• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଚାର ସର୍ବସ୍ବ ବିକାଶ ପୂର୍ବରୁ ଲୋକଙ୍କୁ ନର୍କକୁ ଠେଲି ନ ଦିଅନ୍ତୁ

Proprietor Abhimanyu Maharana by Proprietor Abhimanyu Maharana
July 20, 2026
in ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍
0
ପ୍ରଚାର ସର୍ବସ୍ବ ବିକାଶ ପୂର୍ବରୁ ଲୋକଙ୍କୁ ନର୍କକୁ ଠେଲି ନ ଦିଅନ୍ତୁ
Share on FacebookShare on TwitterWhatsapp

ଖୋରଧା ଓ ନୟାଗଡ଼ ଜ଼ିଲା ଅଧୀନରେ ଆସୁଥିବା ୧୬ନଂ ଜାତୀୟ ରାଜପଥର ଟାଙ୍ଗୀ ଚାନ୍ଦପୁର ବାଇପାସ ରାସ୍ତାକୁ ନେଇ ଏହି ରାସ୍ତା ନିର୍ମାଣ ହେବା ସମୟରେ ପ୍ରାୟ ୭ଶହରୁ ଅଧିକ ବଡ଼ବଡ଼ ଗଛକୁ କଟାଯାଇଥିଲା ।

ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଖୋରଧା ଓ ନୟାଗଡ଼ ଜ଼ିଲା ଅଧୀନରେ ଆସୁଥିବା ୧୬ନଂ ଜାତୀୟ ରାଜପଥର ଟାଙ୍ଗୀ ଚାନ୍ଦପୁର ବାଇପାସ ରାସ୍ତା । ଭାରତ ଭଳି ଏକ ପ୍ରମୁଖ ଜନମଙ୍ଗଳ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ସୁରକ୍ଷିତ ସୁରକ୍ଷା ର ନୈତିକ ଦାୟିତ୍ୱ ହେଉଛି ନିର୍ବାଚିତ ଲୋକପ୍ରିୟ ସରକାରଙ୍କର ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଆସିବା ଯିବା ଏକ ସ୍ୱାଭାବିକ ପ୍ରକ୍ରିୟା ଏହି ନିର୍ବାଚିତ ସରକାର ମାନେ କ୍ଷମତାକୁ ଆସନ୍ତି ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହୋଇ ତାହା ଲାଘବ କରିବା ପାଇଁ ରୋମ ନଗରୀ ଜଳି ଯାଉଥିବା ବେଳେ ସମ୍ରାଟ ନିରୋ ବଂଶୀବାଦନ କରିବା ଭଳି ନୁହେଁ.କ୍ଷମତାରେ ନଥାଇ ଦୀନ ଦରିଦ୍ର ବନ୍ୟା ପ୍ରପୀଡ଼ିତ ଦୁଖୀ ରଙ୍କିଙ୍କୁ ସେବା ଯୋଗାଇ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବେ ବି ଜନମାନସରେ ଚିର ଯାଜ୍ଜ୍ୱ ଲ ମାନ ହୋଇ ରହିଛନ୍ତି ।

ଗରିବଙ୍କ ମାଆବାପ ବୋଲାଇ ସେମାନଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରି ସରକାରୀ ରାଜକୋଷରୁ ଅଜସ୍ର ଅର୍ଥ ବ୍ୟୟ କରୁଥିଲେ ମଧ୍ୟ କଟକଣା ଅଭାବରୁ ଯେତିକି ସଫଳତା ମିଳିବା କଥା ତାହା ହେଉ ନାହିଁ । ଏସବୁ ସତ୍ୱେ ସାମ୍ପ୍ରତିକ ସମାଜରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଲୋକଙ୍କ ଦୟନୀୟ ସ୍ଥିତିକୁ ଆକଳନ କରିବା ସହଜ ନୁହେଁ। ସରକାର ଏଥିପାଇଁ ଚିନ୍ତିତ ଓ ପଦକ୍ଷେପ ନେଉଥିଲେ ମଧ୍ୟ ତାହା ସାମାଜିକ ପରିବର୍ତ୍ତନ ପାଇଁ ପର୍ଯ୍ୟାପ୍ତ ନୁହେଁ । ଯେତେ ଯାହା ଉତ୍ତେଜନା ଦେଶ ଦେଶ ମଧ୍ୟରେ ଦେଖାଦେଲେ ବି ପରମାଣୁ ଯୋଗୁ ପୃଥିବୀ ଧ୍ବଂସ ହେବ ନାହିଁ।ଧ୍ବଂସ ହେବ ଅସୁରକ୍ଷିତ ପ୍ରଦ୍ୟୁଷିତ ପରିବେଶ ଯୋଗୁ ଦ୍ରୁତଗତିରେ ପରିବେଷର ପ୍ରଦ୍ୟୁଷିତ ମାତ୍ରା ବୃଦ୍ଧି ପାଉଥିବା ବେଳେଏହାକୁ ରୋକିବା ଓ ସୁରକ୍ଷିତ ରଖିବା ପାଇଁ ସରକାରଙ୍କର ଆଇନ ଓ ଘୋଷଣା କେବଳ ଲୋକ ଦେଖାଣିଆ ।

ଓଡିଶା ସାରା ପରିବେଶ ର ସ୍ଥିତି ଅଳ୍ପେବାହୁତେ ପ୍ରାୟ ସମାନ ତେବେ ଆଜିର ଆଲୋଚନା ଖୋରଧା ଓ ନୟାଗଡ଼ ଜ଼ିଲା ଅଧୀନରେ ଆସୁଥିବା ୧୬ନଂ ଜାତୀୟ ରାଜପଥର ଟାଙ୍ଗୀ ଚାନ୍ଦପୁର ବାଇପାସ ରାସ୍ତାକୁ ନେଇ ଏହି ରାସ୍ତା ନିର୍ମାଣ ହେବା ସମୟରେ ପ୍ରାୟ ୭ଶହରୁ ଅଧିକ ବଡ଼ବଡ଼ ଗଛକୁ କଟାଯାଇଥିଲା । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପ୍ରାୟ ୧୦/୧୫ବର୍ଷ ପୂର୍ବରୁ ଶେଷ ହେଲାଣି ଦୁଃଖର ବିଷୟ ଜାତୀୟ ରାଜପଥ ପ୍ରାଧିକରଣ ଙ୍କ ତରଫରୁ ସେହି ରାସ୍ତା ପାର୍ଶ୍ୱରେ ଗୋଟିଏ ହେଲେ ବୃକ୍ଷ ରୋପଣ କରିନାହାଁନ୍ତି । ଲୋକଙ୍କ ଅର୍ଥରେ କାମ ହେଉଛି । ଅଥଚ ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେମାନଙ୍କ ପ୍ରତି ଦୟା ବୋଲି କର୍ତ୍ତୃପକ୍ଷ ଭାବୁଛନ୍ତି ।

ସରକାରୀ ତହବିଲରୁ ପାଣି ପରି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ତାହାର କାର‌୍ୟ୍ୟକାରିତା କୁ ସରକାର ଅଣଦେଖା କରିବା ଦ୍ଵାରା କେବଳ କାଗଜପତ୍ରରେ ପ୍ରକ୍ରିୟା ଶେଷ ହେଉଥିବା ଦର୍ଶାଯାଉଛି । ଯେଉଁ ସଂଖ୍ୟାରେ ବୃକ୍ଷ କଟାଯାଇଛି ତାହାର ଦୁଇଗୁଣା ଗଛ ରୋପଣ କରାଯିବାର ସରକାରୀ ବ୍ୟବସ୍ଥା ଥିବା ବେଳେ ବାସ୍ତବତା ଠାରୁ ଏହା ବହୁ ଦୂରରେ ଏଥିରେ କିଂତୁ ସରକାରଙ୍କର ଦିଲ ଖୁସ । ୧୬ନଂ ଜାତୀୟ ରାଜପଥରେ ଟାଙ୍ଗୀ ଚାନ୍ଦପୁର ବାଇପାସ ହେବା ଫଳରେ ଟାଙ୍ଗୀ ଚାନ୍ଦପୁର ବଜାର ମଧ୍ୟରେ ଯାଇଥିବା ପୂରୁଣା ୫ଞ୍ଜାତୀୟ ରାଜପଥକୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦିଆଗଲା ।

ଏହି ସାଢେ ୪କିମି ଦୂରତା ବିଶିଷ୍ଟ ପୂର୍ତ୍ତ ଵିଭାଗ ରାସ୍ତାକୁ ୪ଥାକିଆ ରାସ୍ତା କରିବା ପାଇଁ ସେହିପରି ବହୁପୁରୁଣା ୭୨୨ଟି ଗଛର ମୁଳୋତ୍ପାଟନ କରାଗଲା । ପ୍ରାୟ ୨ବର୍ଷ ପୂର୍ବରୁ ଏହି ଗଛ ଗୁଡିକୁ କଟାଯାଇ ତାଜାଗାରେ ୧୪୪୪ଟି ଗଛରୋପଣ ହେବାର ଆର୍ଥିକ ବ୍ୟବସ୍ଥା କରାଯାଇଛି । ଏହି ଗଛ ଲଗାଇବାକୁ ନେଇ ସନ୍ଦେହ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ପଲିଥିନ ପଲିଥିନ ବ୍ୟବହାର ଓ ଏହାର ବର୍ଜନକୁ ନେଇ ସରକାରୀ ଘୋଷଣାନାମା ରହିଛି । ତାହା କେବଳ ସରକାରୀ କାଗଜପତ୍ରରେ ସୀମିତ ଏହାର ବହୁଳ ବ୍ୟବହାର ପରିବେଶକୁ ପୂର୍ଣ୍ଣମାତ୍ରାରେ ପ୍ରଦ୍ୟୁଷିତ କରିବାରେ ଲାଗିଛି । ଏହି ପଲିଥିନ ବର୍ଜନ କୁ ତଦାରଖ କରିବା କାହାର ଦାୟିତ୍ୱ ତାହା କେବଳ ସରକାର ହିଁ ଜାଣନ୍ତି ।

ଚାନ୍ଦପୁର ହେଉଛି ପାଖ ପଡୋଶୀ ୪ଟି ଜ଼ିଲାର ପ୍ରମୁଖ ବଜାର ଏହି ରାସ୍ତା ଦେଇ ବହୁ ପଦସ୍ଥ ସରକାରୀ ଅଧିକାରୀଙ୍କ ସମେତ ବିଧାୟକ ମନ୍ତ୍ରୀ ମାନେ ଯାତାୟାତ କରୁଛନ୍ତି । ଚାନ୍ଦପୁର ବଜାର ମଧ୍ୟ ଦେଇ ଯାଇଥିବା ୪ଥାକିଆ ରାସ୍ତା ମଝିରେ ଥିବା ପୃଥିକରଣ ଦେଢଫୁଟିଆ ଜାଗାରେ ପରିବା ବ୍ୟବସାୟୀ ମାନେ ସମସ୍ତ ବର୍ଜ୍ୟ ବସ୍ତୁ ଓ ବହୁ ପରିମାଣର ପଲିଥିନ ଇତ୍ୟାଦିକୁ ଗଡ଼ାଇ ଏକ ଡ଼ମ୍ପି ୟାର୍ଡ଼ ରେ ପରିଣତ କରିଦେଲେଣି । ଏହା କୁ ରୋକିବା ଓ ଏହାର ବିକଳ୍ପ ବ୍ୟବସ୍ଥା କରିବା ଦାୟିତ୍ୱ କାହାର ସାଧାରଣ ଜନତା ଜାଣିପାରୁନାହାଁନ୍ତି । ସରକାରଙ୍କ ଅଧସ୍ତନ ପ୍ରଶାସନିକ ଅଧିକାରୀ ମାନେ ନୀରବ ଦ୍ରଷ୍ଟା ସାଜିବା ଦ୍ଵାରା ଚାନ୍ଦପୁର ପରିବେଶ ପୁତି ଗଂଧମୟରେ ପରିଣତ ହେଲାଣି ଏପରି ଅସ୍ୱାସ୍ଥ୍ୟକର ପରିବେଶ ଲୋକଙ୍କ ପାଇଁ ଆଦୌଁ ସହାୟକ ନୁହେଁ । ଏହାର ନିରାକରଣ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣର ଜରୁରୀ ଆବଶ୍ୟକତା ରହିଛି । ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼େଇ ଦିଆଯାଇନପାରେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

July 21, 2026
Chandi Bhandar Launches ‘Chaka Nayan’ Collection Inspired by Lord Jagannath

Chandi Bhandar Launches ‘Chaka Nayan’ Collection Inspired by Lord Jagannath

July 21, 2026
America’s Rhodes Island Hosts Rathayatra in Grandeur

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ

July 21, 2026
America’s Rhodes Island Hosts Rathayatra in Grandeur

America’s Rhodes Island Hosts Rathayatra in Grandeur

July 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

July 21, 2026
Chandi Bhandar Launches ‘Chaka Nayan’ Collection Inspired by Lord Jagannath

Chandi Bhandar Launches ‘Chaka Nayan’ Collection Inspired by Lord Jagannath

July 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version