ଟାଙ୍ଗୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ରଣପୁର ବିଧାୟିକା ତଥା ଓଡିଶା ବିଧାନ ସଭା ବାଚସ୍ପତି ସୁରମା ପାଢ଼ୀରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବି ନାରାୟଣ ମହାପାତ୍ର ଙ୍କୁ ତାଙ୍କ ରଣପୁର ବାସଭବନ ରେ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତୀ ଉପଲକ୍ଷେ ପ୍ରକାଶିତ ଓଡିଶା ସାରା ବିକାଶ ଧାରା ପୁସ୍ତିକାକୁ ପ୍ରଦାନ କରିବା ଅବସରରେ ସହଯୋଗ କାମନା କରିଥିଲେ ।

ଆଲୋଚନା ସମୟରେ ଶ୍ରୀ ମହାପାତ୍ର ୩ଟି ଅତି ଗୁରୁତ୍ୱ ପୂର୍ଣ୍ଣ ସମସ୍ୟାପୂରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାପଡିଛି।ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ପ୍ରମୁଖ କର୍ମକର୍ତ୍ତା ତଥା ରଣପୁର ର ପ୍ରଥମ ମନୋନୀତ ବିଧାୟକ ସ୍ୱାଧୀନତା ସଂଗ୍ରାମୀ କନ୍ଧ ନୟାଗଡ ବାସିନ୍ଧା ମୁରଲୀ ଧର ଦାସ ଙ୍କ ନାମକୁ ରାଜ୍ୟ ବିଧାନ ସଭା ୱେବସାଇଟରେ ସ୍ଥାନିତ କରିବା,

ରଣପୁର କୁ ନୟାଗଡ ଜ଼ିଲାର ଏକ ସବ ଡିଭିଜନ ମାନ୍ୟତା ପ୍ରଦାନଓ ଆବଶ୍ୟକ ଭିତ୍ତିଭୂମି ଥିବା ହେତୁ ସେ ସାଂସଦ ଥିବା ସମୟରେ ଏହାକୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ଏକ ଅତ୍ୟାଧୁନିକ ମାନସିକଗବେଷଣା ଚିକିତ୍ସାଳୟରଶାଖା ଖୋଲିବା ପାଇଁ ସେ ଆରମ୍ଭ କରିଥିବା ପ୍ରୟାସକୁ ସାକାର କରିବା କୁ ନିବେଦନ କରିଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଚାନ୍ଦପୁର କନ୍ଧ ନୟାଗଡ ଅଂଚଳର ବୁଦ୍ଧିଜୀବୀ ମାନେ ଶ୍ରୀ ମହାପାତ୍ରଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ବାଚସ୍ପତି ଶ୍ରୀ ମତୀ ପାଢୀଙ୍କୁ ଏହି ଯଥାର୍ଥ ଦାବୀଗୁଡିକ ତୁରନ୍ତ ପୂରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।