• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

Proprietor Abhimanyu Maharana by Proprietor Abhimanyu Maharana
July 21, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 
Share on FacebookShare on TwitterWhatsapp

ଭୁବନେଶ୍ୱର ( ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ସଂପ୍ରତି ଦେଶ ଏକ ସଙ୍କଟପୂର୍ଣ୍ଣ ଓ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି ଯେଉଁ ସମୟରେ ପୋଲିସ ବ୍ୟବସ୍ଥାର ତାନାସାହୀ ଚରମ ସୀମାରେ । ଏକ ଦାୟିତ୍ଵବାନ୍ ବିଧି ବ୍ୟବସ୍ଥା ଅନୁସାରେ ପୋଲିସ ସମାଜର ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ ସୁଦ୍ଧା ବର୍ବର ଆଚରଣ ପ୍ରଦର୍ଶନ କରୁଥିବାର ବିଶେଷତଃ ପରିଦୃଷ୍ଟ ହେଉଛି । ଗତ କାଲି ବିଶିଷ୍ଟ ଶିକ୍ଷାବିତ୍, ବୈଜ୍ଞାନିକ, ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ ଓ ଅନଶନରତ ଛାତ୍ର ଛାତ୍ରୀଙ୍କର ଆହ୍ଵାନରେ ହଜାର ହଜାର ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ସାହିତ୍ୟ ଅନୁରାଗୀ, ସଂସ୍କୃତି ପ୍ରେମୀ,

ଚଳଚ୍ଚିତ୍ର କଳାକାର ଶିକ୍ଷାର ସଂସ୍କାର ନିମନ୍ତେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଉଦ୍ଦେଶ୍ୟରେ ଜନ୍ତରମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ଅଗ୍ରସର ହେଇଥିଲେ ଏବଂ ଅଚାନକ ସେମାନଙ୍କୁ ପୋଲିସ ଚାରିଆଡ଼ୁ ରାସ୍ତା ବନ୍ଦ କରି, ଯେଉଁଭଳି ଭାବରେ ବର୍ବର ଆଚରଣ କଲା, ଏବଂ ଦମନଲୀଳାର ଅହଙ୍କାର ପ୍ରଦର୍ଶନ କରି ଆନ୍ଦୋଳନକୁ ଚାପିବାର କ୍ରୁର ପ୍ରଚେଷ୍ଟା କଲା ତାହା ସମଗ୍ର ବିଶ୍ୱରେ ଭାରତର ଗାରୀମାମୟ ଶୈଖିକ ଉପସ୍ଥିତିରେ କଳଙ୍କ ଲଗାଇଦେଇଛି ।

କେବଳ ଏତିକି ନୁହେଁ ରକ୍ତମୁଖା ପୋଲିସ୍ ଛାତ୍ର ଛାତ୍ରୀ ଓ ଅକାରଣରେ ସେମାନଙ୍କୁ ସମର୍ଥନ ଦେବାକୁ ଆସିଥିବା ଅଭିଭାବକଙ୍କ ଉପରେ ଲାଠି ଚାର୍ଜ ଓ ଟିୟର ଗ୍ୟାସ୍ ଆକ୍ରମଣ କଲା ତାହା ପୋଲିସର ହିଂସ୍ର ଆଚରଣକୁ ପଦାରେ ପକାଇଦେଇଛି । ପୋଲିସ ମାଡ ଭୟରେ ଦଳା ଚକଟା ଭିତରେ ହଜିଥିବା ପିଲାମାନଙ୍କୁ ଖୋଜି ପାଉ ନଥିଲାବେଳେ ଅଭିଭାବକ ମହଲରେ ନିରାଶାର ସ୍ଥିତି ଉତ୍ପନ୍ନ ହୋଇଛି । ସାଧା ପୋଷାକରେ ଗୁଣ୍ଡା ମାନେ ଲାଠି ଧରି ପୋଲିସ ସାମ୍ନାରେ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିବା ପୋଲିସର ହୀନ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ।

ସବୁଠୁ ଦୁଃଖର କଥା ହେଲା ପୋଲିସ ଉପରେ ଆକ୍ରମଣ ହୋଇଛି ବୋଲି ଛାତ୍ରଛାତ୍ରୀଙ୍କୁ ଦୋଷାରୋପ କରି ସେମାନଙ୍କ ଉପରେ ସଙ୍ଗୀନ ଦଫା ଲଗେଇଲା ଭଳି ସ୍ଥିତି ଉତ୍ପନ୍ନ କରିବା, ଏ ସବୁ ପୋଲିସର ଅପାରଗତା ଓ ସରକାରୀ କଳର ଷଡ଼ଯନ୍ତ୍ରକୁ ଦର୍ଶାଉଛି । ଜଣେ ଅପାରଗ ଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ମୋଦି ସରକାର ଓ ତାଙ୍କ କ୍ରୁର ପୋଲିସକୁ ଦେଶର ଛାତ୍ର ଛାତ୍ରୀ ମାନେ କଦାପି କ୍ଷମା କରିବେ ନାହିଁ।ଅନେକ ସମୟରେ ଆମେ ଦେଖିଛେ ଯେ ଛାତ୍ର ଛାତ୍ରୀଙ୍କର ଭବିଷ୍ୟତ ପାଇଁ,

ଛାତ୍ର ଛାତ୍ରୀଙ୍କର ଭବିଷ୍ୟତର ସୁରକ୍ଷା ପାଇଁ ସବୁବେଳେ ସରକାର ସଚେତନ ଥାନ୍ତି ଏବଂ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କର ଦାବିକୁ ଗ୍ରହଣ କରିବାର ନଜିର ପୂର୍ବ ସରକାର ସମୟରେ ଦେଖିବାକୁ ମିଳୁଥିଲା ବେଳେ ଦୀର୍ଘଦିନ ଧରି ଛାତ୍ର ଛାତ୍ରୀମାନେ ଜନ୍ତରମନ୍ତରରେ ଆମରଣ ଅନଶନ କରୁଥିଲେ ସୁଦ୍ଧା, ସରକାର ସେମାନଙ୍କ ପ୍ରତି କର୍ଣ୍ଣପାତ ନ କରିବା,ଓ କୌଣସି ପ୍ରତିନିଧି ପଠାଇ ଆଲୋଚନା କରିବା ଅପେକ୍ଷା ପୋଲିସ ପଠାଇ ସୋନମ ୱାଙ୍ଗଚୁକଙ୍କ ଭଳି ଜଣେ ବିଶିଷ୍ଟ ଶିକ୍ଷାବିତ ,ପରିବେଶବିତ,ବୈଜ୍ଞାନିକଙ୍କୁ ଅନଶନ ସ୍ଥଳରୁ ଉଠାଇ ଅନଶନ ବନ୍ଦ କରିଦେବା ପାଇଁ ପ୍ରୟାସ କରିବା,

ନିଶ୍ଚିତ ପୋଲିସର ଏ ଘୃଣ୍ୟ ଆଚରଣକୁ ପଦାରେ ପକାଇ ଦେଇଛି । ଛାତ୍ର ଛାତ୍ରୀଙ୍କର ଭବିଷ୍ୟତକୁ ନଜର ଅନ୍ଦାଜ କରି ସରକାର ଯେଉଁଭଳି ଭାବରେ ସେମାନଙ୍କୁ ଆନ୍ଦୋଳନ ସ୍ଥଳରୁ ହଟାଇବାର ପ୍ରୟାସ କରୁଛନ୍ତି, ଏବଂ ପୋଲିସ ସେମାନଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରି ତାଙ୍କ ନାମରେ ମିଛ ଦଫା ଲଗାଇଛି, ଏବଂ ବହୁ ଅଭିଭାବକମାନେ ତାଙ୍କ ପିଲାଙ୍କ ପାଇଁ ସମର୍ଥନ ଦେବାକୁ ଆସିଥିଲେ ସେମାନେ ମଧ୍ୟ ହତାହତ ହୋଇଛନ୍ତି,

ଆମ୍ ଆଦମୀ ପାର୍ଟି ଏହି ସମସ୍ତ ଅନ୍ୟାୟର ତୁରନ୍ତ ନ୍ୟାୟିକ ତଦନ୍ତ ଦାବି କରିଛି । ତ୍ରୁଟି ଶୂନ୍ୟ ଶିକ୍ଷା ବ୍ୟବସ୍ଥାର ସୁବନ୍ଦୋବସ୍ତ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କର ଅପାରଗ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ଦାବିକୁ ଆମ୍ ଆଦମୀ ପାର୍ଟି ଦୃଢ଼ ଭାବେ ସମର୍ଥନ କରୁଛି ଏବଂ ଏଥି ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ନିରନ୍ତର ସମର୍ଥନ ଓ ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଜଣାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

July 22, 2026
ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version