ବଲାଙ୍ଗୀର (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଭୁଟୁଙ୍ଗପଡ଼ା ଗ୍ରାମର ଡ୍ରାଇଭର ସୀତାରାମ ସାହୁ ଗତ ୦୬-୦୭-୨୦୨୬ ତାରିଖ ରାତି ପ୍ରାୟ ୮ଟା ବେଳେ କାମ ସାରି ମିଲରୁ ଘରକୁ ଫେରିବା ପାଇଁ ବାହାରିଥିଲେ। କିନ୍ତୁ ସେ ଆଉ ଘରକୁ ଫେରିନଥିଲେ । ସେହି ଦିନଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ।















