• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସ୍ ପକ୍ଷରୁ ଭୁବନେଶ୍ୱରେ ଏହାର ଫ୍ଲାଗସିପ୍ ଷ୍ଟୋରର ଭବ୍ୟ ଶୁଭାରମ୍ଭ ସହ ପାର୍ବଣ ଋତୁର ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
July 20, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
SENCO GOLD & DIAMONDS KICK-STARTS THE FESTIVE SEASON WITH THE GRAND LAUNCH OF ITS FLAGSHIP STORE IN BHUBANESWAR

Share on FacebookShare on TwitterWhatsapp

ଅଭନେତ୍ରୀ ରକୁଲ ପ୍ରୀତ ସିଂ ବ୍ରାଣ୍ଡର ଫ୍ଲାଗସିପ ଜନପଥ ଷ୍ଟୋରକୁ ଉଦ୍‌ଘାଟନ କରିଛନ୍ତି,

ଯେଉଁଠାରେ ପାର୍ବଣ ଋତୁ ପାଇଁ ଡ଼ାଇମଣ୍ଡ ଜୁଏଲାରୀର ଏକ ଆକର୍ଷଣୀୟ ପରିସର ଏବଂ ହାଲୁକା ଓଜନର ସୁନା ଡ଼ିଜାଇନ ପ୍ରଦର୍ଶିତ ହେଉଛି l

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍) ସହିଦ ନଗର :- ନୂଆଖାଇ ଓ ଗଣେଶପୂଜା ଠାରୁ ଆରମ୍ଭ କରି ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ ଦୀପାବଳି ପର୍ଯ୍ୟନ୍ତ ପାର୍ବଣ ଋତୁକୁ ସ୍ୱାଗତ କରିବା ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଥିବା ବେଳେ, ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସ୍ ଭୁବନେଶ୍ୱରରେ ଏହାର ଫ୍ଲାଗସିପ ଜନପଥ ଷ୍ଟୋରର ଭବ୍ୟ ଶୁଭାରମ୍ଭ ସହ ଉତ୍ସବ ଆରମ୍ଭ କରିଛି । ଏହି ଷ୍ଟୋରକୁ ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଉଦ୍‌ଘାଟନ କରିଛନ୍ତି ।

ଏହି ଅବସର ପାର୍ବଣର ଚମକ, କାଳଜୟୀ କାରିଗରୀ ଏବଂ ଆଧୁନିକ ଡ଼ିଜାଇନକୁ ଏକାଠି କରିଛି, ଯାହା ଗ୍ରାହକମାନଙ୍କୁ ଚଳିତ ଋତୁର ସବୁଠାରୁ ଆଦୃତ ଜୁଏଲାରୀ ଟ୍ରେଣ୍ଡସର ଏକ ଝଲକ ପ୍ରଦାନ କରୁଛି । ଏଥିରେ ବିବାହ ଓ ଉତ୍ସବ ମାନଙ୍କ ପାଇଁ ଚମତ୍କାର ଡ଼ାଇମଣ୍ଡ କଲେକ୍ସନ ଠାରୁ ଆରମ୍ଭ କରି ପାର୍ବଣ ପୋଷାକ, ଉପହାର ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ହାଲୁକା ଓଜନର ସୁନା ଡ଼ିଜାଇନ ସାମିଲ ରହିଛି ।

ସହିଦ ନଗରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅବସ୍ଥିତ ପ୍ରାୟ ୬୫୦୦ ବର୍ଗ ଫୁଟର ଏହି ଫ୍ଲାଗସିପ୍ ଷ୍ଟୋରକୁ ଏକ ଆକର୍ଷଣୀୟ ଜୁଏଲାରୀ ଗନ୍ତବ୍ୟସ୍ଥଳ ଭାବେ ଡ଼ିଜାଇନ କରାଯାଇଛି, ଯାହା ଗୋଟିଏ ଛାତ ତଳେ ସେନକୋର ସୁନା, ହୀରା ଏବଂ ପ୍ଲାଟିନମର ବ୍ୟାପକ ସମ୍ଭାରକୁ ଆଣିପାରିଛି । ଓଡ଼ିଶାର ଗ୍ରାହକମାନଙ୍କ ବଦଳୁ ଥିବା ଆଶା ଆକାଂକ୍ଷାକୁ ପ୍ରତିଫଳିତ କରି,

ଏହି ଶୋ’ରୁମରେ ପାରମ୍ପରିକ ବିବାହ ଅଳଙ୍କାର ଏବଂ ସ୍ୱତନ୍ତ୍ର ଉତ୍ସବ ପାଇଁ ଡ଼ିଜାଇନଠାରୁ ଆରମ୍ଭ କରି ପାର୍ବଣ ଉତ୍ସବରୁ ନେଇ ଦୈନନ୍ଦିନ ଜୀବନରେ ସହଜରେ ବ୍ୟବହାର କରାଯାଇପାରୁଥିବା ବହୁମୁଖୀ ଆଧୁନିକ ଗହଣା ପ୍ରଦର୍ଶିତ କରାଯାଇଛି । ଏହି ଭବ୍ୟ ଶୁଭାରମ୍ଭ ଉତ୍ସବରେ ରକୁଲ ପ୍ରିତ ସିଂ (ଏବଂ ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସର ଏମଡ଼ି ଏବଂ ସିଇଓ ସୁଭଙ୍କର ସେନ)ଙ୍କୁ ରେଡ଼ କାର୍ପେଟ ସ୍ୱାଗତ କରାଯାଇଥିଲା,

ଯେଉଁଠାରେ କି ସେମାନେ ପହଞ୍ôଚବା ପରେ ଉତ୍ସାହି ଗ୍ରାହକ ଏବଂ ପ୍ରଶଂସକମାନେ ସେମାନଙ୍କୁ ସ୍ୱାଗତ କରିଥିଲେ । ଅଭିନେତ୍ରୀ ରକୁଲ ଶୋ’ରୁମର ଆନୁଷ୍ଠାନିକ ଉଦ୍‌ଘାଟନ କରିବା ଏବଂ ଭିତରେ ଚାଲିଥିବା ଉତ୍ସବରେ ସାମିଲ ହେବା ପୂର୍ବରୁ ଷ୍ଟୋର ବାହାରେ ଏକ ସ୍ୱତନ୍ତ୍ର ମଞ୍ଚ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରିଥିଲେ । ଉତ୍ସବକୁ ଆହୁରି ଅଧିକ ଆନନ୍ଦଦାୟକ କରି,

ରକୁଲ ଗତ ଏକମାସ ମଧ୍ୟରେ ଭୁବନେଶ୍ୱର ଷ୍ଟୋରରୁ ସପିଙ୍ଗ କରିଥିବା ୧୦ ଜଣ ଭାଗ୍ୟଶାଳୀ ଲକି ଡ୍ର ବିଜେତାଙ୍କୁ ୧ଗ୍ରାମର ସୁନା ପେଣ୍ଡାଣ୍ଟ ପ୍ରଦାନ କରିଥିଲେ, ଯାହା ସେନକୋ ଗ୍ରାହକଙ୍କ ପାଇଁ ଏହି ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲା । ଏହି ଅବସରରେ ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସର ଏମଡ଼ି ଏବଂ ସିଇଓ ସୁଭଙ୍କର ସେନ କହିଛନ୍ତି,“

ଆମର ଜନପଥ ଷ୍ଟୋରର ଶୁଭାରମ୍ଭ ଓଡ଼ିଶାରେ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହାକି ସେନକୋ ସହିତ ସର୍ବଦା ଏକ ସ୍ୱତନ୍ତ୍ର ସମ୍ପର୍କ ରଖି ଆସିଛି । ପାର୍ବଣ ଋତୁ ଆରମ୍ଭ ହେବା ସହିତ, ଭୁବନେଶ୍ୱରର ଗ୍ରାହକମାନଙ୍କୁ ଏଭଳି ଏକ ସ୍ଥାନ ଭେଟି ଦେଇ ଆମେ ଆନନ୍ଦିତ, ଯାହା ପ୍ରତ୍ୟେକ ଉତ୍ସବ ଏବଂ ମୁହୂର୍ତ୍ତ ପାଇଁ ଅପୂର୍ବ କାରିଗରୀ, ଚିନ୍ତାଶୀଳ ଡ଼ିଜାଇନ ଏବଂ ବ୍ୟାପକ ଶ୍ରେଣୀର ଅଳଙ୍କାର ଏକାଠି ଆଣିଥାଏ ।

ଏହି ରୋମାଞ୍ଚକର ନୂତନ ଅଧ୍ୟାୟ ଆରମ୍ଭ କରିବା ସହିତ ରକୁଲ ପ୍ରୀତ ସିଂଙ୍କୁ ସ୍ୱାଗତ କରି ଆମେ ସେତିକି ଖୁସି ।” ଏହି ଅବସରରେ ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସର ନିର୍ଦ୍ଦେଷକ ତଥା ମାର୍କେଟିଙ୍ଗ ଏବଂ ଡ଼ିଜାଇନ ମୁଖ୍ୟ ଜୋଇତା ସେନ କହିଛନ୍ତି, “ପାର୍ବଣ ଋତୁ ହେଉଛି ଅଳଙ୍କାର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ,କାରଣ ଗ୍ରାହକମାନେ ଏହି ସମୟରେ ପରମ୍ପରା, ପାରିବାରିକ ମୁହୂର୍ତ୍ତ ଏବଂ ନୂତନ ଆରମ୍ଭର ଉତ୍ସବ ପାଳନ କରନ୍ତି ।

ଆମର ଜନପଥ ଷ୍ଟୋର ଓଡ଼ିଶାର ଗ୍ରାହକମାନଙ୍କ ବଦଳୁଥିବା ଆଶା ଆକାଂକ୍ଷାକୁ ପ୍ରତିଫଳିତ କରେ, ଯାହା ଦୈନନ୍ଦିନ ବ୍ୟବହାର ଠାରୁ ଆରମ୍ଭ କରି ବଡ଼ ଉତ୍ସବ ପର୍ଯ୍ୟନ୍ତ ସହଜରେ ଖାପ ଖାଇବା ଭଳି ଡ଼ିଜାଇନ ପ୍ରଦାନ କରିଥାଏ । ରକୁଲ ପ୍ରୀତ ସିଂ ଏବଂ ଭୁବନେଶ୍ୱରର ଗ୍ରାହକମାନଙ୍କ ସହ ଏହି ଭବ୍ୟ ଶୁଭାରମ୍ଭ ପାଳନ କରି ଆମେ ଅତ୍ୟନ୍ତ ଆନନ୍ଦିତ ।”
ଏହି ଜନପଥ ଷ୍ଟୋରରେ ସୁନା,

ହୀରା ଏବଂ ପ୍ଲାଟିନମର ବ୍ୟାପକ ହସ୍ତତନ୍ତ ଅଳଙ୍କାର ପ୍ରଦର୍ଶିତ ହେଉଛି । ଗ୍ରାହକମାନେ ଏଠାରେ ଚମତ୍କାର ବିବାହ ଅଳଙ୍କାର, ଷ୍ଟେଟମେଣ୍ଟ ଡ଼ାଇମଣ୍ଡ ନିଖୁଣତା ଠାରୁ ଆରମ୍ଭ କରି ଏଭରଲାଇଟର ହାଲୁକା ଓଜନର ଦୈନନ୍ଦିନ ଡ଼ିଜାଇନ ସହିତ ଆଧୁନିକ କଲେକ୍‌ସନ ସମ୍ଭାରରେ ନିଜକୁ ହଜାଇ ପାରିବେ, ଯାହା ବଦଳୁଥିବା ଜୀନବଶୈଳୀ ଏବଂ ବିଭିନ୍ନ ଅବସର ପାଇଁ ଉପଯୁକ୍ତ ।

ସୁନ୍ଦର ଭାବରେ ଡ଼ିଜାଇନ ହୋଇଥିବା ସ୍ଥାନ ଏବଂ ବ୍ୟକ୍ତିଗତ ଗ୍ରାହକସେବା ସହିତ, ଏହି ଷ୍ଟୋର ପାର୍ବଣ ଋତୁର କିଣାକିଣି, ଉପହାରଠାରୁ ଆରମ୍ଭ କରି ବିବାହ କାର୍ଯ୍ୟକ୍ରମ ଆଦିର କିଣାକିଣି ଏବଂ ସ୍ମରଣୀୟ ଉତ୍ସବ ପାଇଁ ଗ୍ରାହକମାନଙ୍କୁ ଏକ ଉନ୍ନତ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

July 21, 2026
Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

July 21, 2026
ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

July 21, 2026
ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

July 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

July 21, 2026
Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

July 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version