• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

Proprietor Abhimanyu Maharana by Proprietor Abhimanyu Maharana
July 21, 2026
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼
Share on FacebookShare on TwitterWhatsapp

ଭୁବନେଶ୍ୱର ( ଓଡିଶା ତାଜାନ୍ୟୁଜ ) (ନି. ପ୍ର) ଖୋର୍ଦ୍ଧା :- ଖୋର୍ଦ୍ଧାରୁ ଲିଫ୍ଟ ନେବା ପରେ ଜଙ୍ଗଲକୁ ନେଇ ଯୁବତୀଙ୍କୁ କଥିତ ଦୁଷ୍କର୍ମ ଉଦ୍ୟମ ଓ ଛୁରାମାଡ଼ କରାଯାଇଥିଲା । କ୍ଷତାକ୍ତ ଅବସ୍ଥାରେ ପ୍ରାୟ ୧୨ କିମି ଦୌଡ଼ି ୧୧୨କୁ ସୂଚନା ଦେବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ଅଭିଯୁକ୍ତକୁ ଗିରଫ କରାଯାଇ ଏକାଧିକ ସଙ୍ଗିନ ଦଫାରେ ମାମଲା ରୁଜୁ ହୋଇଛି । ଯୁବତୀଙ୍କ ବ୍ୟସ୍ତ ଓ ବିବ୍ରତାର ସୁଯୋଗ ନେଇଥିଲା ଅଭିଯୁକ୍ତ । ଲିଫ୍‌ଟ ଦେବା ଆଡ଼ୁଆଳରେ ଜଙ୍‌ଗଲ ରାସ୍ତାରେ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ପ୍ରତିବାଦ କରିବାରୁ ଛୁରାମାଡ଼ କରିଥିଲା । ଅଭିଯୁକ୍ତ ଠାରୁ ବର୍ତ୍ତିବାକୁ ଯୁବତୀଜଣକ ସାହସର ସହ ଦୀର୍ଘ ୧୨ କିମି ଦୌଡ଼ି ସଂଘର୍ଷ କରିଥି‌ଲେ, ରତନପୁର କାଜୁ ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ଯୁବତୀ ନିଜର ଲୋମଟାଙ୍କୁରା, ଭୟାନକ ରାତିର ଘଟଣା ଏଭଳି ଦେଇଛନ୍ତି ।

ପୀଡ଼ିତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ପରେ ପୁଲିସ ତାଙ୍କର ବୟାନ ରେକର୍ଡ କରିଛନ୍ତି । ଅପରପଟେ କାମୁକ ସୁନୀଲ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ପୁଲିସ ତାକୁ ଏକ ଜଙ୍ଗଲ ନିକଟରୁ ଗିରଫ କରିଛି ଇନ୍‌ଫୋଭ୍ୟାଲି ପୁଲିସ । ସୁନୀଲ ନାଁରେ ଅପହରଣ, ଦୁଷ୍କର୍ମ ଉଦ୍ୟମ, ଯୁବତୀଙ୍କୁ ଆକ୍ରମଣ ସମେତ ପ୍ରାୟ ୧୦ଟି ସଙ୍ଗିନ୍ ଦଫା ଲଗାଯାଇଛି । ଖୁବ୍‌ଶୀଘ୍ର ରିମାଣ୍ଡ୍‌ରେ ଆଣି ତା’ର ଟିଆଇ ପରେଡ୍ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଖବର ଅନୁସାରେ, ଗତକାଲି ପୀଡ଼ିତା ଖୋର୍ଦ୍ଧା କଲେକ୍ଟର୍ ଛକ ନିକଟ ବସ୍ ଷ୍ଟପେଜ୍‌ରେ ଠିଆ ହୋଇ ଭୁବନେଶ୍ବର ଅଭିମୁଖେ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ ।

ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ପୀଡ଼ିତା ଅସ୍ତବ୍ୟସ୍ତ ହୋଇ ନିଜ ମୋବାଇଲ୍‌କୁ ବାରମ୍ବାର ଦେଖୁଥିଲେ। ଆଉ ଏ ସବୁକୁ ଦୂରରେ ଥାଇ ଅଭିଯୁକ୍ତ ସୁନୀଲ ଦେଖିଥିଲା । ପରେ ଓରଉଣ୍ଡି ଏକୁଟିଆ ଥିବା ଯୁବତୀଙ୍କ ପାଖକୁ ଆସି ତାଙ୍କ ସହ କଥା ହୋଇଥିଲା । ଏହା ପରେ ପୀଡ଼ିତା କେଉଁଆଡ଼େ ଯିବେ ବୋଲି ସେ ପଚାରିଥିଲା । ପ୍ରଥମେ ପ୍ରଥମେ ସୁନୀଲଙ୍କ କଥାକୁ ପୀଡ଼ିତା ଏଡ଼ାଇଥିଲେ । ମାତ୍ର ଗୋଟେ ପଟେ ମୋବାଇଲ୍ ଚାର୍ଜ ସରିବାକୁ ବସିଥିବା ବେଳେ ଅନ୍ୟ ପଟେ ଭୁବନେଶ୍ବର ଯିବାକୁ କୌଣସି ବସ୍ ଆସୁନଥିଲେ । ତେଣୁ ଅନ୍ୟ ଉପାୟ ନ ପାଇ ପୀଡ଼ିତା ସୁନୀଲର ପ୍ରସ୍ତାବରେ ରାଜି ହୋଇଥିଲା ।

ଖୋର୍ଦ୍ଧାରୁ ଭୁବନେଶ୍ବର ଆସିବା ବେଳେ ପିତାପଲ୍ଲୀ ନିକଟରେ କାଜୁ ଜଙ୍ଗଲକୁ ଗାଡ଼ି ମୁହାଁଇଥିଲେ । ଭୁବନେଶ୍ବରକୁ ସିଧା ରାସ୍ତା ଥିବା ବେଳେ ଜଙ୍ଗଲ ମଧ୍ୟରେ ଯିବାକୁ ନେଇ ପୀଡ଼ିତା ପ୍ରପ୍ରଶ୍ନ ପଚାରିଥିଲେ । ହେଲେ ସୁନୀଲ ତାଙ୍କୁ ଜଙ୍ଗଲରେ ସର୍ଟକଟ୍ ରାସ୍ତା ଥିବା କଥା କହି ଭିତରକୁ ନେଇଥିଲେ । କିଛି ସମୟ ପରେ ଏକ ଗଛ ନିକଟରେ ଗାଡ଼ି ରଖି ସିଧା ପୀଡ଼ିତାଙ୍କୁ ଛୁରୀ ଦେଖାଇ ସୁନୀଲ ବିବସ୍ତ୍ର କରିବାକୁ ଉଦ୍ୟମ କରିଥିଲା । ପୀଡ଼ିତା ବିରୋଧ କରିବାରୁ ତାଙ୍କ ତଳିପେଟକୁ ଛୁରୀ ଭୁସି ଦେଇଥିଲା ।

ଆଉ ଏହି ସମୟରେ କିଛି ଲୋକ ଜଙ୍ଗଲ ମଧ୍ୟକୁ ଆସୁଥିବା ନେଇ ଗାଡ଼ି ଶବ୍ଦ ଶୁଭିଥିଲା । ସୁନୀଲ ଅନ୍ୟମନସ୍କ ହେବା କ୍ଷଣି ପୀଡ଼ିତା ତାଙ୍କୁ ଧକ୍କା ଦେଇ ଜଙ୍ଗଲ ଭିତରକୁ ଦୌଡ଼ିବାକୁ ଆରମ୍ଭ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ପ୍ରାୟ ୧୨କିମି ପର୍ଯ୍ୟନ୍ତ ଧାଇଁଥିଲେ । ଏହାରି ଭିତରେ ୧୧୨କୁ ଫୋନ୍ କରି ଘଟଣା ସମ୍ପର୍କରେ ବଖାଣିଥିଲେ । ଖବର ପାଇ ଇନ୍‌ଫୋଭ୍ୟାଲି ଥାନା ଆଇଆଇସି ଚନ୍ଦ୍ରକାନ୍ତ ସେଠୀ ଓ ତାଙ୍କ ଟିମ୍ ଧରି ଜଙ୍ଗଲରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

July 21, 2026
Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

July 21, 2026
ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

July 21, 2026
ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

July 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

July 21, 2026
Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

July 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version