ବାଲିପାଟଣା (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ଭୁବନେଶ୍ଵର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ବ୍ଲକ ଅନ୍ତର୍ଗତ ଆଳୋଇ ସ୍ବାସ୍ଥ୍ୟ ଉପକେନ୍ଦ୍ର ଠାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଭ୍ରାମ୍ୟମାଣ ମୋତିଆ ବିନ୍ଦୁ ଚିହ୍ନଟ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚକ୍ଷୁ ଚିକିତ୍ସା ଅଧିକାରୀ ଗୌତମ ଦାସ ଓ ଅଖିଳ ମଲ୍ଲିକ ଏହି ଶିବିରରେ ଉପସ୍ଥିତ ରହି ଆଲୋଇ ,















