• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

Proprietor Abhimanyu Maharana by Proprietor Abhimanyu Maharana
July 20, 2026
in ଓଡ଼ିଶା, ପୁରୀ, ହୋମ୍
0
Sunfeast Marie Light Drives Vitamin D Awareness with ‘Surya Vardaan’ initiative at Puri Rath Yatra
Share on FacebookShare on TwitterWhatsapp

ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

ଏକ ୨- ମିନିଟର ସନ୍‌ଫିଷ୍ଟ ମାରୀ ଲାଇଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଜରିଆରେ

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) (ନି. ପ୍ର) ପୁରୀ :- ପ୍ରଚୁର ସୂର୍ଯ୍ୟକିରଣ ପ୍ରାପ୍ତି ସତ୍ତ୍ୱେ ନିୟୁତ ନିୟୁତ ଭାରତୀୟଙ୍କୁ ଭିଟାମିନ ଡି’ର ଅଭାବ ପ୍ରଭାବିତ କରିଚାଲିଛି, ଅନେକ ସମୟରେ ସୀମିତ ସଚେତନତା କାରଣରୁ ଏହା ଜଣାପଡୁନାହିଁ । ଓଡ଼ିଶାର ସଂସ୍କୃତି ସହିତ ଏହାର ଅର୍ଥପୂର୍ଣ୍ଣ ସଂପୃକ୍ତିକୁ ଜାରି ରଖି ସନ୍‌ଫିଷ୍ଟ ମାରୀ ଲାଇଟ ଏକ ଭିଟାମିନ ଡି’ ସଚେତନତା ପ୍ରୟାସ ସନ୍‌ଫିଷ୍ଟସୂର୍ଯ୍ୟ ବରଦାନ ଆରମ୍ଭ କରିଛି । ଏହି ପ୍ରୟାସ ସୂର୍ଯ୍ୟଙ୍କ ସହିତ ସନ୍‌ଫିଷ୍ଟ ମାରୀ ଲାଇଟ୍‌ର ଦୀର୍ଘକାଳୀନ ସମ୍ପର୍କ ଏବଂ “ଭିଟାମିନ ଡି’ର ଉତ୍ତମତା” ବିଷୟ ଆଧାରରେ ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାର ଅନ୍ୟତମ ସର୍ବବୃହତ ସାଂସ୍କୃତିକ ସମାବେଶ ଭାବରେ ରଥ ଯାତ୍ରା ଭିଟାମିନ ଡି’ ସମ୍ପର୍କରେ ପରିମାଣାତ୍ମକ ଭାବରେ ଏହାର ବାର୍ତ୍ତା ପ୍ରସାର କରିବାରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌କୁ ଏକ ଶକ୍ତିଶାଳୀ ମଞ୍ଚ ଯୋଗାଇ ଦେଇଥିଲା । ‘ହର୍‌ କିରନ୍‌ ମେଁ ଛୁପା ହୈ ଭିଟାମିନ ଡି କା ବରଦାନ’ (ପ୍ରତ୍ୟେକ କିରଣରେ ଲୁଚି ରହିଛି ଭିଟାମିନ ଡି’ର ବରଦାନ) ଚିନ୍ତନକୁ ନେଇ ଏହି ବ୍ରାଣ୍ଡ୍‌ ଭକ୍ତଗଣ ଓ ସେମାନଙ୍କ ପରିବାରବର୍ଗଙ୍କୁ ଭିଟାମିନ ଡି’ ଆବଶ୍ୟକତା ସମ୍ପର୍କରେ ଅଧିକ ସଚେତନ ହେବାକୁ ଉତ୍ସାହିତ କରିଥିଲା ।

ଏହି ପ୍ରଚାର ଅଭିଯାନ ସ୍ଥଳଭାଗ ଓ ଅନ୍‌ଲାଇନ ଉପସ୍ଥିତି ଜରିଆରେ ମଜଭୁତ ଭାବରେ ପ୍ରଦର୍ଶିତ ହୋଇଥିଲା । ପୁରୀ ରଥ ଯାତ୍ରାରେ ସୂର୍ଯ୍ୟ ସହାୟକଗଣ ଭକ୍ତଙ୍କ ସହିତ ଭାବ ବିନିମୟ କରିବା ସହିତ ସେମାନଙ୍କୁ ୨- ମିନିଟର ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଆଡକୁ ଅଗ୍ରସର କରାଇଥିଲେ ଏବଂ ଭିଟାମିନ ଡି’ ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ଶିକ୍ଷଣୀୟ ସାମଗ୍ରୀ ପ୍ରଦାନ କରିଥିଲେ । ବଛା ବଛା ଅଂଶଗ୍ରହଣକାରୀଙ୍କୁ ମଧ୍ୟ ମାଗଣାରେ ଭିଟାମିନ ଡି’ ଡାକ୍ତରୀ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସଚେତନତା ପ୍ରୟାସକୁ ଅର୍ଥପୂର୍ଣ୍ଣ କାର୍ଯ୍ୟକାରିତାରେ ରୂପାନ୍ତରିତ କରିଥିଲା ।

ଏହି ପ୍ରଚାର ଅଭିଯାନ ଅନ୍‌ଲାଇନରେ ମଧ୍ୟ ପରିବ୍ୟାପ୍ତ ହୋଇଥିଲା, ଯେଉଁଥିରେ ଉପଭୋକ୍ତାମାନେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା, ଘର ବାହାରେ ନିୟମିତ କାର୍ଯ୍ୟ ଏବଂ ଭିଟାମିନ ଡି’ ସଚେତନତାକୁ ନେଇ ସରଳ ଆଚରଣଗତ ପ୍ରଶ୍ନଗୁଡିକର ଉତ୍ତର ଦେଇ ହ୍ୱାଟସ୍‌ଆପ ଭିତ୍ତିକ ପରୀକ୍ଷା ଦେଇଥିଲେ । ଶ୍ରୀ ସୁରଜ କାଠୁରିଆ, ଭିପି ଓ ହେଡ୍‌ ଅଫ ମାର୍କେଟିଂ- ବିସ୍କୁଟସ୍‌, ଫୁଡ୍‌ସ୍‌ ଡିଭିଜନ ଆଇଟିସି ଲିମିଟେଡ କହିଥିଲେ:“ସୂର୍ଯ୍ୟ ସହିତ ଓଡ଼ିଶାର ସ୍ଥାୟୀ ସମ୍ପର୍କ ଭିଟାମିନ ଡି’କୁ ନେଇ ଆଲୋଚନା ଆଗେଇନେବା ନିମନ୍ତେ ଆମକୁ ଏକ ଅର୍ଥପୂର୍ଣ୍ଣ ଆରମ୍ଭ ବିନ୍ଦୁ ଯୋଗାଇ ଦେଇଥିଲା ।

ସୂର୍ଯ୍ୟ ବରଦାନ ଜରିଆରେ ଭିଟାମିନ ଡି ସଚେତନତାକୁ ଗ୍ରାହକମାନଙ୍କ ନିମନ୍ତେ ସରଳ ଓ ଉପଯୋଗୀ କରି ଗଢିତୋଳିବା ଆମର ପ୍ରୟାସ ହୋଇଛି । ପ୍ରଯୁକ୍ତି, ଗୋଷ୍ଠୀ ନିୟୋଜନତା ଏବଂ ରଥ ଯାତ୍ରାର ପରିମାଣାତ୍ମକ ଦିଗର ସମ୍ମିଶ୍ରଣ କରି ଆମେ ଜନସାଧାରଣଙ୍କୁ ସେମାନଙ୍କର ଭିଟାମିନ ଡି’ ଆବଶ୍ୟକତା ସମ୍ପର୍କରେ ଅଧିକ ଭଲ ଭାବରେ ବୁଝିବା ଏବଂ ସୂର୍ଯ୍ୟ କିରଣରେ ସମୟ ବିତାଇବା ତଥା ଭିଟାମିନ ଡି’ ଥିବା ସନ୍‌ଫିଷ୍ଟ ମାରୀ ଲାଇଟ୍‌କୁ ସେମାନଙ୍କ ପ୍ରତ୍ୟେକ ଦିନ ଚା’ପାନ ସମୟରେ ଏକ ଅଂଶ କରିବା ଭଳି ସେମାନଙ୍କର କଲ୍ୟାଣ ଦିଗରେ ସୂଚିତ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲୁ ।”

ଅର୍ଚ୍ଚିତା ସାହୁ, ଖ୍ୟାତିସମ୍ପନ୍ନ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଓଡ଼ିଶାରେ ବ୍ରାଣ୍ଡ୍‌ର ଆମ୍ବାସାଡର କହିଥିଲେ:“ଜଣେ ଓଡ଼ିଆ ଭାବରେ ରଥ ଯାତ୍ରା ମୋ ହୃଦୟର ଅତି ନିକଟତର । ସନ୍‌ଫିଷ୍ଟ ମାରୀ ଲାଇଟ୍‌ର ସୂର୍ଯ୍ୟ ବରଦାନ ପ୍ରୟାସର ଏକ ଅଂଶ ହୋଇ ମୁଁ ଅତ୍ୟନ୍ତ ଖୁସି ଅଛି, ଯାହା ଜନସାଧାରଣଙ୍କୁ ସେମାନଙ୍କର ଭିଟାମିନ ଡି’ ଆବଶ୍ୟକତା ବୁଝିବାରେ ଉତ୍ସାହିତ କରିଛି । ପ୍ରତ୍ୟେକ ବ୍ୟକ୍ତି ଏହି ୨- ମିନିଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ କରାଇବାକୁ ମୁଁ ନିବେଦନ କରୁଛି ।”

ସୂର୍ଯ୍ୟ ବରଦାନର ଦ୍ୱିତୀୟ ସଂସ୍କରଣ ସହିତ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଉପଭୋକ୍ତା ସଚେତନତା ନିମନ୍ତେ ସାଂସ୍କୃତିକ ମୁହୂର୍ତ୍ତଗୁଡିକୁ କିଭଳି ଅର୍ଥପୂର୍ଣ୍ଣ ମଞ୍ଚ ଭାବରେ ବ୍ରାଣ୍ଡ୍‌ଗୁଡିକ ରୂପାନ୍ତରିତ କରିପାରିବେ ତାହା ପ୍ରଦର୍ଶନ କରିବା ଜାରି ରଖିବା ସହିତ ଓଡ଼ିଶା ସହିତ ଏହାର ସମ୍ପର୍କକୁ ସୁଦୃଢ କରୁଛି ଏବଂ ସେହି ସମୟରେ ଭିଟାମିନ ଡି’ ଓ ଦୈନନ୍ଦିନ ସୁସ୍ଥତାକୁ ନେଇ ସଚେତନତାକୁ ଉତ୍ସାହିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

July 21, 2026
Chandi Bhandar Launches ‘Chaka Nayan’ Collection Inspired by Lord Jagannath

Chandi Bhandar Launches ‘Chaka Nayan’ Collection Inspired by Lord Jagannath

July 21, 2026
America’s Rhodes Island Hosts Rathayatra in Grandeur

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ

July 21, 2026
America’s Rhodes Island Hosts Rathayatra in Grandeur

America’s Rhodes Island Hosts Rathayatra in Grandeur

July 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

July 21, 2026
Chandi Bhandar Launches ‘Chaka Nayan’ Collection Inspired by Lord Jagannath

Chandi Bhandar Launches ‘Chaka Nayan’ Collection Inspired by Lord Jagannath

July 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version