର ପ୍ରମୁଖ ଡିଲରଶିପ ସେଣ୍ଟ୍ରାଲ ହୋଣ୍ଡାଠାରେ ନୂଆ ପ୍ରିମିୟମ ହାଇବ୍ରିତ ଏସ୍ୟୁଭି ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ କରାଯାଇଛି। ହୋଣ୍ଡାର ପ୍ରିମିୟମ ଇଞ୍ଜିନିୟରିଂ, ଡ୍ରାଇଙ୍ଗି ଆରାମ, ନିରାପତ୍ତା, ଅତ୍ୟାଧୁନିକ ହାଇବ୍ରିଡ ଟେକ୍ନୋଲୋଜିକୁ ପସନ୍ଦ କରୁଥିବା ଗ୍ରାହକଙ୍କୁ ନଜରରେ ରଖି ଏହି ଯାନଟିକୁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି ।

ଏସ୍ବିଆଇର ଡିଜିଏମ୍ (ବିଜନେସ ମୁଖ୍ୟ ଓ ଅପରେସନ) ଭି.ସତ୍ୟନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯାନଟିକୁ ଉନ୍ମୋଚନ କରିଥିଲେ। ଏଥିରେ ଗ୍ରାହକ ୨.୦ ଲିଟରର ହାଇବ୍ରିତ ଇଞ୍ଜିନ, ଆକର୍ଷଣୀୟ ଇଣ୍ଟେରିୟର, ପାଓ୍ବାର ସିଟ୍, କିଭିଭିକ ମେମୋରୀ, ୧୨ ୱିକର ବୋସ୍ ପ୍ରିମିୟମ ସାରଣ୍ଡ, ୯ ଇଞ୍ଚ ଡିସ୍ପ୍ରେ, ୱେୟାରଲେସ୍ କାରପେ,















