• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରିଲାଏନ୍ସ ଡିଜିଟାଲ୍ ଆଣିଲା ଗ୍ରାଣ୍ଡ ରଥଯାତ୍ରା ଫେଷ୍ଟିଭ୍ ଅଫର

Proprietor Abhimanyu Maharana by Proprietor Abhimanyu Maharana
July 17, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Reliance Digital Launches Grand RathYatra Festive Offer
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଓଡ଼ିଶାର ସବୁଠାରୁ ବଡ଼ ପର୍ବର ଆରମ୍ଭକୁ ନଜରରେ ରଖି ବୁଧବାର ଦିନ ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଭୁବନେଶ୍ୱରର ଏସପ୍ଲାନେଡ୍ ମଲ୍ ଷ୍ଟୋରରେ ଏକ ସ୍ପେଶାଲ ‘ରଥଯାତ୍ରା ଫେଷ୍ଟିଭ୍ ଅଫର’ର ଶୁଭାରମ୍ଭ କରାଯାଇଛି । ଏହି ପାର୍ବଣ ଋତୁରେ ରାଜ୍ୟର ସମସ୍ତ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରେ ଉପଲବ୍ଧ ହେବାକୁ ଥିବା ଅନେକ ସ୍ପେଶାଲ ଅଫର ଏବଂ ଗ୍ରାହକ-କେନ୍ଦ୍ରିତ ଲାଭ ବିଷୟରେ ଏଠାରେ ଘୋଷଣା କରାଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା କେବଳ ଓଡ଼ିଶାର ସବୁଠାରୁ ବଡ଼ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପର୍ବ ନୁହେଁ, ବରଂ ଏହା ଏକ ଶୁଭ ସମୟ ମଧ୍ୟ ଯେତେବେଳେ ପରିବାର ଲୋକେ ପରମ୍ପରା ଅନୁଯାୟୀ ଘରକରଣା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଏବଂ ନୂଆ ଗ୍ୟାଜେଟ୍ କିଣିଥାନ୍ତି । ଏହି ପୁରୁଣା ପରମ୍ପରାକୁ ଆଖିରେ ରଖି, ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ନୂଆ ଏବଂ ଆଧୁନିକ ଟେକ୍ନୋଲୋଜିକୁ ଅତି ସହଜ ଓ ଶସ୍ତାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ରିଲାଏନ୍ସ ଡିଜିଟାଲ୍ ଏହି ସ୍ପେଶାଲ ପାର୍ବଣ ଅଫରର ଆରମ୍ଭ କରିଛି ।

ଏହି ଅଫରର ଏକ ଅଂଶ ଭାବରେ, ଗ୍ରାହକମାନେ ପ୍ରମୁଖ ବ୍ୟାଙ୍କ କାର୍ଡ ଏବଂ ପେପର ଫାଇନାନ୍ସ ଉପରେ ₹୩୦,୦୦୦ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ଏହା ସହିତ କିଛି ବଛାବଛା ରେଫ୍ରିଜେରେଟର, ୱାଶିଂ ମେସିନ ଏବଂ ମୋବାଇଲ୍ ଫୋନ୍ କିଣିଲେ ₹୭,୫୦୦ ପର୍ଯ୍ୟନ୍ତ ନିଶ୍ଚିତ ମାଗଣା ଉପହାର ମିଳିବ। ଏହାବାଦ୍ କିଛି ନିର୍ଦ୍ଦିଷ୍ଟ ପ୍ରଡକ୍ଟ ଉପରେ ₹୧୫,୦୦୦ ପର୍ଯ୍ୟନ୍ତ ମୂଲ୍ୟର ଦୁଇ ବର୍ଷର ମାଗଣା ଅତିରିକ୍ତ ୱାରେଣ୍ଟି ଏବଂ ବଛାବଛା ପ୍ରଡକ୍ଟ ଏକ୍ସଚେଞ୍ଜ୍ ଉପରେ କମ୍‌ରେ କମ୍ ₹୫,୦୦୦ର ଏକ୍ସଚେଞ୍ଜ୍ ମୂଲ୍ୟ ମିଳିବ । ଏହି ଅଫରଗୁଡ଼ିକ ୨୦୨୬ ଜୁଲାଇ ୨୪ ପର୍ଯ୍ୟନ୍ତ ଚାଲିବ ।

ଏହି ସବୁ ଅଫର ସହିତ ରିଲାଏନ୍ସ ଡିଜିଟାଲ୍‌ର ଗ୍ରାହକ-ଉପଯୋଗୀ ସେବା ମଧ୍ୟ ମିଳିବ, ଯେଉଁଥିରେ ସାରା ଓଡ଼ିଶାରେ ମାଗଣା ଡେଲିଭରି, ସବୁଠାରୁ କମ୍ ଦାମ୍, ସହଜ ଇଏମଆଇ ସୁବିଧା, ବର୍ଦ୍ଧିତ ୱାରେଣ୍ଟି ସପୋର୍ଟ ଏବଂ ପ୍ରଡକ୍ଟ ବିଷୟରେ ବିଶେଷଜ୍ଞଙ୍କ ପରାମର୍ଶ ସାମିଲ ରହିଛି । ଏହି ଅବସରରେ ରିଲାଏନ୍ସ ଡିଜିଟାଲ୍‌ର ଜଣେ ମୁଖପାତ୍ର କହିଛନ୍ତି, “ଓଡ଼ିଶାରେ ରଥଯାତ୍ରା କେବଳ ଏକ ପର୍ବ ନୁହେଁ; ଏହା ବିଶ୍ୱାସ, ପରିବାର ଏବଂ ନୂଆ ଆରମ୍ଭର ଏକ ଉତ୍ସବ । ସାରା ରାଜ୍ୟର ଆମ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ପାର୍ବଣ ଅଫର ଏବଂ ସର୍ବୋତ୍ତମ ମୂଲ୍ୟ ଆଣି ଦେଇ ଏହି ଆନନ୍ଦଦାୟକ ଅବସରର ଏକ ଅଂଶ ହୋଇଥିବାରୁ ରିଲାଏନ୍ସ ଡିଜିଟାଲ୍ ଗର୍ବିତ ।

ଏହି ଅଫର ମାଧ୍ୟମରେ, ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ପରିବାରକୁ ଅଧିକ ସହଜ, ସୁବିଧା ଏବଂ ବିଶ୍ୱାସର ସହିତ ସେମାନଙ୍କ ଘରକୁ ଆଧୁନିକ ଟେକ୍ନୋଲୋଜି ଆଣିବାରେ ସାହାଯ୍ୟ କରିବା । ଆମେ ଗ୍ରାହକମାନଙ୍କୁ ଓଡ଼ିଶାର ଯେକୌଣସି ରହିଲାଏନ୍ସ ଡିଜିଟାଲ୍ ଷ୍ଟୋରକୁ ଆସି ଏହି ସ୍ପେଶାଲ ରଥଯାତ୍ରା ଅଫରର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ସ୍ୱାଗତ କରୁଛୁ ।” ଏକା ଛାତ ତଳେ ପ୍ରମୁଖ ବ୍ରାଣ୍ଡଗୁଡ଼ିକର ବିପୁଳ ପରିମାଣର କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ଘରକରଣା ସାମଗ୍ରୀ, ସ୍ମାର୍ଟଫୋନ୍ ଏବଂ ଡିଜିଟାଲ୍ ଡିଭାଇସ୍ ସହିତ, ରିଲାଏନ୍ସ ଡିଜିଟାଲ୍ ଆକର୍ଷଣୀୟ ପାର୍ବଣ ଅଫର, ବିଶ୍ୱାସଯୋଗ୍ୟ ଆଫ୍ଟର-ସେଲ୍ସ ସର୍ଭିସ୍ ଏବଂ ସହଜ ଫାଇନାନ୍ସ ସୁବିଧା ସହିତ ଏକ ଉତ୍କୃଷ୍ଟ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ମଜବୁତ କରିବାରେ ଲାଗିଛି । ଏହି ରଥଯାତ୍ରା ଫେଷ୍ଟିଭ୍ ଅଫର ଏବେ ଆରମ୍ଭ ହୋଇଯାଇଛି ଏବଂ ଏକ ସୀମିତ ସମୟ ପାଇଁ ଓଡ଼ିଶାର ସମସ୍ତ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ।

  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

Navi Mumbai’s Kharghar Jagannath Temple Hosts Rath Yatra

July 18, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

July 18, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

ବିଶାଖାପାଟଣାଠାରେ ରଥଯାତ୍ରା ଆୟୋଜନ

July 18, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

Vizag Jagannath Temple Celebrates Car Festival with Grandeur

July 18, 2026

Recent News

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

Navi Mumbai’s Kharghar Jagannath Temple Hosts Rath Yatra

July 18, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

July 18, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

ବିଶାଖାପାଟଣାଠାରେ ରଥଯାତ୍ରା ଆୟୋଜନ

July 18, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

Vizag Jagannath Temple Celebrates Car Festival with Grandeur

July 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

Navi Mumbai’s Kharghar Jagannath Temple Hosts Rath Yatra

July 18, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

July 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version